ଗୁଜରାଟରେ AAP କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ମାଗଣା ବିଜୁଳି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ ଆଟାକ୍ କରିଛନ୍ତି । ବିଜେପି ଆମ୍ ଆଦମୀ ପାର୍ଟି (ଆପ) ସହ ନିର୍ବାଚନ ଲଢ଼ିବାକୁ ଡରୁଛି । ତେଣୁ ଭାଜପା ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ…

NFSA ରାଙ୍କିଙ୍ଗରେ ଓଡ଼ିଶା ନମ୍ବର-୧, କେନ୍ଦ୍ର ସରକାର କଲେ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ପ୍ରଣୟନରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି । ଖାଦ୍ୟ ଓ ପୋଷଣ ସୁରକ୍ଷା ନେଇ ଅନୁଷ୍ଠିତ ରାଷ୍ଟ୍ରୀୟ…

୪୦ଟି ସ୍ଥାନରେ ରେଡ୍ କଲା ED: ଚାଇନିଜ୍ କମ୍ପାନୀରେ ଅର୍ଥ ହେରଫେର

ନୂଆଦିଲ୍ଲୀ: ଗତ ଏପ୍ରିଲ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜିଓମି ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ବ୍ୟାଙ୍କ ଆକାଉଣ୍ଟରୁ ୫୫୨୧ କୋଟି ଜବତ କରାଯାଇଥିଲା । ବିଦେଶିକ ବିନିମୟ ପରିଚାଳନା ନିୟମ…

ନୁପୂର ଶର୍ମା ମନ୍ତବ୍ୟ ବିବାଦ: CJIଙ୍କୁ ଖୋଲା ଚିଠି, ଦସ୍ତଖତ କଲେ ୧୫ ଅବସରପ୍ରାପ୍ତ ବିଚାରପତି, ୭୭ ବ୍ୟୁରୋକ୍ରାଟ, ୨୫ ସେନା ଅଧିକାରୀ

ନୂଆଦିଲ୍ଲୀ: ପ୍ରୋଫେଟ ମହମ୍ମଦଙ୍କୁ ନେଇ ବିଜେପିର ପୂର୍ବତନ ମୁଖପାତ୍ର ନୁପୂର ଶର୍ମା ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ତେବେ ଉକ୍ତ ମାମଲାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମଣଙ୍କ…

ବିଧାନସଭାରେ ପାରିତ ହେଲା ୩ଟି ବିଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାର ମୌସୁମୀ ଅଧିବେଶନରେ ଆଜି ୩ଟି ବିଲ୍ ପାରିତ ହୋଇଛି । ଡ୍ରିମସ୍ ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଲ-୨୦୨୨, ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଓଡ଼ିଶା ସଂଶୋଧନ ବିଲ-୨୦୨୨, ଗାନ୍ଧି…

ଋତୁସ୍ରାବ ପରେ ମହିଳାଙ୍କ ମସ୍ତିଷ୍କରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ, ଜାଣନ୍ତୁ ଏନେଇ କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ଅନେକ ସମୟରେ ମହିଳାଙ୍କୁ ନେଇ ଅନେକ ରିପୋର୍ଟ ସାମ୍ନାକୁ ଆସିଥାଏ । ତେବେ ନିକଟରେ ମହିଳାଙ୍କ ଋତୁସ୍ରାବକୁ ନେଇ ଏକ ନୂଆ ରିସର୍ଚ୍ଚ ରିପୋର୍ଟ ହସ୍ତଗତ ହୋଇଛି । ଋତୁସ୍ରାବ ପରେ ମହିଳାଙ୍କ ମସ୍ତିଷ୍କରେ ଅନେକ…

ଛୋଟ ଶିଶୁଙ୍କର ବଡ଼ ହୃଦୟ, ଆପଣଙ୍କର ପିଲାଦିନର କଥା ମନେ ଅଛି ତ, ଥରେ ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲିର ଇଣ୍ଟରନେଟର ଜମାନାରେ ଛୋଟ ବଡ଼ ଘଟଣା ସବୁ କ୍ଷଣିକ ମଧ୍ୟରେ ଭାଇରାଲ ହୋଇଯାଇଥାଏ । ତେବେ ନିକଟରେ ଛୋଟ ଶିଶୁଙ୍କର ଏକ ମଜାଳିଆ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି…

ଯେଉଁମାନଙ୍କ ପାଖରେ ଦୁଇରୁ ଅଧିକ ବନ୍ଧୁକ ଥିବ ସେମାନେ ୯୦ ଦିନ ଭିତରେ ଫେରାଇବେ, ନିର୍ଦ୍ଦେଶନାମା ଜାରିକଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଏଣିକୁ ଦୁଇରୁ ଅଧିକ ବନ୍ଧୁକ ପାଖରେ କେହି ରଖିପାରିବେ ନାହିଁ । ନିୟମ ନ ମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନିୟମ ଲାଗୁ ହେବା ଫଳରେ ଏଣିକି ରାଇଫଲ ଆସୋସିଏସନ ଓ କ୍ଲବ ଅଡ଼ୁଆରେ ପଡ଼ିବେ…

ଭାରତରେ ପେଟ୍ରୋଲ ଲିଟର ୩୮୫ ଟଙ୍କାରେ ବିକ୍ରି ହେବ: ଏହା କ’ଣ ସତ ହେବ, ଜାଣନ୍ତୁ ମାର୍କେଟ କଣ୍ଡିସନଙ୍କୁ ନେଇ କ’ଣ ରହିଛି ଏକ୍ସପର୍ଟଙ୍କ ମତ

ନୂଆଦିଲ୍ଲୀ: ଅଶୋଧିତ ତୈଳକୁ ନେଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି । ଆଗାମୀ ଦିନରେ କ୍ରୁଡ ଅଏଲର ମୂଲ୍ୟ ବ୍ୟାରେଲ ପିଛା ୩୮୦ ଡଲାର ଛୁଇଁପାରେ । ତେବେ ଏଭଳି ସ୍ଥିତିରେ ଭାରତବର୍ଷରେ ପେଟ୍ରୋଲ ଲିଟର ୩୦୦ ଟଙ୍କା ଟପିବା…

ଅନ୍ୟ ଯୁବକଙ୍କୁ ପ୍ରେମ କରିବାରୁ ଏମିତି ଦଣ୍ଡ: ସ୍ୱାମୀଙ୍କୁ କାନ୍ଧରେ ବୋହି ଗାଁ ସାରା ବୁଲିଲେ ମହିଳା, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲି ପ୍ରେମକୁ ନେଇ ଅନେକ ଭୟଙ୍କର ଘଟଣା ସବୁ ଘଟୁଛି । ଅନେକ ସମୟରେ ପ୍ରେମୀଯୁଗଳଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ପଛାଇ ନଥାନ୍ତି । ତେବେ ଏପରି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ।…