Delhi-NCRରେ କ’ଣ ପାଇଁ ବାରମ୍ବାର ଭୂକମ୍ପ ହେଉଛି: ଆଗକୁ କିଛି ବଡ଼ ବିପଦ ଆସିବ କି, ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଓ ଉତ୍ତରାଖଣ୍ଡ ସମେତ ଉତ୍ତର ଭାରତର କିଛି ଅଞ୍ଚଳରେ ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ଭୂକମ୍ପ ଅନୁଭୂତ ହୋଇଛି । ଆଜି ସନ୍ଧ୍ୟାରେ ଆସିଥିବା ଭୂକମ୍ପ ଝଟକାକୁ ନେଇ ଲୋକମାନେ ଘବରାଇ…

ପୁରୁଷମାନେ ମହିଳାଙ୍କ ଠାରୁ ବେଶି ମାତ୍ରାରେ ହାର୍ଟ ଆଟାକରେ ଶିକାର ହେଉଛନ୍ତି, କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଗତ ଏକ ବର୍ଷ ଧରି ଦେଶରେ ହାର୍ଟ ଆଟାକ୍ ମାମଲା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । କମ୍ ବୟସରୁ ଅଧିକାଂଶ ଲୋକ ଏଥିରେ ଶିକାର ହେଉଛନ୍ତି । ଜିମରେ ବ୍ୟାୟାମ କରୁଥିବା ସମୟରେ ଲୋକଙ୍କୁ ହାର୍ଟ ଆଟାକ୍ ଆସୁଛି ।…

AMDERରେ ୩୨୧ଟି ଚାକିରି: JTO, ASO, SG ପଦବୀ ଖାଲି, ନଭେମ୍ବର ୧୭ ପୂର୍ବରୁ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଆଟୋମିକ ମିନେରାଲ୍ସ ଡାଇରେକ୍ଟୋରେଟ ଫର ଏକ୍ସପ୍ଲୋରେସନ ଆଣ୍ଡ ରିସର୍ଚ୍ଚ (ଏଏମଡିଇଆର) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ମୋଟ ୩୨୧ଟି ପଦବୀ…

ICCର ନୂଆ ଟିମ୍ ଘୋଷଣା: ଗାଙ୍ଗୁଲି- ଜୟଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତା’ର ନୂଆ ଟିମ ଘୋଷଣା କରିଛି । ଏହି ଟିମରେ କିଛି ଭାରତୀୟଙ୍କୁ ଗୁରୁଦାୟିତ୍ୱ ମିଳିଛି । ମୋଟାମୋଟି ଭାବେ ଆଇସିସିରେ ପୁଣି ଥରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ଏଣିକି ଡାକ୍ତରୀ, ଆଇନ, ବିଜ୍ଞାନ, ସାମାଜିକ ବିଜ୍ଞାନ ଆଦି ସମସ୍ତ ପାଠ ଓଡ଼ିଆ ଭାଷାରେ ପଢ଼ାଯିବ: UGCର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ପଢ଼ାଯିବ ଇଞ୍ଜିନିୟରିଂ ପାଠ । ଏନେଇ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଓ ରାଜ୍ୟ ସରକାରଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା ।…

Data Entry Operator ପଦବୀ ଖାଲି: IOCL ପକ୍ଷରୁ ବାହାରିଲା ୪୬୫ଟି ପଦବୀ ପାଇଁ ଚାକିରି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଟେକ୍ନିସିଆଲ ଆପ୍ରେଣ୍ଟାଇସ, ଟ୍ରେଡ…

ପଦ୍ମପୁର ଉପନିର୍ବାଚନ: ସତ୍ୟ ଭୂଷଣ ସାହୁଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟବାସୀଙ୍କ ନଜର ଏବେ ରହିଛି ପଦ୍ମପୁର ଉପନିର୍ବାଚନ ଉପରେ । ଏହା ମଧ୍ୟରେ ଗତକାଲି ବିଜେପି ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଆଜି କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ…

ମ୍ୟୁଜିକ ବାଜିବା ଦ୍ୱାରା ଆମେ ହଠାତ୍ ନାଚିଉଠୁ କାହିଁକି, କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ମଣିଷ ଜୀବନରେ ସଙ୍ଗୀତର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ସଙ୍ଗୀତ ଜଣଙ୍କୁ ମାନସିକ ଭାବେ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଜଣେ କେତେ ଦୁଃଖ, ନିରାଶାରେ ରହିଥାଉ ନା କାହିଁକି ଏକ ଭନଛୁଆଁ ଗୀତ…

ମୁମ୍ବାଇ ଏୟାରପୋର୍ଟରେ ଶାହରୁଖ ଏକ ଘଣ୍ଟା ଅଟକ: ୧୮ ଲକ୍ଷ ଟଙ୍କିଆ ଘଣ୍ଟା ହିଁ କାହାଣୀର ମୂଳ ମଞ୍ଜି

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ତଥା କିଙ୍ଗ ଖାନ୍ ଶାହରୁଖ ଖାନଙ୍କୁ ନେଇ ଏକ ବଡ଼ ଅପଡେଟ୍ ଆସିଛି । ନିକଟରେ ଶାହରୁଖ ଖାନ୍ ଦୁବାଇର ଏକ ଆୱାର୍ଡ ଶୋ’ରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ସେ ନିଜର ଖାସ ଅନ୍ଦାଜରେ ସମସ୍ତ…

Digitization ହେବ ରାଜ୍ୟ ଗ୍ରନ୍ଥାଗାର: ଅନଲାଇନରେ ପଢ଼ିହେବ ଦୁଇ ଲକ୍ଷରୁ ଅଧିକ ପୁସ୍ତକ, ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏଣିକି ଅନଲାଇନରେ ମିଳିବ ପୁସ୍ତକ । ଏହାଫଳରେ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଲୋକମାନେ ସହଜରେ ପୁସ୍ତକ ପଢ଼ିପାରିବେ । ଏନେଇ ଓଡ଼ିଆ…