କୁହୁଡ଼ି ଯୋଗୁ ଡାକ୍ତରଖାନା ବିଲ୍ଡିଂରେ ଫସିଲା ହେଲିକପ୍ଟର, ପାଇଲଟଙ୍କ ସମେତ ୪ ମୃତ

ଅଙ୍କାରା: ତୁର୍କୀର ସାଉଥ୍ୱେଷ୍ଟରେ ଥିବା ଏକ ଡାକ୍ତରଖାନାରେ ହେଲିକପ୍ଟର ଦୁର୍ଘଟଣା ଘଟିଛି । ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନଙ୍କ ଭିତରେ ୨ ଜଣ ପାଇଲଟ, ଜଣେ ଡାକ୍ତର ଏବଂ ଜଣେ ହେଲିକପ୍ଟର କର୍ମଚାରୀ…

ଦେଶରେ ବଢୁଛି ସଡକ ଦୁର୍ଘଟଣା : ରାସ୍ତାରେ ଖେଳୁଥିବା ଶ୍ରମିକଙ୍କ ପୁଅକୁ ଦଳିଦେଳା କାର୍, ୧୯ ବର୍ଷୀୟ ଡ୍ରାଇଭର ଗିରଫ

ମୁମ୍ବାଇ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ କାର୍ ଦୁର୍ଘଟଣାରେ ୪ ବର୍ଷ ଶିଶୁର ମୃତ୍ୟୁ ଘଟିଛି । ୱାଦାଲା ଅଞ୍ଚଳରେ ଥିବା ଆମ୍ବେଡକର କଲେଜ ନିକଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ଘଟଣା ଘଟେଇଥିବା ୧୯…

Breaking: ଭିତ୍ତିଭୂମିର ବିକାଶ ଏବଂ ପର୍ଯ୍ୟଟନ କ୍ଷେତ୍ର ଲାଗି ୧୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶା ହିତ ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକରଙ୍କ ନିକଟରେ ଏକାଧିକ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭିତ୍ତିଭୂମିର ବିକାଶ ପାଇଁ ଅଧିକ ଆବଣ୍ଟନ ଦାବି । ଗୋପାଳପୁରରେ ଲୁଣ ଖଳା ପାଇଁ…

ଏଥର ଫିକା ପଡ଼ିବ Zero Night, ଜାରି ହେଲା କଟକଣା, ଅମାନିଆଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଏଥର ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେଶନ୍ । କାରଣ ଜିରୋ ନାଇଟ୍ ପାଇଁ ଅବକାରୀ ବିଭାଗ କଟକଣା ଜାରି କରିଛି । ଆସନ୍ତା ୩୧ ତାରିଖରେ ଜିରୋ ନାଇଟ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ବାଧ୍ୟତାମୂଳକ ବୋଲି…

ଲାଗୁ ହେଲା ନୂଆ ନିୟମ… ସାଇବର କ୍ରାଇମ୍ ରୋକିବ କଲର ଟ୍ୟୁନ୍, ନିର୍ଦ୍ଦେଶ ଜାରି କଲା ଟେଲିକମ୍ୟୁନିକେସନ ବିଭାଗ

ନୂଆଦିଲ୍ଲୀ: ସାଇବର କ୍ରାଇମକୁ ରୋକିବା ପାଇଁ ଲଗାତର ଭାବେ ସରକାରଙ୍କ ପକ୍ଷରୁ ପ୍ରୟାସ ଜରି ରହିଛି । ଏ ଦିଗରେ ବର୍ତ୍ତମାନ ଟେଲିକମ୍ ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଜିଓ, ଏୟାରଟେଲ, ଭୋଡାଫୋନ୍ ଏବଂ…

ମହଙ୍ଗା ହେବ ବିଜୁଳି… ବିଦ୍ୟୁତ ବ୍ୟବହାର କରିବା ପୂର୍ବରୁ ଶହେଥର ଭାବିବାକୁ ପଡ଼ିବ, ୟୁନିଟ୍ ପିଛା ବଢ଼ିବ ଏତିକି…

