fbpx

ଦବିଲା ପାରାଦୀପ-ହରିଦାସପୁର ନିର୍ମାଣଧୀନ ରେଳ ଲାଇନ

ମାର୍ଶାଘାଇ, ୧୩ା୨(ଓଡ଼ିଶା ଭାସ୍କର): ପାରାଦୀପ-ହରିଦାସପୁର ନିର୍ମାଣଧୀନ ରେଲୱେ ଲାଇନ ଦବି ଥିବା ସୂଚନା ମିଳିଛି । ମର୍ଶାଘାଇ ଗୋସେଇଁ ବନ୍ଧ ଗାଁ ନିକଟରେ ରେଲୱେ ଲାଇନ ଦବିଯାଇଛି । ସେଠାରେ ମାଟି ଦବିବା ସହ ବଡ଼ ବଡ଼ ଫାଟ ହୋଇଥିବା ଦେଖିବାକୁ ମିଳିଛି । ଏହାସହ ରାସ୍ତାକଡ଼ରେ ଥିବା ଦୁଇଟି ଘରର କାନ୍ଥ ମଧ୍ୟ ଫାଟିଯାଇଛି । ଯାହାଫଳରେ ସେହି ଘରର ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Get real time updates directly on you device, subscribe now.