ପୀଡିତା ପ୍ରତି ସାମାଜିକ ଦୃଷ୍ଟିକୋଣ, ସଂର୍ପକୀୟଙ୍କ ବ୍ୟବହାର ତଥା ପାରିବାରିକ ମନୋଭାବର ର୍ତଜମା କରିଛନ୍ତି ନିରୋଳା ସମୟରେ-ନିର୍ମଳ ଚତେନାରେ-ନିଃସ୍ଵାର୍ଥ ମନୋଭାବରେ ନିଜେ ଲଖେିକା ଅଙ୍ଗେ ନିଭାଇଥିବା ଅକୁହା କଥାର ସାରର୍ମମ ପ୍ରତିଫଳିତ କରିଛି। ପୁସ୍ତକ ” ଅନସ୍ପୋକନ ” ” ୱକିଙ୍କ ବୁକ୍ ଫୟୋର୍ସ ” ଦ୍ଵାରା ପ୍ରକାଶିତ ଓ ଇଂରାଜୀ ଭାଷାରେ ଲିଖିତ ଏହି ପୁସ୍ତକ ପ୍ରତ୍ୟକେ ର୍ବଗର ପାଠକଙ୍କୁ ଆକୃଷ୍ଟ କରିବ ବୋଲି ପୁସ୍ତକ ଉନ୍ମୋଚନ ସମୟରେ ଓଟିଡିସି ଅଧ୍ୟକ୍ଷ ଡଃ. ମହାନ୍ତି ଆଶାପୋଷଣ କରିଛନ୍ତି।
ଭୁବନେଶ୍ୱର: ବିଶିଷ୍ଟ ଐତିହାସିକା ଏବଂ ସୁଲଖେିକା ର୍ଶମିଷ୍ଠା ଗୁପ୍ତୁଙ୍କ ଅନ୍ୟତମ ସାରସ୍ଵତ ଅବଦାନ ” ଅନସ୍ପୋକନ ” ପୁସ୍ତକ ଓଟିଡିସି ଅଧ୍ୟକ୍ଷ ଡକ୍ଟର ଲନେିନ୍ ମହାନ୍ତିଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ପୁସ୍ତକ ଉନ୍ମୋଚନ କାଳରେ କ୍ରୀଡା ସଚିବ ଆର୍. ଭିନିଲ୍ କ୍ରୀଷ୍ଣା, ବିଶିଷ୍ଟ କ୍ରୀଡା ଉଦ୍ ଘୋଷକ ତଥା ଲଖେିକାଙ୍କ ସ୍ଵାମୀ ବୋରିଆ ମଜୁମଦାର ଓ ସମାଜସବେୀ ତଥା ଅଧିବକ୍ତା ରଖୋ ମହାନ୍ତିଙ୍କ ସମତେ ଅନ୍ୟାନ୍ୟ ଅତିଥିଗଣ ଉପସ୍ଥିତ ଥିଲେ।
ବ୍ୟକ୍ତିଗତ ଅନୁଭୂତି ବଳେବେଳେେ ଅମୂଲ୍ୟ ସାବ୍ୟସ୍ତ ହୁଏ। ଅନୁଭବ ଆଣେ ସତ୍ୟ ଚତେନା। ଊର୍ଦ୍ଧ୍ୱମୁଖୀ ଚତେନା କରେ ସମାଜ କଲ୍ୟାଣ। ବିସ୍ତାରିତ ହୃଦୟର ଭାଷା ଛୁଏଁ ପ୍ରତିଟି ମନ ଓ ପ୍ରାଣକୁ ନିଜ ଚାରିପାଖର ଚରିତ୍ର ସବୁକୁ ସାଉଁଟି ଆଣି ଅଲିଭା ସ୍ମୃତିରେ ସଜେଇଛନ୍ତି ର୍ଶମିଷ୍ଠା ଗୁପ୍ତୁ ନିଜ ରଚିତ ପୁସ୍ତକ ” ଅନସ୍ପୋକନ ” ରେ। କୋଭିଡ୍ ମହାମାରୀ ତାଡନାର “ଅକୁହା କଥା” କ୍ଷ ମହାମାରୀ ସମୟରେ ନିଜେ ଲଖେିକା ଦୀର୍ଘକାଳୀନ ମାନସିକ ଅସନ୍ତୁଳନ ଜନିତ ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବା ଓ ବାଧ୍ୟ ବାଧକତାରେ ଘରେ ରହିବା ସମୟରେ ଅତି ନିକଟରୁ ପରଖିଛନ୍ତି ସଂର୍ପକର ପରିଭାଷା।