କୋରାପୁଟ: ଧରାପଡ଼ିଲା ହାର୍ଡକୋର ମାଓବାଦୀ କୁଞ୍ଜମ ହିହମା । ବୈପାରିଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ କୁଞ୍ଜାମକୁ ଧରିଛି ପୋଲିସ ।
କୁଞ୍ଜମ ପାଖରୁ ଏକେ-୪୭ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ ।
କଞ୍ଜମ ଏସିଏମ୍ ଥିଲାବେଳେ ୭ଟି ବଡ଼ ହିଂସାକାଣ୍ଡରେ ତା’ ସମ୍ପୃକ୍ତି ଥିଲା । ହିଡମା ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ଥିଲା ।