fbpx

ପ୍ରମୋଦ ସାହୁଙ୍କ ଘର ପୁଟିକରେ ବସିଲେ ତପସ୍ୱିନୀ: ପରସ୍ଥିତି ସାଧାରଣ ରହିଛି ବୋଲି କହିଲେ IIC (Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହିଳା ମାନେ ଘରର ଗେଟ୍ ଭାଙ୍ଗିବା ପରେ ପ୍ରମୋଦ ସାହୁଙ୍କ ଘରର ପୁଟିକରେ ବସିଛନ୍ତି ତପସ୍ୱିନୀ ଦାସ । ଏହି ଘଟଣା ପରେ ପୋଲିସ ପ୍ରଶାସନ ଆସି ମହିଳା ମାନଙ୍କୁ ଘଟଣା ସ୍ଥଳରୁ ବୁଝେଇ ଶୁଝେଇ ହଟାଇଥିଲା ।

ଆଇଆଇସି ବିବୃତି ଦେଇ କହିଛନ୍ତି, ଯେ ତପସ୍ୱିନୀ ବର୍ତ୍ତମାନ ପୁଟିକ ଉପରେ ବସିଛନ୍ତି । ତାଙ୍କର ସୁରକ୍ଷା ପାଇଁ କିଛି ମହିଳା ଅଫିସରଙ୍କୁ ମୁତୟନ କରାଯାଇଛି । ବର୍ତ୍ତମାନ ପରସ୍ଥିତି ଶାନ୍ତ ରହିଥିବାରୁ ୧୪୪ ଧାରା ଲାଗୁ ହେବାର ସମ୍ଭାବନା ନାହିଁ ବୋଲି ଆଇଆଇସି ମତ ରଖିଥିଲେ । ଭିଡିଓ…

Get real time updates directly on you device, subscribe now.