PM SYMY ଯୋଜନାରେ ମାସକୁ ମିଳିବ ୩ ହଜାର, ୪୬ ଲକ୍ଷ ଲୋକ କରିସାରିଲେଣି ଏନରୋଲମେଣ୍ଟ
ନୂଆଦିଲ୍ଲୀ: କୋଭିଡ୍ ସମୟରେ ଅଧିକାଂଶ ଲୋକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏକ ଭଲ ଯୋଜନା ଆସିଛି । ସାଧାରଣତଃ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ବୃଦ୍ଧାବସ୍ଥାରେ ଅଧିକ…