ଦିଲ୍ଲୀ ଘଟଣାର ପୁନରାବୃତ୍ତି: ଭୁବନେଶ୍ୱରରେ ସ୍କୁଟିକୁ ଘୋଷାଡ଼ି ନେଲା କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଡିସେମ୍ବର ମାସ ୩୧ ତାରିଖ ବିଳମ୍ବିତ ରାତ୍ରିରେ ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣା । ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଗୋଟିଏ…

(Video) ୧୨ ଘଣ୍ଟା ପରେ ବି ଲିଭୁନି ନିଆଁ: ଜଳୁଛି ପୁରୀର ଲକ୍ଷ୍ମୀ ମାର୍କେଟ୍, ଏକା କାଳିଆ ହିଁ ଆମର ଭରସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ରାତି ୮ଟା ସମୟରେ ପୁରୀ ଟାଉନ ଥାନା ଅନ୍ତର୍ଗତ ମରିଚିକୋଟ ନିକଟସ୍ଥ ଲକ୍ଷ୍ମୀବଜାରରେ ନିଆଁ ଲାଗିଯାଇଥିଲା । ତେବେ ଏହାମଧ୍ୟରେ ୧୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ହେଁ ସମ୍ରାଟ…

BLF ବଲାଙ୍ଗିର ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ: ୧୮ ତାରିଖ ପୂର୍ବରୁ ଓଡ଼ିଶାର ପ୍ରାର୍ଥୀମାନେ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ବ୍ଲକ ଲେବଲ ଫେଡେରେସନ (ବିଏଲଏଫ) ଅଫିସ ବଲାଙ୍ଗିର ତରଫରୁ ୧୮୯ଟି ପଦବୀ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ମାଷ୍ଟର ବୁକ…

ଆଜିଠୁ ସତର୍କ ହୁଅନ୍ତୁ ଓଡ଼ିଶାବାସୀ: ଖରାପ ତେଲ ଆପଣଙ୍କ ଦୃଷ୍ଟିଶକ୍ତି ଲୋପ କରିଦେବ! କ୍ୟାନସର, ହୃଦରୋଗ, ଶ୍ୱାସ, ମସ୍ତିଷ୍କ ସମସ୍ୟା ବଢ଼ିପାରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଆଜିକାଲି ବଜାରରେ ପନିପରିବା, ରାଶନ ସାମଗ୍ରୀଠାରୁ ଆରମ୍ଭ କରି ତେଲ ପର୍ଯ୍ୟନ୍ତ ସବୁ ଭେଜାଲ । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ନକଲି, ମେଡିସିନ, ତେଲ, ସସ ଆଦି…

ଜୀବନସାଥୀ, ଡାକ୍ତରଙ୍କ ଅପେକ୍ଷା ମ୍ୟାନେଜରମାନେ ମାନସିକ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇଥାନ୍ତି: ରିପୋର୍ଟ

ନୂଆଦିଲ୍ଲୀ: ଏକ ସଦ୍ୟ ରିପୋର୍ଟ ମୁତାବକ, ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବା କ୍ଷେତ୍ରରେ ଚାକିରିର ଏକ ବଡ଼ ଭୂମିକା ରହିଥିବା ବିଶ୍ୱସ୍ତରର ୬୦ ପ୍ରତିଶତ କର୍ମଚାରୀ ଅନୁଭବ କରନ୍ତି । ଏଥିପାଇଁ ଅନେକ ଲୋକଙ୍କୁ ନେଇ…

ବିବାହ ଶୋଭାଯାତ୍ରା ପାଲଟିଲା ଶେଷଯାତ୍ରା: ମାଡ଼ି ଆସିଲା ଝଡ଼ ତୋଫାନ, ଓଲଟିଲା ଡଙ୍ଗା, ଚାଲିଗଲା ୨୧ଟି ଜୀବନ

ନୂଆଦିଲ୍ଲୀ: କାଳ କେତେବେଳେ କେଉଁ ରୂପରେ ଆଉ କାହା ପାଖକୁ ଆସିବ ସେକଥା କେହି କହିପାରିବେ ନାହିଁ । ମୃତ୍ୟୁ ଏକ ବାସ୍ତବ ସତ୍ୟ, ମାତ୍ର ତାହା କାହାକୁ ଜଣାଇ ଆସେନାହିଁ । ଚୁପ୍ କରି ଆସି ଗୋଟିଏ ସେକେଣ୍ଡରେ କାହାର ନା…

ହୋଲିରେ ଲିଭିଗଲା ଜୀବନ ରଙ୍ଗ: ଚିରନିଦ୍ରାରେ ଶୋଇଗଲେ ୪୩ ଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ରଙ୍ଗର ପର୍ବ ହୋଲି ବଡ଼ ଧୂମଧାମରେ ପାଳନ ହେଉଥିବା ବେଳେ ଏନେଇ ଆସିଛି ଏକାଧିକ ଅଶୁଭ ଖବର । ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ସମତେ ୭ଟି ରାଜ୍ୟରେ ଘଟିଯାଇଛି ବଡ଼ଧରଣର…

ସିସୋଦିଆଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଛନ୍ତି କେଜ୍ରିୱାଲ: BJP ନେତାଙ୍କ ବୟାନକୁ ନେଇ ରାଜନୀତି ହଲଚଲ୍

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ଦ୍ୱାରା ଗିରଫ ହୋଇ ତିହାର ଜେଲରେ ରହିଛନ୍ତି । ଏହି ମାମଲାକୁ ନେଇ ସାରା ଭାରତବର୍ଷରେ ବିରୋଧୀ…

ପଶୁ ବର୍ବରତାର କ୍ରୁର କାହାଣୀ: ୧୦୦୦ କୁକୁରଙ୍କୁ ପିଞ୍ଜରାରେ ବନ୍ଦ କଲା, ଖାଇବାକୁ ଦେଲାନି, ଛଟପଟ କରି ମାରିଲା ୬୦ ବର୍ଷୀୟ ନୃଶଂସ ମଣିଷ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ରାକ୍ଷସ ପ୍ରବୃତ୍ତିର ମଣିଷ ଗୃହପାଳିତ ପଶୁପକ୍ଷୀଙ୍କ ଉପରେ ହିଂସ୍ର ଆଚରଣ କରିଥାନ୍ତି । ତେବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ୧ ହଜାର କୁକୁରଙ୍କୁ ପିଞ୍ଜରା ମଧ୍ୟରେ…

ଛଟେଇ ପରେ ପୁଣି ଝଟକା ଦେଲା Google: ଚଳିତ ବର୍ଷ କର୍ମଚାରୀଙ୍କୁ ମିଳିବନି ପ୍ରମୋସନ!

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଭୟଙ୍କର ଭାବେ ଆର୍ଥିକ ମାନ୍ଦାବସ୍ଥା ଦେଖା ଯାଇଛି । ଏହି କାରଣରୁ ମେଟା, ଆମାଜନ, ମାଇକ୍ରୋସଫ୍ଟ ପରି ଅନେକ ବଡ଼ ବଡ଼ ଟେକ କମ୍ପାନୀମାନେ ନିଜର କର୍ମଚାରୀଙ୍କୁ କାର୍ଯ୍ୟରୁ…