‘ବୀନ୍’ ଧୁନ୍ ଶୁଣି ନିଜକୁ ରୋକି ପାରିଲାନି ନାଗ, ଅଣ୍ଟା ହଲାଇ ନାଚିଲା, ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଛି। ଏଥିମଧ୍ୟରୁ କିଛି ଭିଡିଓ ବହୁତ ମଜାଦାର ଏବଂ ଅନ୍ୟ କିଛି ଭିଡିଓ ଖୁବ ଭୟଙ୍କର। ବିଶେଷକରି ପଶୁପକ୍ଷୀଙ୍କ ଭିଡିଓ ୟୁଜର୍ସ ବହୁତ ଲାଇକ କରୁଛନ୍ତି।…