ପିଏମ କିସାନ କିସ୍ତି ପୂର୍ବରୁ କୃଷିମନ୍ତ୍ରୀଙ୍କ ବଡ ଘୋଷଣା, ଶୁଣି ଆପଣ ମଧ୍ୟ ହୋଇଯିବେ ଖୁସି

ନୂଆଦିଲ୍ଲୀ: PM Kisan Samman Nidhi ର ୧୩ତମ କିସ୍ତି ପାଇଁ ଅପେକ୍ଷା ଶେଷ ହେବାକୁ ଯାଉଛି । ଫେବୃଆରୀ ୨୪ ରେ DBT ମାଧ୍ୟମରେ ସରକାର ଏହି କିସ୍ତି କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ ବୋଲି ଆଶା କରାଯାଉଛି ।…

ଏହି ଜିନିଷ ଦାନ କରିଲେ ହୁଅନ୍ତି ଧନୀ, ଶନିଦେବ ମଧ୍ୟ ହୋଇଯିବେ ପ୍ରସନ୍ନ

ହିନ୍ଦୁ ଧର୍ମରେ ଦାନର ବିଶେଷ ଗୁରୁତ୍ୱ ବହୁମାତ୍ରାରେ ରହିଛି। ଶାସ୍ତ୍ର ଅନୁଯାୟୀ ଦାନ କରି ମଣିଷ ପ୍ରତ୍ୟେକ ଯନ୍ତ୍ରଣା ଏବଂ କଷ୍ଟରୁ ମୁକ୍ତି ପାଇଥାଏ । ଏହା ସହିତ, ଗୁଣ ପ୍ରାପ୍ତ ମଧ୍ୟ ହୋଇଥାଏ । ବିଶ୍ୱାସ କରାଯାଏ ଯେ,…

ପାକିସ୍ତାନକୁ ସାହାଯ୍ୟର ହାତ ବଢାଇଲା ଚୀନ, ଋଣ ଦେବ ୭୦କୋଟି ଡଲାର

ଇସଲାମାବାଦ: ପାକିସ୍ତାନକୁ ୭୦୦ ମିଲିୟନ୍ ଡଲାରର ଋଣ ମଞ୍ଜୁର କରିଛି। ଏହି ରାଶି ଏହି ସପ୍ତାହରେ ପାକିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କକୁ ହସ୍ତାନ୍ତର କରାଯିବ। ବୁଧବାର ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ୍ ଦାର୍ ଏହି ସୂଚନା…

ସୁଆଣ୍ଡୋ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ସୁଆଣ୍ଡୋ ପ୍ରକଳ୍ପର ଆଜି ଲୋକାପର୍ଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପବନ୍ଧୁଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମରେ ଆଜି ପ୍ରକଳ୍ପକୁ ଆଜି ଲୋକାର୍ପଣ କରାଯିବା ନେଇ ସୂଚନା ରହିଛି ।…

ଭୂକମ୍ପରେ ଥରିଲା ତାଜିକିସ୍ତାନ, ରିକ୍ଟରେ ସ୍କେଲରେ ତୀବ୍ରତା ୬.୮

ତାଜିକିସ୍ତାନ: ତୁର୍କୀର ବିନାଶକାରୀ ଭୂକମ୍ପ ପରେ ବର୍ତ୍ତମାନ ଆଫଗାନିସ୍ତାନର ପୂର୍ବ ତାଜିକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିବା କଥା ସାମ୍ନାକୁ ଆସିଛି । ଭୂକମ୍ପର ପ୍ରବଳ କମ୍ପନ ଯୋଗୁଁ ଆଫଗାନିସ୍ତାନର ପୂର୍ବ…

ଏହି ଛୋଟ ଅଭ୍ୟାସ ଶିଶୁଙ୍କର କରିଥାଏ ବ୍ରେନ ସାର୍ପ, ହାଡ ଏବଂ ମାସଂପେଶୀକୁ ମଧ୍ୟ ବନାଇଥାଏ ଷ୍ଟ୍ରଙ୍ଗ

ନୂଆଦିଲ୍ଲୀ: ଜଣେ ପିତାମାତା ଭାବରେ, ଆପଣ ମସ୍ତିଷ୍କ ଶକ୍ତି ଏବଂ ବିକାଶରେ ସହାୟକ ହେଉଥିବା କାରକ ଉପରେ ଧ୍ୟାନ ଦେଇ ପିଲାଙ୍କୁ ଏକ ସ୍ମାର୍ଟ ଏବଂ ଆତ୍ମବିଶ୍ୱାସୀ ବନାଇପାରିବେ । ଆପଣଙ୍କ ଶିଶୁର ମସ୍ତିଷ୍କ ଜଟିଳ,…

ଆଦାନୀ ଗ୍ରୁପ କମ୍ପାନୀ ଋଣ ପରିଶୋଧ କଲା ୧,୫୦୦ କୋଟି, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ପାଇଁ ସମସ୍ୟା ଦିନକୁ ଦିନ ଜଟିଳ ହେବାକୁ ଲାଗିଥିବା ବେଳେ ଆଜି ଏକ ଆରାମ ଦାୟକ ଖବର ସାମ୍ନାକୁ ଆସିଛି । ଅଦାନୀ ଗ୍ରୁପର କମ୍ପାନୀ ଆଦାନୀ ପୋର୍ଟସ ଏଣ୍ଡ ସ୍ପେସାଲ ଇକୋନୋମିକ୍ ଜୋନରେ ୧୫୦୦…

ଝରକା ପଟେ ଦେଖାଦେଲା ନବଦମ୍ପତିଙ୍କ ରକ୍ତ ଜୁଡୁବୁଡୁ ଶରୀର, ହତ୍ୟା ପରେ ଆତ୍ମହତ୍ୟାର ଆଶଙ୍କା

ରାୟପୁର: ଛତିଶଗଡ଼ ରାଜଧାନୀ ରାୟପୁରରେ ପୋଲିସ ଏକ ଘରୁ ନବ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରିବା କଥା ସାମ୍ନାକୁ ଆସିଛି । ଝଗଡ଼ା ପରେ ସ୍ୱାମୀ, ସ୍ତ୍ରୀକୁ ହତ୍ୟାକରି ନିଜେ ଆତ୍ମହତ୍ୟା କରିଥିବା ନେଇ ପୋଲିସର ଆଶଙ୍କା…

୨୭୦୦ ଟଙ୍କା ଶସ୍ତାରେ ମିଳୁଛି ସୁନା, ଦରରେ ଆସିଲା ବଡ ପରିବର୍ତ୍ତନ!

ନୂଆଦିଲ୍ଲୀ: ଯେଉଁମାନେ ସୁନା କିଣୁଛନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖବର ଅଛି । ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ସମୟରେ ଆପଣଙ୍କୁ ଶସ୍ତା ସୁନା କିଣିବାର ସୁଯୋଗ ଅଛି । ଏହି ସମୟରେ ସୁନା ମୂଲ୍ୟରେ…

ଟ୍ରେନରେ ବଢିଲା ଖାଦ୍ୟ ଦର, ଚେକ କରନ୍ତୁ ରେଟ୍ ଲିଷ୍ଟ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏକ ବଡ଼ ଝଟକା ପାଇଛନ୍ତି। ବର୍ତ୍ତମାନ ଆପଣ ଟ୍ରେନରେ ଖାଦ୍ୟ ଅର୍ଡ଼ର କରୁଥିବେ, ତେବେ ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।ରେଳ ଖାଦ୍ୟର…