fbpx

Google Play Storeରୁ ଆଜି ଏହି App ଡାଉନଲୋଡ୍ କରନ୍ତୁ: ମାସକୁ ୩୦ ହଜାର ଟଙ୍କା କରନ୍ତୁ ଇନକମ୍, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଗୁଗଲ ପ୍ଲେ ଷ୍ଟୋରରେ ଏପରି କଛି ଆପ ରହିଛି ଯାହା ମାଧ୍ୟମରେ ଆପଣ ହଜାର ହଜାର ଏପରିକି ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ । ଆଜିକାଲି ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ ରହିଛି । ତେଣୁ ଆପଣ ଘରେ ବସି ଅନଲାଇନରେ ପ୍ରତ୍ୟେକ ମାସରେ ହଜାର ହଜାର ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କୁ ଗୁଗଲ ପ୍ଲେ ଷ୍ଟୋରରୁ ଏକ ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ ।

ଗୁଗଲ ପ୍ଲେ ଷ୍ଟୋରରେ ଏପରି ଅନେକ ଆପ ରହିଛି ଯାକି ଟେଷ୍ଟିଂ ଫେଜରେ ରହିଛି । ଯଦି ୟୁଜର୍ସ ଉକ୍ତ ଆପରେ ଗେମ ଖେଳିବା ସହ ଡେଭଲପରଙ୍କୁ ଟେଷ୍ଟିଂ କରିବାରେ ହେଲପ କରନ୍ତି, ତେବେ ଏଥିପାଇଁ ସେମାନଙ୍କୁ ଅର୍ଥ ପ୍ରଦାନ କରାଯାଇଥାଏ । ଏହି ଗେମିଂ ଆପରେ ଆପଣ ଯେତେ ଅଧିକ ସମୟ ପାଇଁ ଗେମ୍ ଖେଳିବେ, ସେତେ ଅଧିକ ଇନକମ୍ ହେବ । ମାସକୁ ଆପଣ ଏହି ଆପରୁ ୫୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ୍ କରିପାରିବେ । ଏଥିସହ ଅନଲାଇନ୍ ସର୍ଭେ କରି ଆପଣ ମଧ୍ୟ ରୋଜଗାର କରିପାରିବେ । ବିଭିନ୍ନ କମ୍ପାନୀ ପକ୍ଷରୁ ଗୁଗଲ ପ୍ଲେ ଷ୍ଟୋରରେ ସର୍ଭେ ଦିଆଯାଇଥାଏ, ଯାହା ଦ୍ୱାରା ଆପଣ ମଧ୍ୟ ରୋଜଗାର କରିପାରିବେ । ଏହି ସର୍ଭେ କରି ଆପଣ ଦୈନିକ ୮୦୦ରୁ ୧୫୦୦ ହିସାବରେ ମାସିକ ୪୫ ହଜାରରୁ ଅଧିକ ଟଙ୍କା ଆୟ କରିପାରିବେ ।

Get real time updates directly on you device, subscribe now.