WTCରୁ ବିଦା ହୋଇପାରେ ଟିମ୍ ଇଣ୍ଡିଆ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ପରାଜୟ ମହଙ୍ଗା ପଡ଼ିବ ବିରାଟ ବାହିନୀକୁ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧-୨ରେ ଟେଷ୍ଟ ସିରିଜ୍ ପରାଜୟ ବରଣ କରିଛି । ଏହି ପରାଜୟ ପରେ ଟିମ୍ ଇଣ୍ଡିଆ ଓ ଅଧିନାୟକ ବିରାଟ କୋହିଲଙ୍କୁ ଦୁର୍ବଳ ପ୍ରଦର୍ଶନ ପାଇଁ ବିଭିନ୍ନ ମହଲରୁ ସମାଲୋଚନା…

ଆଜି ରାଜ୍ୟରେ ୧୧ ହଜାର ନିକଟତର ହେଲା କୋଭିଡ୍ ପଜିଟିଭ୍, ଖୋର୍ଦ୍ଧାରେ ୩ ହଜାର ଉପରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

ସମସ୍ତ ସରକାରୀ କର୍ମଚାରୀଙ୍କ ମାସିକ ଦରମା ହେବ ୨୬ ହଜାର, ନିର୍ବାଚନ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ କରିପାରନ୍ତି ଘୋଷଣା

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଆସୁଥିବା ବେଳେ ଭୋଟରଙ୍କୁ ନିଜ ପକ୍ଷକୁ ଟାଣିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କର ସର୍ବନିମ୍ନ ବେତନ…

ରାଜଧାନୀରେ ଅସୁରକ୍ଷିତ ସାମ୍ବାଦିକ: ୪ ଜଣ ଦୁର୍ବୃତ୍ତ ଆସିଲେ, ଖଣ୍ଡା ଓ ଛୁରିରେ ହାଣି ସବୁ ନେଇଗଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜଧାନୀରେ ସାମ୍ବାଦିକଙ୍କୁ ଆକ୍ରମଣ । ଗତକାଲି ରାତିରେ ନୂଆପଲ୍ଲୀ ଥାନା ଅଞ୍ଚଳରେ ଜଣେ ସାମ୍ବାଦିକ ଲୁଟେରାଙ୍କ ହାବୁଡ଼ରେ ପଡ଼ି ସୁନାମୁଦି, ମୋବାଇଲ ଫୋନ ଓ ଟଙ୍କା ହରାଇଛନ୍ତି ।…

ଆଗକୁ ପଞ୍ଚାୟତ ନିର୍ବାଚନ: ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନର ଏକ ଉଚ୍ଚବୈଠକ ଡକାଇଛନ୍ତି । ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଏହି ବୈଠକ ବସିବାକୁ ଥିବାବେଳେ ଏଥିରେ ସମସ୍ତ…

ପଞ୍ଚାୟତ ନିର୍ବାଚନର ବିଜେତାଙ୍କୁ ବାଛିବ ସୋସିଆଲ ମିଡ଼ିଆ, କୋଭିଡ ପାଇଁ ବଦଳିବ ରଣନୀତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବାଜି ସାରିଛି ପଞ୍ଚାୟତ ନିର୍ବାଚନର ବିଗୁଲ୍ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ପଦବୀ ପାଇଁ…

Australian Openରୁ ବାଦ୍ ପଡ଼ିବେ Novak Djokovic! ଇତିହାସ ରଚିବାରୁ ହେବେ ବଞ୍ଚିତ

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଅଷ୍ଟ୍ରେଲିଆନ୍ ଓପନରୁ ବାଦ୍ ପଡ଼ିପାରନ୍ତି ବିଶ୍ୱର ନମ୍ବର ୱାନ୍ ଟେନିସ୍ ପ୍ଲେୟାର ନୋଭାକ୍ ଡିଜୋକୋଭିକ । କୋଭିଡ୍ ଭ୍ୟାକ୍ସିନେଟେଡ୍ ହୋଇ ନଥିବା କାରଣରୁ…

ମାତ୍ର ୧୨ ଦିନରେ ଏହି ଶେୟାର ଦ୍ୱାରା ନିବେଶକ ହେଲେ ମାଲାମାଲ, ଜାଣନ୍ତୁ ଏପରି ଦୁଇଟି ଷ୍ଟକ ବିଷୟରେ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଶେୟାର ବଜାରରେ ଅନେକ Multibaggar Penny Stocks ନିବେଶକଙ୍କୁ ଶାନଦାର ରିଟର୍ଣ୍ଣ ପ୍ରଦାନ କରିଛି । ତନ୍ମଧ୍ୟରେ ଏପରି କିଛି ଷ୍ଟକ ରହିଛି ଯାହାକି ନିବେଶକଙ୍କୁ କିଛି ସପ୍ତାହ ମଧ୍ୟରେ…

(Video) ପୁଣି ଥରେ କାର୍ଯ୍ୟକ୍ଷମ ହେବ ଆସିକା ଚିନିଶିଳ୍ପ: ବଢ଼ିବ ଉତ୍ପାଦନ ଓ ହସିବେ ଆଖୁ ଚାଷୀ ଭାଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅବ୍ୟବସ୍ଥା ଘେରରେ ରହିଛି ଆସିକା ଚିନିଶିଳ୍ପ । ଏହାଫଳରେ ଆଖୁ ଚାଷ ଉପରୁ ନିଜର ଆସ୍ଥା ଉଠାଇ ନେଇଛନ୍ତି ଚାଷୀମାନେ । ଆସିକା ଚିନିର ଚାହିଦା ଚାରିଆଡ଼େ ରହିଥିଲେ ହେଁ କାରଖାନା…

ସ୍କୁଟିରେ ଲାଗିଥିଲା ଲକ୍, ତଥାପି ଯୁବତୀଙ୍କୁ ଏମିତି ବୋକା ବନାଇଦେଲା ନୂଆ ଷ୍ଟାଇଲର ଚୋର

ନୂଆଦିଲ୍ଲୀ: ଆମେ ସାଧାରଣତଃ ନିଜର ଗାଡ଼ିକୁ ସୁରକ୍ଷିତ ରଖିବ ପାଇଁ ତଥା ଚୋରିରୁ ବର୍ତ୍ତିବା ପାଇଁ ସେଥିରେ ଲକ୍ ପକାଇଥାଉ । ତେବେ ଅନେକ କ୍ଷେତ୍ରରେ ଲକ ପକାଇବା ପରେ ମଧ୍ୟ ଗାଡ଼ି ଚୋରି ହୋଇଯାଇଥାଏ । ଆଜିକାଲିର ଚୋରମାନେ…