ଅସୁସ୍ଥ ମାଲିକଙ୍କ ସହ ଆମ୍ବୁଲାନ୍ସରେ ହସ୍ପିଟାଲ ଯିବାକୁ ଜିଦ୍ କଲା କୁକୁର, ବିଶ୍ୱସନୀୟତାର ଆଉ ଏକ ପ୍ରମାଣ
ଇସ୍ତାନବୁଲ: କୁକୁର ସବୁଠାରୁ ବଫାଦାର ପ୍ରାଣୀ ବୋଲି ପୁଣି ଥରେ ପ୍ରମାଣିତ ହୋଇଛନ୍ତି । ଜଣେ ମହିଳାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ଯାଉଥିବା ସମୟରେ ତାଙ୍କର ପ୍ରିୟ କୁକୁର ତାଙ୍କ ସହ ଯିବାକୁ ଆଗ୍ରହ ପ୍ରକାଶ କରିଥିଲା ।…