ଭୁବନେଶ୍ୱର: ଆସନ୍ତା ବର୍ଷରୁ ମହଙ୍ଗା ହେବ ବିଦ୍ୟୁତ । ଭାବିଚିନ୍ତି ଖର୍ଚ୍ଚ କରିବାକୁ ବାଧ୍ୟହେବେ ଗ୍ରାହକ । ୟୁନିଟ ପିଛା ୩ ଟଙ୍କା ୮୨ ପଇସା ବୃଦ୍ଧି କରିବା ନେଇ ଚାଲିଛି ଯୋଜନା । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ…

Indian Bankରେ ବଡ଼ ନିଯୁକ୍ତି ସୁଯୋଗ… ବିନା ପରୀକ୍ଷାରେ Selection, ଆବେଦନର ଶେଷ ତାରିଖ ଜାନୁଆରୀ ୪

ଲକ୍ଷ୍ନୌ: ଇଣ୍ଡିଆନ୍ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିଲେ, ଆପଣଙ୍କ ପାଇଁ ଖୁସି ଖବର । ବ୍ୟାଙ୍କରେ ଅଥରାଇଜ୍ଡ ଡାକ୍ତର ପୋଷ୍ଟ ପାଇଁ ନିଯୁକ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ଚାକିରି କରିବାକୁ ଚାହୁଁଥିବା…

Google Employeeଙ୍କୁ ଛଟେଇ ଚିନ୍ତା, AI ଲାଗି ଚାକିରି ହରେଇବେ କମ୍ପାନୀର ୧୦% କର୍ମଚାରୀ

ନୂଆଦିଲ୍ଲୀ: ଗୁଗଲ ଆଗାମୀ ଦିନରେ କର୍ମଚାରୀଙ୍କ ଛଟେଇ କରିବାକୁ ଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଗୁଗଲ କମ୍ପାନୀର ସିଇଓ ସୁନ୍ଦର ପିଚାଇ । କମ୍ପାନୀର ମ୍ୟାନେଜରିଆଲ, ଡାଇରେକ୍ଟର୍ସ ସମେତ ଭାଇସ୍ ପ୍ରେସିଡେଣ୍ଟ ପଦରୁ…

(Video) ବାପରେ କି ରାଗ…ଏମିତି କ’ଣ ହେଲା ଯେ, ଟ୍ରେନ୍ ଭିତରେ ଦୌଡ଼ାଦୌଡ଼ି ହେଲେ ଯାତ୍ରୀ, ଝରକା ବାଟେ ବଗି ଭିତରକୁ ଗଲେ ଲୋକେ

କାନପୁର: ଉତ୍ତର ପ୍ରଦେଶ କାନପୁର ରେଳଷ୍ଟେଶନରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କିଛି ଯୁବକ ଟ୍ରେନର ଡୋର୍ ଏବଂ ଝରକା କାଚ ଭାଙ୍ଗି କୋଚ୍ରେ…

ମଦୁଆଙ୍କୁ ଡରେଇବ ଏହି (Video) ଏକାଥରକେ ଛାଡ଼ିଗଲା ନିଶା… ଗାଲରେ ବସିଲା ଗୋଟେ ପରେ ଗୋଟେ ୨୬ ଚାପୁଡ଼ା, Sorry କହି କହି ଥକିଲେ…

ପୁଣେ: ସୋସିଆଲ ମିଡିଆରେ ପ୍ରତିଦିନ ଲକ୍ଷ ଲକ୍ଷ ଭିଡିଓ ଭାଇରାଲ ହେଉଛି । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ଯାହାକୁ ଦେଖିବା ପରେ ମଦୁଆମାନଙ୍କୁ ଡର ଲାଗିବ । ବସ୍ରେ ଯାତ୍ରା କରୁଥିବା ମହିଳା ଜଣେ…