ବ୍ରେକଅପ୍ ପରେ ଏତେ ଖୁସି! ୨୩ ବର୍ଷର ସମ୍ପର୍କ ଭାଙ୍ଗିଗଲା, ତା’ ପରେ ସେଲିବ୍ରେଟ ହେଲା ‘Just Divorced’

ନୂଆଦିଲ୍ଲୀ: ଜୀବନ ଅଛି ମାନେ ପ୍ରେମ ନିଶ୍ଚିତ ଭାବେ ଅଛି । କିଏ ପ୍ରେମରେ ସଫଳ ହୁଏ ତ ଆଉ କିଏ ବିଫଳ ହୋଇ ନିଜର ବା ଅନ୍ୟର ଜୀବନ ନେବାକୁ ପଛାଏ ନାହିଁ । ଯେତେବେଳେ କୌଣସି ପୁରୁଣା ସମ୍ପର୍କ ଅଚାନକ ଭାଙ୍ଗିଯାଏ,…

ଛାତ୍ରଙ୍କ ସହ ଶାରୀରକ ସମ୍ପର୍କ ସ୍ଥାପନ କଲେ ୬ ଜଣ ଶିକ୍ଷୟିତ୍ରୀ: ଶେଷରେ ଧରାପଡ଼ିଲେ ଓ ଗିରଫ ହେଲେ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ ଏପରି କିଛି ଅଜବ ତଥା ଅସାମାଜିକ ଘଟଣା ଘଟିଥାଏ ଯାହାଦ୍ୱାରା ଆମର ମୁଣ୍ଡ ଲଜ୍ଜ୍ୟାରେ ତଳକୁ ହୋଇଯାଇଥାଏ । ବିଶେଷ କରି ଛୋଟ ପିଲାଙ୍କୁ ନେଇ ଘଟୁଥିବା କିଛି ଯୌନ କାର୍ଯ୍ୟକଳାପ ସଭ୍ୟ…

ରାଜ୍ୟରେ ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ‘Uniform Research Policy’: ସମସ୍ତ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷାର ବିକାଶ ସହିତ ଶିକ୍ଷାର୍ଥୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ଏକକ ପୋଷ୍ଟ ଗ୍ରାଜୁଏଟ ପ୍ରବେଶିକା ପରୀକ୍ଷାର ସଫଳତା ପରେ…

AAP ନେତା ଗିରଫ: ଭାଜପା ବିରୋଧୀ ବୟାନ ମହଙ୍ଗା ପଡ଼ିଲା, ରାଷ୍ଟ୍ରୀୟ ପାର୍ଟିକୁ ଲାଗିଲା ପୁଣି ବଡ଼ ଝଟକା

ନୂଆଦିଲ୍ଲୀ: ସାରା ଦେଶର ନିର୍ବାଚନୀ ବାତାବରଣ ଏକ ସରଗରମ୍ ରହିଥିବା ବେଳେ ଏହି ସମୟରେ ଆମ ଆଦମୀ ପାର୍ଟି (ଆପ) ପାଇଁ କଠିନ ସମୟ ଚାଲିଛି । ପୂର୍ବରୁ ଆପର ଦୁଇ ଜଣ ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନ ଓ ମନୀଷ ସିସୋଦିଆ…

ଶେୟାର ବଜାରରେ ବଡ଼ ଧରଣର ହଲଚଲ: ୫୮ ହଜାର କୋଟି ହରାଇଲେ ଇନଫୋସିସ ନିବେଶକ

ନୂଆଦିଲ୍ଲୀ: ଆଜି ଶେୟାର ବଜାରରେ ଭୟଙ୍କର ଭାବେ ହଲଚଲ ଦେଖିବାକୁ ମିଳିଥିଲା । ସପ୍ତାହର ପ୍ରଥମ କାରବାର ଦିବସରେ ଆଜି ନିବେଶକଙ୍କୁ ଲାଗିଛି ଏକ ବଡ଼ ଝଟକା । ଆଜି ସେନସେକ୍ସରେ ୧୦୦୦ ଅଙ୍କ ପର୍ଯ୍ୟନ୍ତ ଡାଉନ ଫଲ୍ ଦେଖିବାକୁ…

ଓଡ଼ିଶା ସରକାର ଆଣିଲେ ନିଯୁକ୍ତି ସୁଯୋଗ: ବଢ଼ିଆ ଚାକିରି, ବଢ଼ିଆ ଦରମା

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ସରକାରଙ୍କ ତରଫରୁ ଏକ ବଢ଼଼ିଆ ସୁଯୋଗ ସୁଯୋଗ ଆସିଛି । ଚାକିରି ଆଶାୟୀଙ୍କ ପାଇଁ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ (ଓପିଟିସିଏଲ)…

ରାଜ୍ୟ ଗୃହ ବିଭାଗର ବଡ଼ ନିଷ୍ପତ୍ତି: ନର୍ସ, ଫାର୍ମାସିଷ୍ଟ, ପାରାମେଡିକାଲ, ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଆସିଲା କଡ଼ା ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଥିବା କର୍ମଚାରୀମାନେ ଆଗାମୀ ୬ ମାସ ପର୍ଯ୍ୟନ୍ତ କୌଣସି…

୬୦ଟି ମୋବାଇଲ ଆପରେ ରହିଛି ‘Goldoson’ ଆଣ୍ଡ୍ରଏଡ୍ ମାଲୱେର: Google Play Storeରୁ ୧୦୦ ମିଲିଅନ ଡାଉନଲୋଡ୍ ହୋଇସାରିଛି

ନୂଆଦିଲ୍ଲୀ: ଆଜିକାଲି ଇଣ୍ଟରନେଣ୍ଟର ବ୍ୟବହାର ଯେତିକି ମାତ୍ରାରେ ବଢ଼ିବାରେ ସେତିକି ମାତ୍ରାରେ ସାଇବର ଫ୍ରଡ ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ୟୁଜର୍ସଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଗୁଗଲ ପ୍ଲେ ଷ୍ଟୋର ଆପରେ ଏକ…

ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଦୁଃଖଦାୟକ: ଓଡ଼ଶ କାମୁଡ଼ାରେ ମଣିଷର ମୃତ୍ୟୁ

ନୂଆଦିଲ୍ଲୀ: ବେଳେବେଳେ ମଣିଷ ବହୁ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଉଥିବା ବେଳେ ଅନେକ ସମୟରେ ଏକ ସାଧାରଣ ଘଟଣାରେ ମୃତ୍ୟୁବରଣ କରିଥାଏ । କିଏ ୧୦ ମହଲା ଛାତରୁ ଖସି ଜୀବିତ ରହୁଛି ତ ଆଉ କିଏ ଘରର ପାହାଚ, ଚଟାଣରେ ପଡ଼ି…

ଭୁବନେଶ୍ୱର, କଟକ, ପୁରୀ ବାସିନ୍ଦା ସାବଧାନ: ୩ଟି କେନାଲ ଜଳ ଗାଧୋଇବା ଯୋଗ୍ୟ ନୁହେଁ, ପିଇବା କଥା ଛାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୩୦ଟି ଜିଲ୍ଲାର ଅଧିକାଂଶ ସ୍ଥାନରେ ବୋରୱେଲ ପାଣି ଦୂଷିତ ବୋଲି ଗତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା । ତେବେ ରାଜଧାନୀ…