fbpx

ସୁନା ଦୋକାନୀଙ୍କୁ ୨୨ ଲକ୍ଷ ଜରିମାନା

ଜୟପୁର(ଓଡ଼ିଶା ଭାସ୍କର): ସୁନା ଦୋକାନରେ ଚଢ଼ାଉ କରିଛି ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାଡ । ସୁନା କିଣାବିକାରେ ହେରଫେର କରିଥିବା ଅଭିଯୋଗରେ ଚଢ଼ାଉ ହୋଇଛି । ସୁନା ଦୋକାନ ଉପରେ ୨୨ ଲକ୍ଷ ୪୨ ହଜାର ଟଙ୍କାର ଜରିମାନା ହୋଇଛି । ଗତ ୧୪ ତାରିଖରେ ରେଡ୍ ବେଳେ ଅନିୟମିତତା ଜଣାପଡିଥିଲା ।

Get real time updates directly on you device, subscribe now.