ଗାନ୍ଧୀନଗର: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି; ଅଗ୍ନିଶମ ସେବା ଏବଂ ଅନ୍ୟାନ୍ୟ ସଂସ୍ଥା ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
ଅହମ୍ମଦାବାଦରୁ ଗାଟୱିକ୍ ପାଇଁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏୟାର ଇଣ୍ଡିଆ B787 ବିମାନ VT-ANB ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ 290 ଜଣ ଲୋକ ଥିଲେ, ଯେଉଁଥିରେ 2 ଜଣ ପାଇଲଟ୍ ଏବଂ 10 ଜଣ କ୍ୟାବିନ କ୍ରୁ ଥିଲେ।
ସର୍ଦ୍ଦାର ବଲ୍ଲବଭାଇ ପଟେଲ ଇଣ୍ଟରନ୍ୟାଶନାଲ ଏୟାର ପୋର୍ଟରେ ଏ ଘଟଣା ଘଟିଥିବାବେଳେ ଉଦ୍ଧାର କାର୍ଯ୍ୟ ସାଙ୍ଗକୁ ଅଗ୍ନିାବ ବାହୀନି ଦ୍ୱାରା ନିଆଁ ଲିଭା କାର୍ଯ୍ୟ ଚାଲିଛି । ପ୍ରଧାନ ମନ୍ତ୍ରୀ ମୋଦି ଶାହାଂକ ସହ କଲେ ଆଲୋଚନା ।
ଏ ଦୁର୍ଘଟଣା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲଙ୍କ ସହ ଫୋନରେ କଥା ହୋଇଛନ୍ତି । ପରିସ୍ଥିତି ପଚାରି ବୁଝିବା ସହ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି ଶାହା ।
#WATCH अहमदाबाद में एयर इंडिया विमान दुर्घटना स्थल पर बचाव अभियान जारी है; अग्निशमन सेवाएं और अन्य एजेंसियां घटनास्थल पर मौजूद हैं।
एयर इंडिया का B787 विमान VT-ANB, अहमदाबाद से गैटविक के लिए उड़ान भरने के तुरंत बाद दुर्घटनाग्रस्त हो गया। विमान में 242 लोग सवार थे, जिनमें 2… pic.twitter.com/SxcvZ0Rv2Z
— ANI_HindiNews (@AHindinews) June 12, 2025