ଓଡ଼ିଆ ଭାଷାରେ ପ୍ରକାଶ ପାଇଲା ସୁପ୍ରିମକୋର୍ଟଙ୍କ ରାୟ: ରାଜ୍ୟ ହାଇକୋର୍ଟ ପୋର୍ଟାଲରେ କରାଗଲା ଅପଲୋଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଭାଷା ସମେତ ବିଭିନ୍ନ ଆଞ୍ଚଳିକ ଭାଷାରେ ଦେଶର ସର୍ବୋଚ୍ଚ ଅଦାଲତତୟଗ୍ଦ ରାୟ ଆସିବ ବୋଲି ପୂର୍ବରୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ଘୋଷଣା କରିଥିଲେ । ତେବେ…

WHO ଜାରି କଲା ‘Born To Soon’ ରିପୋର୍ଟ: ଭାରତରେ ସମୟ ପୂର୍ବରୁ ଅଧିକ ଶିଶୁ ଜନ୍ମଲାଭ କରୁଛନ୍ତି କାହିଁକି

ନୂଆଦିଲ୍ଲୀ: ଗତବର୍ଷ ସାରା ବିଶ୍ୱରେ ୧.୩୪ କୋଟିରୁ ଅଧିକ ଶିଶୁ ସମୟ ପୂର୍ବରୁ ଜନ୍ମଲାଭ କରିଥିଲେ । ତେବେ ଭାରତରେ ସମୟ ପୂର୍ବରୁ ଶିଶୁ ଜନ୍ମ ହେବା ଫଳରେ ଲକ୍ଷ ଲକ୍ଷ ଜୀବନ ଅକାଳରେ ଚାଲିଯାଉଛି । ସାରା ବିଶ୍ୱରେ ଭାରତ…

EPFO-LIC ଗ୍ରାହକଙ୍କ ଟଙ୍କା ବୁଡ଼ିଯିବ! ଦେବାଳିଆ ହେଲା ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କ୍ୟାପିଟାଲ

ନୂଆଦିଲ୍ଲୀ: ଭୀଷଣ ଆର୍ଥିକ ଋଣରେ ବୁଡ଼ି ରହିଥିବା ଅନିଲ ଅମ୍ବାନୀଙ୍କର କମ୍ପାନୀ ରିଲାଏନ୍ସ କ୍ୟାପିଟାଲକୁ ଲୋନ୍ ଦେଇଥିବା ବ୍ୟାଙ୍କଗୁଡ଼ିକ ଏବେ ବଡ଼ ଚିନ୍ତାରେ ରହିଛନ୍ତି । ଏହି ବ୍ୟାଙ୍କମାନେ ସେମାନଙ୍କର ଲୋନର କେବଳ ୪୩…

ରାହୁଲ ହେବେ କଂଗ୍ରେସ ଓ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ!

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ…

ନୂଆ ସଂସଦ ଭବନ ଉଦଘାଟନୀ ଉତ୍ସବରେ ଯୋଗଦେବେ ୨୫ଟି ରାଜନୈତିକ ଦଳ- ସୂତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନକୁ ଉଦଘାଟନ କରିବେ । ଏନେଇ ଗତ ୧୮ ତାରିଖରେ ଲୋକସଭା ସଚିବାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ନୁହନ୍ତି,…

IAS ଅଧିକାରୀଙ୍କର ଟ୍ରେନିଂ କିପରି ହୋଇଥାଏ: କେଉଁଠି ଓ କେଉଁ ସ୍ଥାନରେ ପ୍ରଶିକ୍ଷଣ ସୁବିଧା ରହିଛି

ନୂଆଦିଲ୍ଲୀ: ଗତ ୨୩ ତାରିଖରେ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପରୀକ୍ଷା ୨୦୨୨ର ରେଜଲ୍ଟ ଘୋଷଣା କରାଯାଇଥିଲା । । ଚଳିତ ବର୍ଷ ମୋଟ ୯୩୩ ଜଣ ପ୍ରାର୍ଥୀ…

