fbpx

OSSSCରେ ଆଜି ବାହାରିଲା ୧୦୦୦ଟି ପଦବୀ, ଲିଙ୍କ ଦେଖି ଯୋଗ୍ୟତା ଚେକ୍ କରିନିଅନ୍ତୁ

ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିସନ (OSSSC) ପକ୍ଷରୁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । OSSSCରେ ମୋଟ ୧୦୦ଟି Laboratory Technician ପଦବୀ ଖାଲି ଥିବା ନେଇ ବିଜ୍ଞପ୍ତି ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ପ୍ରଥମେ ବିଜ୍ଞାପନକୁ ଭଲ ଭାବେ ପଢ଼ି ଅନଲାଇନରେ ଆବେଦନ କରିପାରିବେ । ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ଛାତ୍ରଛାତ୍ରୀମାନେ ଶିକ୍ଷାଗତ ଯୋଗ୍ୟତା, ବୟସ, ପାରିଶ୍ରମିକ, ପରୀକ୍ଷା ଫି ବିଷୟରେ ସବିଶେଷ ତଥ୍ୟ ପାଇପାରିବେ ।

ମୋଟ ପଦବୀ ସଂଖ୍ୟା: ୧୦୦୦

ଅନଲାଇନ ଆବେଦନ ତାରିଖ: ୦୧.୧୨.୨୦୨୧

ଅନଲାଇନ ଆବେଦନ ଅନ୍ତିମ ତାରିଖ: ୨୧.୧୨.୨୦୨୧

ଅନଲାଇନ ଆପିଲିକେସନ ସବମିଟ୍ ଅନ୍ତିମ ତାରିଖ: ୨୫.୧୨.୨୦୨୧

ଅନଲାଇନ ଲିଙ୍କ: Available on ୦୧.୧୨.୨୦୨୧

ସର୍ଟ ନୋଟିସ୍: https://img.freejobalert.com/uploads/2021/11/Short-Notification-OSSSC-Laboratory-Technician.pdf
ଅଫିସିଆଲ ୱେବସାଇଟ୍: https://www.osssc.gov.in/Public/OSSSC/Default.aspx

Get real time updates directly on you device, subscribe now.