ରାଜ୍ୟରୁ ୫ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ଆଜି ରାଜ୍ୟରେ ୫୨୮ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଭବାନୀପୁର ଉପନିର୍ବାଚନ: ମମତା ୨୮୦୦ ଭୋଟରେ ଆଗୁଆ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ ପରୀକ୍ଷା ହେବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏହି ଆସନରେ ମମତା ଓ ବିଜେପି…

ଚା’ ପିଇବା ସମୟରେ ଏହିସବୁ ଜିନିଷ କେବେ ବି ଖାଆନ୍ତୁ ନାହିଁ, ହୋଇପାରେ ଭୟଙ୍କର ଅସୁବିଧା

ଚା’ ଏକ ଏପରି ଜିନିଷ ଯାହା ସମସ୍ତଙ୍କ ଘରେ ତିଆରି ହୋଇଥାଏ । ଅଧିକାଂଶ ଲୋକେ ସକାଳେ, ସନ୍ଧ୍ୟାରେ ଚା’ ପିଇବାକୁ ପସନ୍ଦ କରିଥାନ୍ତି । କିଛି ଲୋକ ଚା’ ପିଇବା ସମୟରେ ବିଭିନ୍ନ ପ୍ରକାରର ଖାଦ୍ୟ ଯଥା ପକୁଡ଼ି, ରୁଟି,…

ଏହି ୫ଟି ରାଜ୍ୟର ସଂକ୍ରମଣକୁ ନେଇ ବଢ଼ିଲା ଆଶଙ୍କା, ଫେରିପାରେ ପୁଣି ଥରେ ଲକଡାଉନ: ଜାଣନ୍ତୁ କେଉଁ କେଉଁ ରାଜ୍ୟ

ନୂଆଦିଲ୍ଲୀ: ସମଗ୍ର ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ତେବେ ଅନ୍ୟପଟେ ପାଞ୍ଚଟି ରାଜ୍ୟରେ ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି । ଏହି ରାଜ୍ୟ ମଧ୍ୟରେ ରହିଛନ୍ତି କେରଳ, ସିକିମ, ମିଜୋରାମ,…

୧୨୨ଟି ସହରରେ ୧୬୬ଟି ଆଧାର ନାମାଙ୍କନ କେନ୍ଦ୍ର ଖୋଲିବ UIDAI, ପ୍ରତ୍ୟେକ ଦିନ ମିଳିବ ସୁବିଧା

ନୂଆଦିଲ୍ଲୀ: ଜନସାଧାରଣଙ୍କ ସୁବିଧା ପାଇଁ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି । ୟୁଆଇଡିଏଆଇ ପକ୍ଷରୁ ଦେଶରେ ୧୨୨ଟି ସହରରେ ୧୬୬ଟି ଆଧାର ନାମାଙ୍କନ କେନ୍ଦ୍ର…

ଏଣିକି ଶିକ୍ଷକମାନଙ୍କୁ ବଦଳି କରିପାରିବେ ବିଧାୟକ, ଜାଣନ୍ତୁ ଏନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଶିକ୍ଷକମାନଙ୍କୁ ବଦଳି କରିପାରିବେ ବିଧାୟକ । ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକଙ୍କ ବଦଳି ନେଇ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଶିକ୍ଷକ ବଦଳି…

ପଞ୍ଜାବ ପରେ ଏବେ ଛତିଶଗଡ଼ରେ କଂଗ୍ରେସ କନ୍ଦଳ ଘନେଇଲା: ମୁଖ୍ୟମନ୍ତ୍ରୀ ଦାବିଦାର ଟି.ଏସ୍. ସିଂହଦେଓ ଯାଇପାରନ୍ତି ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ଦଳକୁ ଯେମିତି ଶନିଦଶା ଘାରିଛି । ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦଳର ସ୍ଥିତି ଭୁଶୁଡ଼ିବାରେ ଲାଗିଥିବା ବେଳେ ଦଳର କ୍ଷମତାଶାଳୀ ନେତାମାନେ ଦଳ ଛାଡ଼ିବାରେ ବ୍ୟସ୍ତ । ତେବେ ନିକଟରେ ପଞ୍ଜାବରେ…

କରୋନା ପରେ ପୁଣି ବିଶ୍ୱକୁ ହଲଚଲ୍ କରିବ ଚୀନ, ମାଡ଼ି ଆସିବ ୨୦୦୮ ପରି ଆଉ ଏକ ଆର୍ଥିକ ଦୁର୍ଗତି

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ହାହାକାର ମଚାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଥିଲା ମହାମାରୀ କରୋନା । ତେବେ ଏହି ଭୟଙ୍କର ମହାମାରୀର ଅସଲ ସୃଷ୍ଟିକର୍ତ୍ତା ଯେ ଚୀନ, ତାହା ବିଶ୍ୱବାସୀଙ୍କୁ ଅଛପା ନାହିଁ ।…

IPLରେ ସାମିଲ ହେବେ ଦୁଇଟି ନୂଆ ଦଳ, ୧୦ ଟିମଙ୍କ ମଧ୍ୟରେ ହେବ ଟକ୍କର

ନୂଆଦିଲ୍ଲୀ: ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ତମ ସଂସ୍କରଣରେ ୮ଟି ଟିମ ନୁହେଁ, ୧୦ଟି ଟିମ ଭାଗନେବେ । ଏଥିପାଇଁ ନୂଆ ଟିମର ଘୋଷଣା ଆସନ୍ତା ୨୫ ତାରିଖରେ ହେବ । ଦୁଇ ନୂଆ ଟିମ ଆଇପିଏଲରେ ଯୋଡ଼ିହେବା ପରେ…