ଦେଶରେ ଆଉ ରହିବନି ଚାକିରି ସମସ୍ୟା: ୨୦୨୨ ଶେଷ ସୁଦ୍ଧା ସୃଷ୍ଟି ହେବ ୩ କୋଟି ଚାକିରି

ନୂଆଦିଲ୍ଲୀ: କୋଭିଡ୍ ପାଇଁ ଦେଶର ଅନେକ ଲୋକ ନିଜର ଚାକିରି ହରାଇଥିବା ବେଳେ ଏନେଇ ଆସିଛି ଏକ ଖୁସି ଖବର । ଦୂରସଞ୍ଚାର ବିଭାଗ ପକ୍ଷରୁ ସମଗ୍ର ଦେଶରେ ଚଳିତ ବର୍ଷ ଶେଷ ସୁଦ୍ଧା ଦୁଇରୁ ତିନି କୋଟି ଚାକିରି ସୃଷ୍ଟି ହେବାକୁ…

ଭାଙ୍ଗିଲା ଧାୱନଙ୍କ ୧୮ ବର୍ଷ ତଳର ରେକର୍ଡ: U-19 ବିଶ୍ୱକପରେ ଇତିହାସ ରଚିଲେ ରାଜ୍

ନୂଆଦିଲ୍ଲୀ: ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପରେ କୀର୍ତ୍ତିମାନ ରଚିଛନ୍ତି । ଉଗାଣ୍ଡା ବିପକ୍ଷ ମ୍ୟାଚରେ ସେ ଅପରାଜିତ ୧୬୨ ରନ୍ ସଂଗ୍ରହ କରି ଗବର ଶିଖର ଧାୱନଙ୍କ ରେକର୍ଡକୁ ଅତିକ୍ରମ…

ସଙ୍କଟ ମଧ୍ୟରେ ରାଜ୍ୟର ଅନଲାଇନ ଶିକ୍ଷା, ଅଧାରୁ ପାଠ ଛାଡ଼ୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ ପାଇଁ ଆମ ସମାଜର କ’ଣ କ୍ଷତି ଘଟିଛି ତାହା ଆକଳନ କରିବା ନିହାତି କଷ୍ଟକର ପାଠ । ତେବେ ଲୋକଙ୍କର ଧନ ଜୀବନ ତ ନଷ୍ଟ ହେଉଛି, ଏବେ ବଳି ପଡ଼ିବାକୁ ଯାଉଛି ଶିକ୍ଷା । ଦୀର୍ଘ ଦୁଇବର୍ଷ…

କୋଭିଡ ଭାଇରସକୁ ନେଇ ଆସିଲା ନୂଆ ତଥ୍ୟ: ମୋବାଇଲ ଫୋନରେ ବ୍ୟାପୁଛି ସଂକ୍ରମଣ

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି କୋଭିଡ୍ ଜନମାନସକୁ ନିଜ କବଜାରେ ରଖିଛି । ଏବେ କୋଭିଡର କାୟା ମାଡ଼ି ଚାଲିଥିବା ବେଳେ ଆଗକୁ ମଧ୍ୟ ନୂଆ ନୂଆ ଭାରିଆଣ୍ଟ ସାମ୍ନାକୁ ଆସିବ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ଭାଇରସ…

(See Video) ଆଇପିଏଲ-୨୦୨୨ ଖୁବ୍ ଜମିବ: ମହାନିଲାମି ପ୍ରକ୍ରିୟାରେ ସାମିଲ ହେବେ ୫ ଓଡ଼ିଆ ଖେଳାଳି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଫେବୃଆରୀ ୧୨ ଓ ୧୩ରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ ପାଇଁ ମେଗା ଅକ୍ସନ ଆରମ୍ଭ ହେବାକୁ ଯାଉଛି । ଏହି ନିଲାମୀ ପ୍ରକ୍ରିୟାରେ ମୋଟ ୧୨୧୪ ଜଣ ଖେଳାଳିଙ୍କ ନାମ ପଞ୍ଜୀକରଣ…

ଆଜି ରାଜ୍ୟରେ କୋଭିଡ୍ ସଂକ୍ରମଣ ୮ ହଜାର ଉପରେ, ଖୋର୍ଦ୍ଧାରେ ୨ ହଜାର ଟପିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

ଜମୁଛି ନିର୍ବାଚନୀ ରାଲି, ରୁଣ୍ଡ ହେଉଛନ୍ତି ହଜାର ହଜାର ଲୋକ: ଏହାର ରେଜଲ୍ଟ ଆଗକୁ ଦେଖିବାକୁ ମିଳିବନି ତ?

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ ନିର୍ବାଚନୀ ଋତୁ ଚାଲିଛି । ଆଗାମୀ ୫ଟି ରାଜ୍ୟରେ ବିଧାନସଭା ଥିବାରୁ ଏହାକୁ ନେଇ ସମସ୍ତ ରାଜନୈତିକ ଦଳମାନେ ଏକପ୍ରକାର ଚେଇଁ ଉଠିଛନ୍ତି । ତେବେ ଏଭଳି ସ୍ଥିତିରେ ନୂଆ…

ଏହାକୁ କହନ୍ତି ଭାଗ୍ୟ: କେବଳ ସେଲଫି ବିକ୍ରି କରି ରୋଜଗାର କଲେ ୭ କୋଟି

ନୂଆଦିଲ୍ଲୀ: ସେଲଫିକୁ ସାଧାରଣତଃ ଯୁବପୀଢ଼ିମାନେ ଏକ ଫେସନ୍ ଭାବେ ଗ୍ରହଣ କରିଥାନ୍ତି । ତେବେ ଯଦି ଆପଣଙ୍କୁ କୁହାଯିବ ଏଥିରୁ ଆପଣ କୋଟି କୋଟି ଟଙ୍କା ଇନକମ କରିପାରିବେ, ଏକଥାକୁ କେହି ସହଜରେ ବିଶ୍ୱାସ କରିବେ ନାହିଁ ।…

ରାଜ୍ୟରେ ଦୈନିକ ୬ ଜଣରୁ ଅଧିକ କୋଭିଡରେ ମରୁଛନ୍ତି, କେବେ ଖସିବ ମୃତ୍ୟୁସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

ଚିକିତ୍ସା ଅବସ୍ଥାରେ ପ୍ରାଣ ହରାଇଲା ବିଲେଇ, କ୍ରୋଧାନ୍ୱିତ ହୋଇ ଡାକ୍ତରଙ୍କୁ ଅଢ଼େଇ କୋଟି ମାଗିଲେ ମହିଳା

ଆମ ସମାଜରେ ଅନେକ ସମୟରେ ବିଭିନ୍ନ ପ୍ରକାର ଅଜବ ଘଟଣାସବୁ ଦେଖିବାକୁ ମିଳିଥାଏ । ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ପାକିସ୍ତାନରେ । ଗୋଟିଏ ପୋଷା ବିଲେଇର ମୃତ୍ୟୁକୁ ନେଇ ଜଣେ ମହିଳା ଡାକ୍ତରଙ୍କ ଉପରେ ୨.୫ କୋଟିର…