ଚୀନ ମାଟି ତଳେ ତିଆରି କରୁଛି ଭୟଙ୍କର ପରମାଣୁ ଯୁଦ୍ଧାସ୍ତ୍ର: ଆମେରିକାକୁ ପଛକୁ ଠେଲି ନମ୍ବର-୧ ଲକ୍ଷ୍ୟରେ ଡ୍ରାଗନ, ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ପାଇଁ ବର୍ତ୍ତମାନ ବିପଦ ଭାବେ ଉଭା ହୋଇଛି ଚୀନ । ପୂର୍ବରୁ ଆମେରିକା-ରୁଷିଆ ମଧ୍ୟରେ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଥିବା ବେଳେ ଆଗକୁ ଏହା ଆମେରିକା-ଚୀନ ମଧ୍ୟରେ ହେବାର ସମ୍ଭାବନା ରହିଛି ।…

ବିଶ୍ୱବାସୀଙ୍କୁ ମିଳିଲା ପ୍ରଥମ କରୋନା ବଟିକା, ଏହାକୁ ଖାଇବା ପରେ ମୃତ୍ୟୁ ଆଶଙ୍କା ବହୁତ କମ୍

ନୂଆଦିଲ୍ଲୀ: ଶେଷରେ ବିଶ୍ୱବାସୀଙ୍କୁ ମିଳିଛି ପ୍ରଥମ କରୋନା ବଟିକା । କରୋନା ବିପକ୍ଷରେ ଲଢ଼େଇ ପାଇଁ ଏହା ଏକ ନୂଆ ଅସ୍ତ୍ର ଭାବେ କାର୍ଯ୍ୟ କରିବ । ବ୍ରିଟେନରେ ଏହାକୁ ବ୍ୟବହାର ନେଇ ଅନୁମତି ମିଳିସାରିଥିବା ବେଳେ…

ରାଜ୍ୟରେ ତଳକୁ ଖସିଲା କରୋନା: ଆଜି ୧୭୦ ପଜିଟିଭ୍, ୩ ଜଣଙ୍କର ପ୍ରାଣ ଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ତୈଳ ଦରବୃଦ୍ଧିକୁ ନେଇ ଚିନ୍ତା କରନ୍ତୁ ନାହିଁ: ଲିଟର ପିଛା ୬୦ ଟଙ୍କା ହେବ ଫୁଏଲ୍, ସରକାର ଲାଗୁ କରିବେ ସ୍ପେଶାଲ୍ ପ୍ଲାନ୍

ନୂଆଦିଲ୍ଲୀ: ଦେଶରେ ତୈଳ ଦରବୃଦ୍ଧିକୁ ନେଇ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଥିବା ବେଳେ କେନ୍ଦ୍ର ସରକାର ଦିପାବଳୀ ଅବସରରେ ନୂଆ ଘୋଷଣା କରିଛନ୍ତି । ପେଟ୍ରୋଲରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ…

ଆଉ ହୋଇପାରିବ ନାହିଁ Password Hacking: ଆସନ୍ତା ୯ ତାରିଖରୁ Google ଓ YouTubeରେ ହେବାକୁ ଯାଉଛି ବଡ଼ଧରଣର ପରିବର୍ତ୍ତନ

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ଗୁଗଲରେ ଏକ ବଡ଼ଧରଣର ପରବର୍ତ୍ତନ ଦେଖିବାକୁ ମିଳିବ । ଏହାଫଳରେ ୟୁଜର୍ସଙ୍କ ଆକାଉଣ୍ଟ ଅଧିକ ସୁରକ୍ଷିତ ରହିପାରିବ । ଆଲଫାବେଟ ଦ୍ୱାରା ପରିଚାଳିତ କମ୍ପାନୀ ଏହି ଅପଡେଟ କରିବା ଫଳରେ ଗୁଗଲ…

ଆସନ୍ତା ୭ରୁ ରାଜ୍ୟରେ ବଢ଼ିବ ଶୀତ, ସୂଚନା ଦେଲା ପାଣିପାଗ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଖୁବଶୀଘ୍ର ଫେରିବ ଶୀତ । ଆସନ୍ତା ୭ ତାରିଖରୁ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ଶୀତର ପ୍ରକୋପ ବଢ଼ିବ । ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ…

ଏସିଏଫ୍ ସୌମ୍ୟ କେସରେ ସନ୍ଦେହରେ ଥିଲେ ଜଙ୍ଗଲ ମନ୍ତ୍ରୀ, ମମିତା କେସରେ ଗୃହ ମନ୍ତ୍ରୀ: ଦୁଃଖର କଥା କାହାକୁ ମିଳୁନି ନ୍ୟାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଏକଦା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ସୌମ୍ୟଙ୍କ ପରିବାର ବର୍ଗ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ…

ପର୍ଦ୍ଦାଫାସ୍ ହେଲା ମାଆ-ଝିଅଙ୍କୁ ଛୁରାମାଡ଼ ପଛର ବିରାଟ ରହସ୍ୟ: ଷଡ଼ଯନ୍ତ୍ର ପଛରେ ନାୟକ ଅଛନ୍ତି ଦୁଇଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀ ବିହାରର ମାଆ-ଝିଅଙ୍କୁ ଆକ୍ରମଣ ଘଟଣାର ପର୍ଦ୍ଦାଫାସ୍ ହୋଇଛି । ରୂପେଶ ଋଣଭାରରେ ବୁଡ଼ି ରହିଥିବାରୁ ଲୁଟ୍ କରିବା ପାଇଁ ଏହି ସମସ୍ତ ଷଡ଼ଯନ୍ତ୍ର ରଚିଥିଲା ।…

କରୋନା ସମୟରେ ନିଯୁକ୍ତି ସୁଯୋଗ: Degree, Diploma ଓ ITI ଛାତ୍ରଛାତ୍ରୀ କରିପାରିବେ ଆବେଦନ

କରୋନା ସମୟରେ ରାଜ୍ୟର ସମସ୍ତ ବେକାର ଯୁବକ, ଯୁବତୀଙ୍କ ପାଇଁ ଏକ ଚାକିରି ସୁଯୋଗ ଆସିଛି । ବାଲେଶ୍ୱରର ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର)ରେ ଏହି ନିଯୁକ୍ତି ସୁଯୋଗ ରହିଛି । ଗ୍ରାଜୁଏଟ,…

ଗିରଫ ହେଲା ମ୍ୟାକ୍ସି ବେଶଧାରୀ ରୂପେଶ ପଣ୍ଡା, ଲାଗିଲା ହତ୍ୟା ଓ ଲୁଟ୍ ଭଳି ସଙ୍ଗୀନ ଦଫା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀ ବିହାରର ମାଆ-ଝିଅଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ରୂପେଶ ପଣ୍ଡାକୁ ଗିରଫ କରାଯାଇଛି । ହେଲମେଟ ଓ ମ୍ୟାକ୍ସି ପିନ୍ଧି ସେ ମାଆ ଓ ଝିଅଙ୍କୁ ଛୁରୀରେ ଆକ୍ରମଣ…