fbpx

ରଥଖଳାରେ ବସିବସି ଫେରିଲେ ମହାରଣା,ଆରମ୍ଭ ହେଲାନି ରଥ ନିର୍ମାଣ

ଦ୍ୱନ୍ଦଦୂର କଲେ ଗଜପତି:ରଥନିର୍ମାଣ ଧାର୍ମିକ ପର୍ବ ନୁହେଁ

ଭୁବନେଶ୍ୱର :୬ ।୫(ଓଡିଶା ଭାସ୍କର): ରଥଖଳାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଥିଲା । ସରଂଜାମ ଧରି ପ୍ରସ୍ତୁତ ଥିଲେ ମହାରଣା ସେବକ । ସକାଳ ଯାଇ ସଂଜ ହେଲା ,ହେଲେ ରଥ ନିର୍ମାଣ ପାଇଁ ମିଳିଲାନି ସରକାରୀ ଅନୁମତି । କରୋନା କଟକଣାରେ ରଥ ନିର୍ମାଣ ପାଇଁ ଅନୁମତି ଦେଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ।

କିନ୍ତୁ ଏନେଇ ସ୍ପଷ୍ଟ କଲେନି ସରକାର । ଝୁଲିରହିଲା ରଥ ନିର୍ମାଣ କାମ । ରାଜ୍ୟ ସରକାର ଏନେଇ କେନ୍ଦ୍ର ସରକାରଙ୍କ ପରାମର୍ଶ ମାଗିଛନ୍ତି ।

ସେହପରି ଗଜପତି ମହାରାଜ କହିଛନ୍ତି ରଥ ନିର୍ମାଣ ଧାର୍ମିକ ପର୍ବ ନୁହେଁ । ଅନ୍ୟପଟେ ଆଜି ଦିନକର ସମୟ ଦେଇଛନ୍ତି ମହାରଣା ସେବକ । ସେପଟେ ରଥଯାତ୍ରା ନ ହେଲେ ୪ କୋଟି ଓଡିଆ ଏହାର ଜବାବ ଦେବେ ବୋଲି କହିଛଡ଼୍ତି ଦଇତାପତି ।

Get real time updates directly on you device, subscribe now.