ବଲିଉଡ ଅଭିନେତା ଆଶିଷ ବିଦ୍ୟାର୍ଥୀଙ୍କ ଦ୍ୱିତୀୟ ମ୍ୟାରେଜ୍: ୬୦ ବର୍ଷରେ ରୁପାଲିଙ୍କ ହାତ ଧରିଲେ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଆଶିଷ ବିଦ୍ୟାର୍ଥୀ ତାଙ୍କ ଜୀବନର ନୂଆ ଇନିଂସ ଆରମ୍ଭ କରିଛନ୍ତି । ୬୦ ବର୍ଷ ବୟସରେ ଆଶିଷ ଦ୍ୱିତୀୟ ବିବାହ କରିଛନ୍ତି । ଆସାମର ରୁପାଲି ବରୁଆଙ୍କୁ ଆଶିଷ ବିବାହ କରିଥିବା ଜଣାପଡ଼ିଛି ।…

୨୦୦୦ ଟଙ୍କିଆ ନୋଟ ବନ୍ଦ ନିଷ୍ପତ୍ତି ଠିକ୍ ନା ଭୁଲ୍: ଭାରତରେ କେତେ ଜଣଙ୍କ ପାଖରେ କେତେ ମାତ୍ରାରେ ନୋଟ୍ ରହିଛି, ଜାଣନ୍ତୁ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ୨୦୦୦ ଟଙ୍କିଆ ନୋଟର କାରବାର ବନ୍ଦ ନେଇ ଗତ ୧୯ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିଷ୍ପତ୍ତି ନେଇଥିଲା । ମେ ମାସ ୨୩ ତାରିଖରୁ ୩୦ ତାରିଖ ମଧ୍ୟରେ ନୋଟ ବଦଳାଇବା ନେଇ ସମୟ ଧାର୍ଯ୍ୟ…

କୃତ୍ରିମ ବୁଦ୍ଧିମତା ସାଜିଲା ମଣିଷର ସାଥୀ: ପକ୍ଷାଘାତ ରୋଗୀ ପୁଣି ଥରେ ଚାଲିଲା, ୧୦ ବର୍ଷ ପରେ ଗବେଷକଙ୍କୁ ମିଳିଲା ସଫଳତା

ନୂଆଦିଲ୍ଲୀ: ଦିନକୁ ଦିନ ଚିକିତ୍ସା ବିଜ୍ଞାନ ବହୁଳ ଭାବେ ଅଗ୍ରଗତି କରିବାରେ ଲାଗିଛି । ଅନେକ ଗମ୍ଭୀର ରୋଗରେ ପୀଡ଼ିତ ରୋଗୀଙ୍କୁ ଡାକ୍ତରମାନେ ନୂଆ ଜୀବନ ଦେବାରେ ସକ୍ଷମ ହୋଇ ପାରୁଛନ୍ତି । ତେବେ ଏହା ମଧ୍ୟରେ ପୁଣି ଥରେ…

ପୁଣି ଆସିଲା ଦୁଃଖ ଖବର: ଭୋଜପୁରୀ ଫିଲ୍ମ ନିର୍ଦ୍ଦେଶକ ସୁବାଷ ତିୱାରୀଙ୍କ ପରଲୋକ

ନୂଆଦିଲ୍ଲୀ: ଗତ ୩ ଦିନ ମଧ୍ୟରେ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ୬ ଜଣ ବ୍ୟକ୍ତିବିଶେଷଙ୍କର ମୃତ୍ୟ ଘଟିଲାଣି । ପୂର୍ବରୁ ମଡେଲ ତଥା ଫଟୋଗ୍ରାଫର ଆଦିତ୍ୟ ସିଂହ ରାଜପୂତ, ଆରଆରଆର ଫିଲ୍ମରେ ଖଳନାୟକ ଭୂମିକାରେ ଆସିଥିବା ଅଭିନେତା…