ଚଳନ୍ତା ଟ୍ରେନକୁ ଧରିବା ପାଇଁ ଦୌଡ଼ୁଥିଲା ଯୁବକ, ହଠାତ୍ ତା’ଗୋଡ଼ ଖସିଗଲା: ଏହାପରେ କ’ଣ ଘଟିଲା ଦେଖନ୍ତୁ Video
ନୂଆଦିଲ୍ଲୀ: ଅନେକ ସମୟରେ ଚଳନ୍ତା ଟ୍ରେନକୁ ଧରିବା ପାଇଁ ଚେଷ୍ଟା କରି ଯାତ୍ରୀମାନେ ପ୍ରାଣ ହରାଇଥାନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇର ବସଇ ରୋଡ଼ ରେଳ ଷ୍ଟେସନରେ । ଜଣେ ଯୁବକ ଟ୍ରେନକୁ ଧରିବା ପାଇଁ…