Agniveer ନିଯୁକ୍ତି ପ୍ରକ୍ରିୟା ବଦଳିଲା: ଭାରତୀୟ ସେନା ସେନା ପକ୍ଷରୁ ଜାରି ହେଲା ବିଜ୍ଞପ୍ତି
ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାର ନାମାଙ୍କନ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରାଯାଇଛି । ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ବଦଳଯିବା ନେଇ ଭାରତୀୟ ସେନା ପକ୍ଷରୁ ଘୋଷଣା କରାଯାଇଛି । ଏଣିକି ସେନାରେ ସାମିଲ ହେବାକୁ ହେଲେ…