fbpx

ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ପୁରୀ ହୋଇ ଉଠିଛି ଉତ୍ସବ ମୁଖର । ଦେଶ ବିଦେଶର ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଆଜି ସମାପନ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା । ତେବେ ଏହା ମଧ୍ୟରେ…

OAS ଅଧିକାରୀ ସ୍ତରରେ ଅଦଳବଦଳ, ପ୍ରଭାତ କୁମାର ସାହୁ ହେଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ଗୃହ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱରେ ଥିବା ବିଭୁତି ଭୂଷଣ ମିଶ୍ରଙ୍କୁ କଟକସ୍ଥିତ ଆରଡିସି ଅଫିସର…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୮ ହଜାରରୁ ଅଧିକ କର୍ମଚାରୀ ପାଇବେ ପ୍ରମୋସନ, ଜାଣନ୍ତୁ କେଉଁ କ୍ୟାଡରରୁ କେତେ ଜଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ଆଠ ହଜାରରୁ ଅଧିକ କେନ୍ଦ୍ରୀୟ ସଚିବାଳୟ କ୍ୟାଡରର କର୍ମଚାରୀଙ୍କ ପ୍ରମୋସନ ନେଇ ଆଦେଶ ପାରିତ ହୋଇଛି । ଏଥିରେ ତିନି…

୨୫୦୦ ଯୁବତୀଙ୍କ ସହ ସେକ୍ସ କରିଛନ୍ତି ଜଣେ ପୂର୍ବତନ ଏକନମ୍ବର ଟେନିସ ଖେଳାଳି! ଖେଳାଳିଙ୍କ ଜବାବ ସମସ୍ତଙ୍କୁ ଚମକାଇ ଦେଲା

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ପ୍ରଶ୍ନ କରାଯିବ, ଆପଣ କେତେଜଣ ମହିଳାଙ୍କ ସହ ଶାରୀରିକ ସମ୍ପକ ସ୍ଥାପନ କରିଛନ୍ତି ତେବେ ଆପଣ କ’ଣ ଜବାବ ଦେବେ । ବିଶ୍ୱର ଜଣେ ମହାନ ଟେନିସ ଖେଳାଳି ଖେଳାଳିଙ୍କ ଜବାବ କିନ୍ତୁ ସମସ୍ତଙ୍କଠାରୁ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତି ରୋଚକମୋଡ଼ ସ୍ଥିତିରେ ପହଞ୍ଚିଛି । ଆସନ୍ତାକାଲି ଫ୍ଲୋର ଟେଷ୍ଟ ହେବା ନେଇ ସୁପ୍ରିମକୋର୍ଟ ଶୁଣାଣି କରିବା ପରେ ମହାରାଷ୍ଟ୍ର ସରକାରଙ୍କୁ ଲାଗିଥିଲା ଝଟକା । ଫଳରେ ସବୁଆଡ଼ୁ ନିରାଶ ହୋଇ…

ମଣିଷ ନା ମେଶିନ୍! ମାତ୍ର ୧୫ ସେକେଣ୍ଡରେ ୩ଟି ଟିକେଟ୍ କାଟିଲେ ଅବସରପ୍ରାପ୍ତ ରେଲୱେ କର୍ମଚାରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆପଣ କେବେ ଲୋକାଲ ଟ୍ରେନରେ ଯାତ୍ରା କରିଛନ୍ତି କି? ଟ୍ରେନ ଟିକେଟ କାଟିବା ପାଇଁ ଧାଡ଼ିରେ କେତେ ସମୟ ପାଇଁ ଛିଡ଼ା ହେବାକୁ ପଡ଼େ ଆପଣ ଭଲ ଭାବରେ ଜାଣିଥିବେ । ନିକଟରେ ଜଣେ ଅବସରପ୍ରାପ୍ତ ରେଲୱେ କମର୍ଚାରୀଙ୍କର…

ମହାରାଷ୍ଟ୍ରରେ ଉଦ୍ଧବଙ୍କୁ ଶକ୍ତ ଝଟକା: ଆସନ୍ତାକାଲି ହେବ ଫ୍ଲୋର ଟେଷ୍ଟ, ଶକ୍ତିର ପ୍ରମାଣ ଦେବ BJP

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତି ଉପରେ ଏବେ ସଭିଙ୍କ ନଜର ରହିଛି । ବିଜେପି ନେତା ଦେବେନ୍ଦ୍ର ଫଡନବିସ ଗତକାଲି ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ ଦାବି କରିଥିଲେ । ତେବେ ଶିବସେନା…

ମହାରାଷ୍ଟ୍ର ରାଜନୀତି: ଆଜି ରାତି ୯ଟାରେ ସୁପ୍ରିମକୋର୍ଟ କରିବେ ଚୂଡ଼ାନ୍ତ ଫଇସଲା

ନୂଆଦିଲ୍ଲୀ: ସମଗ୍ର ଭାରତବର୍ଷର ନଜର ଏବେ ମହାରାଷ୍ଟ୍ର ରାଜନୀତି ଉପରେ ରହିଛି । ପୂର୍ବରୁ ବିଜେପି ନେତା ଦେବେନ୍ଦ୍ର ଫଡନବୀସ ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ ଦାବି ଜଣାଇଥିଲେ । ତେବେ ଫ୍ଲୋର ଟେଷ୍ଟ ବିରୋଧରେ…

ଆସନ୍ତା ତିନି ଦିନ ମଧ୍ୟରେ ଦେଶର ୧୦ଟି ରାଜ୍ୟରେ ହେବ ପ୍ରବଳ ବର୍ଷା, ଚେତାବନୀ ଜାରି କଲା IMD

ନୂଆଦିଲ୍ଲୀ: ଦେଶର ଅଧିକାଂଶ ସ୍ଥାନରେ ମୌସୁମୀ ପ୍ରବେଶ କରି ସାରିବା ପରେ ଏବେ ବର୍ଷା ଜାରି ରହିଛି । ଆସନ୍ତା ୧-୨ ସପ୍ତାହ ମଧ୍ୟରେ ଦିଲ୍ଲୀରେ ମୌସୁମୀ ପ୍ରବେଶ କରିବ । ତେବେ ଆଗାମୀ ଦିନମାନଙ୍କରେ କିଛି ରାଜ୍ୟର ଲୋକଙ୍କ…

କୃଷକଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପ୍ୟୁଟରୀକରଣ ହେବ ୬୩ ହଜାର PACS, ୨୫୧୬ କୋଟିକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ) ପାଇଁ କେନ୍ଦ୍ର କ୍ୟାବିନେଟରେ ୨୫୧୬ କୋଟି ବ୍ୟବବରାଦ ହୋଇଛି ।…