RBI Report: କେଉଁ ରାଜ୍ୟରେ ଦିନ ମଜୁରିଆ କେତେ ଟଙ୍କା ପାଉଛନ୍ତି, ଓଡ଼ିଶାର ସ୍ଥିତି କିପରି ରହିଛି
ନୂଆଦିଲ୍ଲୀ: ଭାରତରେ ପ୍ରତି ୧୨ ମିନିଟରେ ଜଣେ ଦିନ ମଜୁରିଆ ଆତ୍ମହତ୍ୟା କରୁଛନ୍ତି । ଅନେକ କ୍ଷେତ୍ରରେ ଦାରୁଣ ଆର୍ଥିକ ପରିସ୍ଥିତି କାରଣରୁ ଦିନ ମଜୁରିଆମାନେ ଆତ୍ମହତ୍ୟା ଭଳି କୁପଥକୁ ବାଛି ନେଇଥାନ୍ତି । ତେବେ ଭାରତୀୟ…