fbpx

ଅଲିମ୍ପିକରେ ସେକ୍ସ ବ୍ୟାନ୍ ଅସମ୍ଭବ! ପୂର୍ବତନ ଖେଳାଳିଙ୍କ ବୟାନ୍ କଲା ତାଜୁବ୍

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରୁ ଟୋକିଓ ଅଲିମ୍ପିକ୍ ଆରମ୍ଭ ହେବାକୁ ଯାଉଛି । ତେବେ ବର୍ତ୍ତମାନ କରୋନାର ଭୟ ଦୂର ହୋଇନଥିବାରୁ ଅଲିମ୍ପିକ କମିଟି ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି । ତେବେ ସାମାଜିକ…

ପୁଣି ସଂକ୍ରମଣ ଦୁଇ ହଜାରରୁ ଖସିଲା: ରାଜ୍ୟରୁ ଚିହ୍ନଟ ହେଲେ ୧୯୨୭ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ପରକୀୟା ପ୍ରୀତି ପାଇଁ ବଳି ପଡ଼ିଲେ ପୁଣି ଜଣେ ପତି: ଫେସବୁକ୍ ହାଏ, ଚାଟିଂ, ମ୍ୟାରେଜ୍, ଏବେ ମିଳୁଛି ଧମକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ପଛରେ ପରକୀୟା ପ୍ରୀତି ରହିଥିବା ଅଭିଯୋଗ ହୋଇଥିଲା । ତେବେ ଉକ୍ତ ଘଟଣାର ତଦନ୍ତ ବର୍ତ୍ତମାନ ଜାରି ରହିଥିବା ବେଳେ ଆଉ ଏକ ଘଟଣା…

୨ JE ସସପେଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆପଡ଼ା ଜିଲ୍ଲାର ଦୁଇଜଣ ଜେଇଙ୍କୁ ସସପେଣ୍ଡ କରାଯାଇଛି । ସେମାନେ ହେଲେ ସିନାପାଲି ବ୍ଲକ ଜେଇ ଉପେନ୍ଦ୍ର ତିହାଡ଼ି ଓ ନାରାୟଣ ସାହୁ । ପିସି କାରବାରକୁ ନେଇ ଉଭୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ…

କେନ୍ଦ୍ରମନ୍ତ୍ରୀଙ୍କ ବୃଦ୍ଧ ପିତାମାତା ଖଟୁଛନ୍ତି ଜମିରେ! ଅର୍ଥ ଓ ସଉକ ହାର ମାନିଛି ଏମାନଙ୍କ ଆଗରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ସମୟରେ ଯଦି ଜଣଙ୍କର ମାସିକ ଦରମା ୧୫ ହଜାରରୁ ୩୦ ହଜାର ହୋଇଥାଏ, ତେବେ ଉକ୍ତ ବ୍ୟକ୍ତିଙ୍କର ଜୀବନରେ ବହୁତ କିଛି ରାତାରାତି ପରିବର୍ତ୍ତନ ହୋଇଯାଇଥାଏ । ଯେପରିକି, ବାଇକ୍, ଘର,…

ବାହାରକୁ ସୁନ୍ଦର ଦେଖାଯାଉଥିଲେ ମଧ୍ୟ ଏହି ଖାଦ୍ୟଗୁଡ଼ିକ ଶରୀର ପାଇଁ ଭୟଙ୍କର ସାବ୍ୟସ୍ତ ହୋଇଥାଏ, ଜାଣନ୍ତୁ ସେ ବିଷୟରେ

ସୁସ୍ୱାଦୁ ଖାଦ୍ୟ ଖାଇବାକୁ କିଏ ନ ଚାହେଁ, ଖାଦ୍ୟ ପ୍ରତି ଅଧିକାଂଶ ଲୋକଙ୍କ ଦୁର୍ବଳତା ରହିଥାଏ । ତେବେ ଆପଣମାନେ ବୋଧହୁଏ ଏକଥା ଜାଣିନଥିବେ ଯେ, ଆମେ ଦୈନନ୍ଦିନ ଜୀବନରେ ସେବନ କରୁଥିବା ବିଭିନ୍ନ ଖାଦ୍ୟ ମଧ୍ୟ ଆମ…

Airtel-Jio-Vi: କିଏ ଦେଉଛି ଗ୍ରାହକଙ୍କୁ ଶସ୍ତା ପ୍ଲାନ୍, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଟେଲିକମ୍ କମ୍ପାନୀମାନେ ବର୍ଷ ସାରା ବିଭିନ୍ନ ପ୍ରିପେଡ୍ ପ୍ଲାନ ଅଫର ଦେଇଥାନ୍ତି ।ଏୟାରଟେଲ, ଜିଓ ଓ ଭୋଡ଼ାଫୋନ-ଆଇଡିଆର ପ୍ରିପେଡ୍ ପ୍ଲାନ ବର୍ଷସାରା ଭାଲିଡିଟି ସହ ଲଞ୍ଚ ହୋଇଥାଏ । ବାର୍ଷିକ…

୧ ଲକ୍ଷ ୨୦ ହଜାର ବେକାରୀଙ୍କୁ ନିଯୁକ୍ତି ଦେବେ ଦେଶର ୪ଟି ଆଇଟି କମ୍ପାନୀ, ଫ୍ରେଶର୍ସଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: କରୋନା ସମୟରେ ଦେଶରେ ବର୍ତ୍ତମାନ ବେକାରୀ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ତେବେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଗେଇ ଆସିଛନ୍ତି ଦେଶର ପ୍ରମୁଖ ୪ଟି ଆଇଟି କମ୍ପାନୀ ଟିସିଏସ୍, ଇନଫୋସିସ୍, ଏଚସିଏଲ୍ ଓ…

କଂଗ୍ରେସ ଉପରୁ ହଟୁଛି ଆସ୍ଥା: ଏହି ରାଜ୍ୟ ସଭାପତିଙ୍କ ସହ ୮ ବିଧାୟକ ବିଜେପିରେ ମିଶିବେ ଆଜି!

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ ରାଜନୈତିକ ପାଣିପାଗ ଗରମ ରହିଥିବା ବେଳେ ମଣିପୁରରୁ କଂଗ୍ରେସ ପାଇଁ ଏକ ଅଶୁଭ ଖବର ଆସିଛି । ଏକ ବିଜେପି ଶାସିତ ରାଜ୍ୟରେ କଂଗ୍ରେସର ସ୍ଥିତି ଯାହା ଥିଲା, ତାହା ପୁଣି…

ଆରମ୍ଭ ହେଲା ଶ୍ରୀଜୀଉଙ୍କ ପହଣ୍ଡି ବିଜେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା । ଏହି ଅବସରରେ ଚକ୍ରରାଜ ସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ମାଆ ସୁଭଦ୍ରା ଓ କାଳିଆ ଠାକୁରଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ପ୍ରଭୁଙ୍କୁ…