Facebookରେ ଏବେ ମିଳିପାରିବ Blue Tick: ଆପଣଙ୍କ ଆକାଉଣ୍ଟ ଭେରିଫାଏଡ୍ ହୋଇଯିବ, ବଡ଼ ଘୋଷଣା କଲେ ଜୁକରବର୍ଗ
ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକରେ ବ୍ଲୁ ଟିକ ପାଇବା ଏବେ ସହଜ ହୋଇଯିବ । କମ୍ପାନୀର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏନେଇ ଏକ ବଡ଼ ଘୋଷଣା କରିଛନ୍ତି । ଚଳିତ ସପ୍ତାହରେ ଫେସବୁକ ଦ୍ୱାରା ମେଟା…