କରୋନା ସଂକ୍ରମଣ ଶିଥିଳ ପଡ଼ିଯାଇଥିଲେ ହେଁ ବିପଦ ସମ୍ପୂର୍ଣ୍ଣ ହଟିନାହିଁ: ତେବେ ତୃତୀୟ ଲହର ଆସିବ କି ନା ଏନେଇ କ’ଣ କହିଲେ ICMR ବିଶେଷଜ୍ଞ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତରେ କରୋନାର ସ୍ଥିତିରେ ସାମାନ୍ୟ ସ୍ଥାଣୁତା ପରିଲକ୍ଷିତ ହୋଇଛି । ଅନ୍ୟପକ୍ଷରେ ସମଗ୍ର ଦେଶରେ ଟିକାକରଣ ପ୍ରକ୍ରିୟା ପ୍ରାୟ ୧୦୦ କୋଟିରେ ପହଞ୍ଚି ସାରିଲାଣି । ତେବେ ଗତ ମାର୍ଚ୍ଚ…

ନୂଆ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଲାସରେ ହାଇକମାଣ୍ଡ: ସିଦ୍ଧୁଙ୍କୁ ମନାଇବା ମୁଡରେ ନାହିଁ ଦଳ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ନବଜୋତ ସିଂହ ସିଦ୍ଧୁଙ୍କ ମନାଇବା ମୁଡରେ ନାହିଁ କଂଗ୍ରେସ । ତେଣୁ ରାଜ୍ୟ ପ୍ରଭାରୀ ହରିଶ ରାୱତଙ୍କ ଚଣ୍ଡିଗଡ଼ ଗସ୍ତକୁ ବାତିଲ କରିଦିଆଯାଇଛି । ପ୍ରଦେଶ…

ଆସିଗଲା Google Docsର ଶାନଦାର୍ ଟ୍ରିକ୍, ଏଣିକି ଅଲଗା ଅଲଗା ଭାଷାରେ କରିପାରିବେ Voice Typing

ନୂଆଦିଲ୍ଲୀ: ଗୁଗଲ ଡକ୍ସରେ ‘ଭଏସ୍ ଟାଇପିଂ’ ନାମରେ ଏକ ଶାନଦାର ଫିଚର ସାମିଲ କରାଯାଇଛି । ଏଥିରେ ଆପଣମାନେ ଅଲଗା ଅଲଗା ଭାଷାରେ ଭଏସ୍ ଟାଇପିଂ କରିପାରିବେ । ୟୁଜର୍ସମାନେ ନିଜର ଆବାଜ ସହାୟତାରେ ୪୦ରୁ ଅଧିକ ଭାଷାରେ…

REET Paper Leak: ୨୦ ସରକାରୀ କର୍ମଚାରୀ ସସପେଣ୍ଡ, ୧୦୦ ଗିରଫ, ମାଷ୍ଟରମାଇଣ୍ଡ ଧରାପଡ଼ିନି

ନୂଆଦିଲ୍ଲୀ: ରାଜସ୍ଥାନର ସର୍ବବୃହତ୍ ଶିକ୍ଷକ ମାନଦଣ୍ଡ ପରୀକ୍ଷା ଅର୍ଥାତ ରିଟ୍ ପେପର ଲିକ୍ ମାମଲାରେ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ୯ଟି ଜିଲ୍ଲାରେ ଜଣେ ପ୍ରଶାସନିକ ଅଧିକାରୀ, ଦୁଇଜଣ ପୋଲିସ ଅଧିକାରୀ, ୧୨ ଶିକ୍ଷକ,…

Graduatesଙ୍କ ପାଇଁ SBIରେ ୬୦୦ ପଦ ଖାଲି, ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଗ୍ରାଜୁଏଟଙ୍କ ପାଇଁ ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ (ଏସବିଆଇ)ରେ ୬୦୬ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ବାହାରିଛି । ଯୋଗ୍ୟ ପ୍ରାର୍ଥୀ ଏସବିଆଇର ଅଫିସିଆଲ ୱେବସାଇଟ୍ sbi.co.in କୁ ଯାଇ ୧୮ ଅକ୍ଟୋବର ପୂର୍ବରୁ…

PNBରେ ଆକାଉଣ୍ଟ ଖୋଲିଲେ Freeରେ ପାଇବେ ୨୩ ଲକ୍ଷର ବେନିଫିଟ୍, ଜାଣନ୍ତୁ କେମିତି ଉଠାଇବେ ଲାଭ

ନୂଆଦିଲ୍ଲୀ: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରେ ଖାତା ଖୋଲିବେ, ତେବେ ଆପଣ ୨୩ ଲକ୍ଷ ଟଙ୍କାର ଫାଇଦା ପାଇବେ । ଯଦି ଆପଣ ଚାକିରି କରୁଛନ୍ତି, ତେବେ ତୁରନ୍ତ ପିଏନବିରେ ଖାତା ଖୋଲି ଦିଅନ୍ତୁ । ଏହି…

ଆଜି ରାଜ୍ୟରୁ କରୋନାରେ ୫ ଜଣଙ୍କ ମୁଣ୍ଡ ଗଡ଼ିଲା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ଆଜି ରାଜ୍ୟରୁ ୫୬୫ କରୋନା ପଜିଟିଭ୍ ଚିହ୍ନଟ: ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

୮ ମାସରେ ଗୋଟିଏ ଦିନ ବି ଛୁଟି ନାହିଁ, ୬୧ ହଜାର ଲୋକଙ୍କୁ କରୋନା ଭ୍ୟାକ୍ସିନ୍ ଡୋଜ୍ ଲଗାଇ ସମ୍ମାନିତ ହେଲେ ମହିଳା

ନୂଆଦିଲ୍ଲୀ: କରୋନା ମହାମାରୀରୁ ରକ୍ଷା ପାଇବା ପାରେ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି । ଦେଶରେ ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଜାନୁଆରୀ ମାସରୁ ଛୁଟି ନନେଇ ଟିକାକରଣ ଡ୍ୟୁଟି କରୁଛନ୍ତି । ଏପରି ଜଣେ…

ପାକିସ୍ତାନରେ ଭୟଙ୍କର ଭାବେ ବଢ଼ୁଛି ବେକାରୀ, ଗୋଟିଏ ପିଅନ ପଦ ପାଇଁ ୧୫ ଲକ୍ଷ ଆବେଦନକାରୀ

ନୂଆଦିଲ୍ଲୀ: ପାକିସ୍ତାନରେ ବେକାରୀ ହାର ଉଦବେଗଜନକ ରହିଛି । ନିକଟରେ ଇମ୍ରାନ ଖାଁ ସରକାର ଦେଶରେ ବେକାରୀ ହାର ୬ ପ୍ରତିଶତ ରହିଥିବା ଦର୍ଶାଇଥିଲେ । ମାତ୍ର ଏହାକୁ ଭୁଲ ପ୍ରମାଣିତ କରି ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ୍…