ଭାରତରେ ଯଦି କୌଣସି ବ୍ୟାଙ୍କ ବୁଡ଼ିଯିବ ତେବେ ଆପଣଙ୍କୁ କେତେ ଟଙ୍କା ମିଳିବ: ଆପଣଙ୍କ ପାଇଁ କିଛି ବିପଦ ରହିଛି କି, କ’ଣ କହୁଛି ନିୟମ
ନୂଆଦିଲ୍ଲୀ: ଆମେରିକା ସ୍ଥିତ ସିଲିକନ ଭ୍ୟାଲି ବ୍ୟାଙ୍କ (ଏସଭିପି) ଦେବାଳିଆ ହେବା ଘଟଣା ସାରା ବିଶ୍ୱବାସୀଙ୍କୁ ହତବାକ କରିଦେଇଛି । ଟେକ ଷ୍ଟାଟଅପ କମ୍ପାନୀଗୁଡ଼ିକୁ ଋଣ ଦେବା ପାଇଁ ସାରା ବିଶ୍ୱରେ ଖ୍ୟାତି ଅର୍ଜନ…