ୟୁନିଭରସିଟି କ୍ୟାମ୍ପସକୁ ଗାର୍ଲଫ୍ରେଣ୍ଡ ନେଇ ଆସିବା ବାଧ୍ୟତାମୂଳକ ବୋଲି ଜାରି ହୋଇଥିଲା ଲେଟର, ଜାଣନ୍ତୁ ତା’ପରେ କ’ଣ ହେଲା

କଲେଜ ଲାଇଫରେ ଗାର୍ଲଫ୍ରେଣ୍ଡ ଓ ବୟଫ୍ରେଣ୍ଡ ଏକ ମାମୁଲି କଥା । ତେବେ କଲେଜ କ୍ୟାମ୍ପସକୁ ଆସିବାକୁ ହେଲେ ଗାର୍ଲଫ୍ରେଣ୍ଡକୁ ସାଙ୍ଗରେ ନେଇ ଆସିବାକୁ ପଡ଼ିବ । ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚଣ୍ଡିଗଡ଼…

କରୋନାରେ ଚାଲିଗଲେ ବିଶ୍ୱ ପ୍ରସିଦ୍ଧ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣା

ନୂଆଦିଲ୍ଲୀ: ଚିପକୋ ଆନ୍ଦୋଳନର ଅନ୍ୟତମ ପ୍ରଭାରୀ ତଥା ବିଶ୍ୱ ପ୍ରସିଦ୍ଧ ପରିବେଶବିତ ସୁନ୍ଦରଲାଲ ବହୁଗୁଣା ଆଜି ଆମ ଗହଣରେ ନାହାନ୍ତି । ଏମ୍ସରେ ଚିକିତ୍ସିତ ଅବସ୍ଥାରେ ୯୫ ବର୍ଷ ବୟସରେ ସେ କରୋନାରେ ମୃତ୍ୟୁବରଣ…

ଦେଶରେ ଆଜି ୪୧୯୪ ମୃତ, ୨.୫୭ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୯୪ ଜଣଙ୍କ ମୃତ୍ୟୁ…

ଗତବର୍ଷ ଥିଲା ‘ଚାଇନିଜ୍ କରୋନା’, ବର୍ତ୍ତମାନ ସମଗ୍ର ବିଶ୍ୱରେ ‘ଇଣ୍ଡିଆନ କରୋନା’: ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ବିବାଦୀୟ ମନ୍ତବ୍ୟକୁ…

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥଙ୍କୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଗତକାଲି ଏକ ପ୍ରେସ୍ କନଫରେନ୍ସିଂରେ କମଲ ନାଥ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ…

ବର୍ଷାରେ ଓଦା ହେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବ: ସତର୍କ ରହିବାକୁ ଆହ୍ୱାନ ଦେଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ମହାମାରୀ କରୋନା କମିବାର ନାଁ ଧରୁନଥିବା ବେଳେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ବର୍ଷାରେ ଓଦାହେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବ । ବର୍ଷାରେ ଓଦା ହେଲେ ଶରୀରରେ…

ଚୀନରେ ଭୟଙ୍କର ଭୂକମ୍ପ: ୧ ମୃତ, ୨୨ ଆହତ

ବେଜିଂ: ଚୀନର ଦୁଟି ସ୍ଥାନରେ ଭୟଙ୍କର ଭୂକମ୍ପ ସଂଘଟିତ ହୋଇଛି । ଏହି ଭୂକମ୍ପରେ ଜଣଙ୍କର ମୃତ୍ୟୁ ଘଟିବା ସହ ୨୨ ଜଣ ଆହତ ହୋଇଛନ୍ତି । ଉତ୍ତର-ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଚୀନରେ ଏହି ଭୂକମ୍ପ ନିଜର ପରାକ୍ରମ ଦେଖାଇଥିଲା…

ଗ୍ରାମବାସୀ କରୁନାହାନ୍ତି କୋଭିଡ୍ ଟେଷ୍ଟ: ବଢ଼ିଚାଲିଛି କରୋନା, ୨୫ ଜଣଙ୍କ ମୃତ୍ୟୁ

ଜୟପୁର: ସଂପ୍ରତି ଦେଶରେ କରୋନାକୁ ନେଇ ଆଶଙ୍କା ଜାରି ରହିଥିବା ବେଳେ ରାଜସ୍ଥାନରୁ ଏକ ନୂଆ ଘଟଣା ସାମନାକୁ ଆସିଛି । ଚପୋଲି ଗ୍ରାମରେ କରୋନାର ତାଣ୍ଡବ ଦେଖିବାକୁ ମିଳିଛି । କରୋନାରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…

ଅଧା ରହିଗଲା ଚାକିରି ସ୍ୱପ୍ନ: ଗାଧୋଇବା ବେଳେ ଯମୁନାରେ ବୁଡ଼ିଗଲେ ଦୁଇ ସାଙ୍ଗ

ନୂଆଦିଲ୍ଲୀ: ସାଙ୍ଗମାନଙ୍କ ସହ ମଉଜମସ୍ତି କରିବା କାଳ ସାଜିଲା । ହସଖୁସିରେ ଗାଧୋଇବା ସମୟରେ ଦୁଇଜଣ ସାଙ୍ଗ ଯମୁନାରେ ବୁଡ଼ିଗଲେ । ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ବୟସ ୧୮ ଅନ୍ୟ ଜଣଙ୍କର ବୟସ ୧୭ ବର୍ଷ ବୋଲି ଜଣାପଡ଼ିଛି ।…

ଧରାପଡ଼ିଗଲା ଫେମସ୍ ଗାୟକଙ୍କ ରାସଲୀଳା: ପତ୍ନୀଙ୍କ ଠାରୁ ଲୁଚିବା ସମୟରେ ବାଲକୋନିରୁ ପଡ଼ି ପ୍ରାଣ ହରାଇଲେ ଏମସି କେଭିନ

ବ୍ରାସିଲିଆ: ଚୋରା ପୀରତିର ମଜା ଯିଏ ଥରେ ପାଇଛି, ସିଏ ସାରା ଜୀବନ ତାହାକୁ କଦାପି ଭୁଲି ପାରିବ ନାହିଁ । ମାତ୍ର ଅନେକ ସମୟରେ ଏହି ପୀରତି ପୁରୁଷ ହେଉ ବା ନାରୀଙ୍କର ଜୀବନ ହାନୀର କାରଣ ମଧ୍ୟ ସାଜିଥାଏ । ଏଭଳି ଏକ ଘଟଣା…

ପିତାଙ୍କର ସାରା ଜୀବନର ରୋଜଗାରକୁ ପାଣିରେ ପକାଇଲା ପୁତ୍ର: ବିଶ୍ୱାସରେ ବିଷ ଦେଇ ୪ କୋଟି ଲୁଟି ହେଲା ଫେରାର୍, ତା’ପରେ….

ନୂଆଦିଲ୍ଲୀ: ଆମ ସମାଜରେ ପିତା ଆଉ ପୁତ୍ରଙ୍କର ସମ୍ପର୍କ ବହୁତ ଉଚ୍ଚରେ । ମାତ୍ର ଯଦି ଏହି ସମ୍ପର୍କରେ କଳଙ୍କର ଦାଗ ଲାଗେ, ତେବେ ବୁଝିବାକୁ ହେବ ଯେ ରକ୍ତଗତ ସମ୍ପର୍କର କୌଣସି ମୂଲ୍ୟ ନାହିଁ । ଜଣେ ପୁତ୍ର ନିଜର…