ମାସ୍କ ପିନ୍ଧି ନଥିଲେ ମହିଳା, ପୋଲିସକୁ ଦେଖି ତାଙ୍କ ଦେହରେ ବିଜେ କଲେ ଦେବୀ ମା’, ଏହାପରେ ଆଉ କଟିଲାନି ଚାଲାଣ

ଡେରାଡୁନ୍: ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ପାଇଁ କଟକଣା ଜାରି କରାଯାଇଛି । ଅଧିକାଂଶ ସ୍ଥାନରେ ପୋଲିସ ଜନସାଧାରଣଙ୍କୁ କୋଭିଡ୍ ନିୟମ ମାନିବା ନେଇ ସଚେତନ କରିବା ସହ ଚେକିଂ କରୁଛି । ଡେରାଡୁନରେ ପୋଲିସ ଚେକିଂ…

ଓଡ଼ିଶାରୁ ୪୩ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…

ରାଜ୍ୟରୁ ଆଜି ଚିହ୍ନଟ ହେଲେ ୫୨୩୫ କରୋନା ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ…

ପରଲୋକରେ ପଦ୍ମଶ୍ରୀ ରାଧାମୋହନ

ଭୁବନେଶ୍ୱର, (ଓଡିଶା ଭାସ୍କର): ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ସମ୍ ହସ୍ପିଟାଲରେ କରୋନାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ ନୟାଗଡ଼ର…

ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲରେ ଥିବା ପାଠକ ବାପ-ପୁଅଙ୍କୁ ମିଳିଛି ଜାମିନ୍ । ଟାଟା କମ୍ପାନୀରେ ଚାକିରି କରାଇଦେବା ନେଇ ହୋଇଥିବା ଅଭିଯୋଗରେ ପୂର୍ବତନ ଆଇଏଫଏସ…

ପୁରୁଷଙ୍କ ଯୌନ ହରମୋନ୍ ହ୍ରାସ କରୁଛି କରୋନା ଭାଇରସ୍, ଜାଣନ୍ତୁ ଏନେଇ କ’ଣ କହୁଛି ଅଧ୍ୟୟନ

ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ପ୍ରାୟ ରାଜ୍ୟରେ କଟକଣା ଲାଗୁ ହେବା ପରେ ଏବେ ସଂକ୍ରମଣରେ ସୁଧାର ଆସିଥିବା ଦେଖାଯାଇଛି । ଆଗକୁ ତୃତୀୟ ଲହର ଆସିବା ନେଇ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି ।…

ଜୀବନରେ ୩୭ ଥର ବିବାହ କଲେ ବୃଦ୍ଧ: ଉପସ୍ଥିତ ଥିଲେ ୨୮ ପତ୍ନୀ, ୧୩୫ ସନ୍ତାନ ଓ ୧୨୬ ନାତୁନାତୁଣୀ, ଦେଖନ୍ତୁ ଭିଡିଓ…

ଆମ ଭାରତୀୟ ସମାଜରେ ଜଣେ ପୁରୁଷ ଜଣେ ନାରୀଙ୍କୁ ବିବାହ କରିଥାନ୍ତି । ଅନେକ କ୍ଷେତ୍ରରେ କିଛି ଲୋକ ଦୁଇ ବା ତିନି ଜଣଙ୍କୁ ବିବାହ କରୁଥିବାର ଦେଖାଯାଉଛି । ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କ ଜୀବନରେ ୩୭ ଥର ବିବାହ କରିଛନ୍ତି…

ସେପ୍ଟେମ୍ବରରେ ଆସିବ ତୃତୀୟ ଲହର! ଭୟ ନ କରି ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ସାମାନ୍ୟ ଶିଥିଳ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ କଟକଣା ଲାଗୁ ହେବା ପରେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଏହାକୁ ହାଲୁକା…

ମୋବାଇଲ୍ ଆପରେ ଠକିନେଲେ ୨୫୦ କୋଟି: ୧୫ ଦିନରେ ପଇସା ଡବଲ୍ ଥିଲା ବାହାନା, ୫୦ ଲକ୍ଷ ଲୋକ କରିସାରିଥିଲେ ଡାଉନଲୋଡ୍, ଜାଣନ୍ତୁ ଆହୁରି ଅନେକ…

ଡେରାଡୁନ: ଦେଶର ଏକ ବଡ଼ଧରଣର ଠକାମି ଘଟଣା ଡେରାଡୁନରୁ ଆସିଛି । ମୋବାଇଲ ଆପରେ ସାଧାରଣଲୋକଙ୍କୁ ୨୫୦ କୋଟି ଟଙ୍କାର ଚୁନା ଲଗାଇଛନ୍ତି ଠକମାନେ । ଏହି ଆପକୁ ୫୦ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କରିସାରିଥିଲେ । ଉତ୍ତରାଖଣ୍ଡ…

ଏକସଙ୍ଗେ ୧୦ ସନ୍ତାନଙ୍କୁ ଜନ୍ମଦେଇ ବିଶ୍ୱ ରେକର୍ଡ କଲେ ମହିଳା

କେପଟାଉନ୍: ସାଉଥ୍ ଆଫ୍ରିକାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ ଆସିଛି । ଜଣେ ମହିଳା ୧୦ ଜଣ ସନ୍ତାନଙ୍କୁ ଏକ ସଙ୍ଗେ ଜନ୍ମ ଦେଇଛନ୍ତି । କିଛି ମାସ ତଳେ ମରକୋର ହଲିମା ସିସି ନାମକ ଜଣେ ମହିଳା ୯ ଜଣ ସନ୍ତାନଙ୍କୁ ଏକ…