fbpx

ନଳକୂପ ପାଣି ପାଲଟିଛି ବିଷ: ଯିଏ ପିଉଛି ସିଏ ମରୁଛି, ପୁରୁଷମାନେ ହୋଇଯାଉଛନ୍ତି ବିକଳାଙ୍ଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବି ରାଜ୍ୟର ଅନେକ ଅଞ୍ଚଳରେ ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚି ପାରୁନି ବିଶୁଦ୍ଧ ପାନୀୟ ଜଳ । ତେବେ ଯେଉଁଠି ବି କିଛି ପାଣି ମିଳୁଛି, ତାହାକୁ ସେବନ କରି ଅନେକ ଲୋକ ରୋଗାକ୍ରାନ୍ତ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୯ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ପୁଣି ବଢ଼ିବ EMI, ପୁଣି କାନ୍ଦିବେ ଗରିବ ଭାରତୀୟ: RBI ବୃଦ୍ଧି କରିବାକୁ ଯାଉଛି Repo Rate

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି କରୋନା ମାଡ଼ରେ ଅସହାୟ ହୋଇପଡ଼ିଥିବା ଭାରତୀୟମାନେ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମହଙ୍ଗା ମାଡ଼ରେ ନିସ୍ତେଜ ହୋଇ ପଡ଼ିଛନ୍ତି । ତେବେ ମହଙ୍ଗା ମାଡ଼ରୁ ସାଧାରଣ ଜନତାଙ୍କୁ ତ୍ରାହି…

୪୧ ବର୍ଷରେ ଚମକୁଛନ୍ତି ସନ୍ନି, ଆଜି ବି ଗର୍ଜନ କରୁଛି ଯୌବନର ଲହରୀ

ନୂଆଦିଲ୍ଲୀ: ଆଜି ହେଉଛି ହଟ୍ କୁଇନ୍ ସନ୍ନି ଲିଓନିଙ୍କଙ୍କର ଜନ୍ମଦିବସ । ୪୧ଟି ବସନ୍ତ ଅତିକ୍ରାନ୍ତ କରିଥିଲେ ମଧ୍ୟ ଆଜି ବି ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ସେ ସ୍ୱପ୍ନ ହୋଇ ରହିଛନ୍ତି । ନା କିମିଛି ତାଙ୍କର ଚାହିଦା ନା…

ଦାରୁଣ ଦୁଃଖଦାୟକ ଘଟଣା: ମାଆ ଓ ୨ ଛୁଆ ଜୀଅନ୍ତା ଜଳିଗଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ବିଧିର ବିଧାନ କେ କରିବ ଆନ । ଉପରବାଲା ଯାହାକୁ ଚାହିଁବ ତାକୁ ନେଇଯିବ ଆଉ ଯାହାକୁ ଚାହିଁବ ତାକୁ ମାରିଦେବ । ଏପରି ଏକ ଯନ୍ତ୍ରଣାଦାୟକ ଘଟଣା ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ…

୨୦୨୪ ଗ୍ରାଣ୍ଡ ଫିନାଲେ ପାଇଁ AAPର ବ୍ୟାଟିଂ ଆରମ୍ଭ: ଆପ୍ଲାଏ ହେବ ଦିଲ୍ଲୀ ଓ ପଞ୍ଜାବ ଫର୍ମୂଲା, ମୋଦୀ ପାୱାରକୁ କମଜୋର କରିବାରେ କେଜ୍ରି ସଫଳ…

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଗ୍ରାଣ୍ଡ ଫିନାଲେ ପାଇଁ ଭାରତବର୍ଷର ସମସ୍ତ ରାଜନୈତିକ ଦଳମାନେ ଏବେଠାରୁ ଫିଲ୍ଡ ପ୍ରସ୍ତୁତିରେ ଲାଗିପଡ଼ିଲେଣି । ଏହା ମଧ୍ୟରେ ଦେଶର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ କସରତ…

ରାସ୍ତା ମଝିରେ ସୁମଧୁର ବଂଶୀ ବଜାଇ ସମସ୍ତଙ୍କ ଦିଲ୍ ଜିତିନେଲେ ପୋଲିସ କନଷ୍ଟେବଳ, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲି ଶହ ଶହ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖାଯାଉଛି । କେଇ ସେକେଣ୍ଡ ବା ମିନିଟର ଭିଡିଓ ପାଇଁ କିଛି ଲୋକ ରାତାରାତି ଷ୍ଟାର ପାଲଟି ଯାଉଛନ୍ତି । ଏପରିକି ବହୁଲୋକଙ୍କର ଭାଗ୍ୟ ବଦଳାଇ…

ରାଜଦ୍ରୋହ ଆଇନ ଉପରେ ଲାଗିଲା ସୁପ୍ରିମକୋର୍ଟଙ୍କ ରୋକ୍, ପୁନିର୍ବିଚାର ପର୍ଯ୍ୟନ୍ତ ଦାୟର ହୋଇପାରିବନି ନୂଆ FIR

ନୂଆଦିଲ୍ଲୀ: ରାଜଦ୍ରୋହ ଆଇନର ପ୍ରୟୋଗ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ପୁନର୍ବିଚାର ପର୍ଯ୍ୟନ୍ତ ରାଜଦ୍ରୋହ ଆଇନର ଧାରା ୧୨୪ଏ ଅନୁଯାୟୀ କୌଣସି ମାମଲା ଦାୟର କରାଯାଇ ପାରିବ ନାହିଁ । ଏ ନେଇ କେନ୍ଦ୍ର ସରକାର…

ଦେଶରୁ ହଟିଯିବ କି ରାଜଦ୍ରୋହ ଆଇନ, ଜାଣନ୍ତୁ ସୁପ୍ରିମକୋର୍ଟରେ କ’ଣ ପକ୍ଷ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ରାଜଦ୍ରୋହ ଆଇନର ବୈଧତାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା ସୁପ୍ରିମକୋର୍ଟରେ ପକ୍ଷ ରଖିଛନ୍ତି ।…

ଏକ ଭୟଙ୍କର ବ୍ରେନ ରୋଗରେ ପୀଡ଼ିତ ଅଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ

ନୂଆଦିଲ୍ଲୀ: ବର୍ତ୍ତମାନ ଚୀନରେ କରୋନାର ସ୍ଥିତି ଅସମ୍ଭାଳ ହୋଇପଡ଼ିଥିବା ବେଳେ ସେଠାରେ କିଛି ସହରରେ ଲକଡାଉନ୍ ଲାଗୁ କରାଯାଇଛି । ତେବେ ଏହା ମଧ୍ୟରେ ଆଉ ଏକ ବଡ଼ ଖବର ଆସିଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏକ ଭୟଙ୍କର…