fbpx

ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର,୧୫ ।୨(ଓଡିଶା ଭାସ୍କର): ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ମୋତିଲାଲ୍ ଓସୱାଲ କିସ୍ ସ୍କୁଲକୁ ଲୋକାପର୍ଣ କରିବେ । ଏହି ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେବେ । ଏହା ସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମେତ କନ୍ଧମାଳ ସାଂସଦ ଅତ୍ୟୁତ ସାମନ୍ତ ଓ ବଲାଙ୍ଗିର ସାଂସଦ ଯୋଗଦେବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.