fbpx

ଅସମର ଚାରିଆଡ଼େ ଖାଲି ପାଣି ଆଉ ପାଣି, କି ଭୟଙ୍କର ସ୍ଥିତି, ଦେଖନ୍ତୁ ଏହି ୩ଟି Video

ନୂଆଦିଲ୍ଲୀ: ଅସମରେ ମୁଷଳଧାରାରେ ବର୍ଷା ଯୋଗୁଁ ସାଧାରଣ ଜନଜୀବନର ଆଶାତୀତ ଭାବେ ପ୍ରଭାବିତ ହୋଇଛି । ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁଁ ଘରଦ୍ୱାର ବୁଡ଼ି ରହିଛି । ତେଣୁ ଲୋକମାନେ ନିଜ ବାସଗୃହ ଛାଡ଼ି…

ଅଗ୍ନିପଥ ସ୍କିମ୍: ବାୟୁସେନା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି: ୧ କୋଟିର ବୀମା, ୩୦ ଦିନର ଛୁଟି ସହ ଅନେକ ସୁବିଧା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏଫ) ପକ୍ଷରୁ ଅଗ୍ନିପଥ ସ୍କିମର ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି । ୪ ବର୍ଷ କାର୍ଯ୍ୟ କରିବା ପରେ ଅଗ୍ନିବୀରଙ୍କୁ ବାୟୁସେନା ପକ୍ଷରୁ ଅନେକ ସୁବିଧା ମିଳିବ । ବାୟୁସେନାରେ…

୪ ବର୍ଷ ପରେ ଅଗ୍ନିବୀର କ’ଣ ସବୁ ବେନିଫିଟ୍ ପାଇବେ, ଜାଣନ୍ତୁ ଏହି ୧୦ଟି ପଏଣ୍ଟ ବିସ୍ତୃତରେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି । ତେବେ ଯୁବବର୍ଗ ସେନାରେ ସାମିଲ ହେଲେ ୪ ବର୍ଷ ପରେ ସେମାନେ ଚାକିରି ହରାଇବେ, ସେମାନଙ୍କୁ ଆଉ ନିଯୁକ୍ତି ମିଳିବ ନାହିଁ…

ଆମେରିକା ପାକିସ୍ତାନକୁ ସହଯୋଗ କରିବା କାରଣରୁ ଭାରତ-ପାକ୍ ସମସ୍ୟା ବୃଦ୍ଧି ପାଉଛି: ଜୟଶଙ୍କର

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ୍ ଜୟଶଙ୍କର ନିଜର ମତାମତ ପ୍ରକାଶ କରିଛନ୍ତି । ଭାରତ-ପାକ୍ ମଧ୍ୟରେ ସୃଷ୍ଟି ହେଉଥିବା ଅନେକ ସମସ୍ୟା ପଛରେ ସିଧାସଳଖ ଆମେରିକାର ହାତ ରହିଛି…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସାଇକେଲରୁ ତଳେ ପଡ଼ିଗଲେ, ଦେଖନ୍ତୁ Video

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶଂସକଙ୍କ ପାଇଁ ଏକ ନିରାଶାଜନକ ଖବର ଆସିଛି । ସାଇକେଲ ଚଳାଉଥିବା ସମୟରେ ତଳେ ପଡ଼ିଯାଇଛନ୍ତି ବାଇଡେନ୍ । ତେବେ ଏହି ଘଟଣା ପରେ ତାଙ୍କଠାରେ କୌଣସି ଆଘାତ ଲାଗି…

ପ୍ରାକ୍ ମୌସୁମୀ ପ୍ରଭାବରେ ୧୫ଟି ରାଜ୍ୟରେ ହେବ ବର୍ଷା: IMD ଜାରି କଲା ସୂଚନା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର କିଛି ରାଜ୍ୟରେ ତାପମାତ୍ରା ଅଧିକ ରହିଥିବା ବେଳେ ଆଉ କିଛି ରାଜ୍ୟରେ ପ୍ରବଳ ବର୍ଷା ଅନୁଭୂତ ହେଉଛି । ବିଶେଷ କରି ଉତ୍ତର ଭାରତର କିଛି ରାଜ୍ୟରେ ପ୍ରାକ୍ ମୌସୁମୀର ଗତିବିଧି…

ପୁଣି ଚମକିଲେ ନୀରଜ, ପୁଣି ଜିତିଲେ ସ୍ୱର୍ଣ୍ଣ ପଦକ (Video)

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା ପୁଣି ଥରେ ଚମକିଛନ୍ତି । ଫିନଲ୍ୟାଣ୍ଡଠାରେ ଆୟୋଜିତ କୁଆର୍ତାନେ ଗେମ୍ସରେ ଜାଭେଲିନ୍ ଥ୍ରୋରେ ସେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଟୋକିଓ ଅଲିମ୍ପିକ…

ପୁରୀ ରଥଯାତ୍ରା ପାଇଁ ୮୧ ଜଣ ମାଜିଷ୍ଟ୍ରେଟଙ୍କୁ ମିଳିଲା ଦାୟିତ୍ୱ, ରାଜ୍ୟ ସରକାର ଜାରି କଲେ ସମ୍ପୂର୍ଣ୍ଣ ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ମାସ ପହିଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ତେଣୁ ରଥଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୮୧ ଜଣ ମାଜିଷ୍ଟ୍ରେଟଙ୍କୁ…

ଚିହ୍ନଟ ହେଲା Pegasus ପରି ଆଉ ଏକ Spyware, ବିଭିନ୍ନ ଦେଶର ଲୋକଙ୍କ ଉପରେ ରଖୁଛି ନଜର

ନୂଆଦିଲ୍ଲୀ: ପୁଣି ଆସିଲା ପେଗାସସ୍ ଝଡ଼ । ପେଗାସସ୍ ପରି ଏକ ନୂଆ ସ୍ପାଇୱେୟରକୁ ନେଇ ଏବେ ଚିନ୍ତା ବଢ଼ିଯାଇଛି । ଏହି ସ୍ୱାଇୱେୟରର ବ୍ୟବହାର କରାଯାଇ ଲୋକଙ୍କ ଉପରେ ନଜର ରଖାଯାଉଛି । ଅନେକ ଦେଶର ଲୋକଙ୍କର ଫୋନରେ ହରମିଟ…

ଅଗ୍ନିଶମ ବିଭାଗ ଗାଡ଼ି ଚାଳକଙ୍କୁ ମିଳିବ ୫ ଲକ୍ଷର ବୀମା: କଟକ ଓ ଖୋର୍ଦ୍ଧାର ଦମକଳ ଗାଡ଼ି ପାଇଁ ଲାଗୁ ହେବ Post Paid Fuel Card

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଗ୍ନିଶମ ବିଭାଗ ପକ୍ଷରୁ ଆସିଛି ନୂଆ ନିୟମ । ବିଭାଗ ପାଇଁ ବ୍ୟବହୃତ ହେଉଥିବା ଗାଡ଼ି ଓ ଏଥିପାଇଁ କିଣାଯାଉଥିବା ଇନ୍ଧନରେ ସ୍ୱଚ୍ଛତା ଆଣିବା ପାଇଁ ନିଆଯାଇଛି ନୂଆ ପଦକ୍ଷେପ । ପାଇଲଟ୍…