ଶିକାରୀ ପାଲଟିଲା ଶିକାର: ଭିଜିଲାନ୍ସ ଜାଲରେ ଫସିଗଲେ ନିଜେ ଭିଜିଲାନ୍ସ ଇନ୍ସପେକ୍ଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆକ୍ସନ ମୁଡ଼ରେ ଭିଜିଲାନ୍ସ ବିଭାଗ । ପୂର୍ବରୁ ବେଆଇନ ଅର୍ଥ ମାମଲାରେ ରାଜ୍ୟର ଶହ ଶହ ଅଧିକାରୀଙ୍କୁ ଭିଜିଲାନ୍ସ ବାନ୍ଧିଥିବା ବେଳେ ଆଜି ବନ୍ଧା ହୋଇଛନ୍ତି ଜଣେ ଭିଜିଲାନ୍ସ…

ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି ମେଡିକାଲରେ କାର୍ଯ୍ୟ କରିବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏଣିକି ରାଜ୍ୟର ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପାଇବେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ…

ଆସିକାର ପୂର୍ବତନ MLA ସରୋଜ ପାଢ଼ୀଙ୍କ ପତ୍ତା ମିଳୁନି: କିଡନାପ୍ ନେଇ ବଢ଼ିଲା ସନ୍ଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କର କୌଣସି ଖୋଜ ଖବର ନାହିଁ । ଗତକାଲିଠାରୁ ସରୋଜ ନିଖୋଜ ଥିବା ନେଇ ତାଙ୍କ ପୁଅ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ତେବେ ସରୋଜଙ୍କୁ କେହି…

ଦେଶରେ ବଢ଼ିଚାଲିଛି ମହଙ୍ଗା ମାଡ଼: ଗହମ ରପ୍ତାନୀ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସମୟରେ ମହଙ୍ଗା ମାଡ଼ ବଢ଼ି ଚାଲିଛି । ତେଣୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଗହମର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ…

ଗିରଫ ହେଲେ ରାୟଗଡ଼ା ଅବକାରୀ ଅଧିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗିରଫ ହୋଇଛନ୍ତି ରାୟଗଡ଼ା ଅବକାରୀ ଅଧିକ୍ଷକ । ଅବକାରୀ ଅଧିକ୍ଷକ ନିନା ବେଉରାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡ଼ିଛି । ନିନାଙ୍କ ଗାଡ଼ିକୁ ପିଛା କରି ଭିଜିଲାନ୍ସ ଟିମ୍ ତାଙ୍କୁ ଖୋର୍ଦ୍ଧ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୮ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଆଜିଠାରୁ ଲଗାତର ୩ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଶାଖାକୁ ଯିବା ପୂର୍ବରୁ ଚେକ୍ କରି ନିଅନ୍ତୁ ଛୁଟି ଲିଷ୍ଟ

ନୂଆଦିଲ୍ଲୀ: ଯଦି ଚଳିତ ସପ୍ତାହରେ ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଜରୁରୀ କାର୍ଯ୍ୟ ରହିଛି, ତେବେ ପ୍ରଥମେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଜାଣିନିଅନ୍ତୁ । ଚଳିତ ମାସରେ ଅନେକ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ ।…

ଜବତ ହେଲା ୩ କୋଟିର ବ୍ରାଉନସୁଗର: ଜଣେ ଗିରଫ, ୨ ଅଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଶାସନ ପକ୍ଷରୁ ଯେତେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ମଧ୍ୟରେ ରାଜ୍ୟରେ ଧଳା ଜହରର କାରବାର ବଢ଼ିବାରେ ଲାଗିଛି । ଇତିମଧ୍ୟରେ ପୁରୀରୁ ୩ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ…

ବିଭିନ୍ନ ରାଜ୍ୟରେ ବଢ଼ିବ ଗ୍ରୀଷ୍ମର ପ୍ରକୋପ: ହିଟୱେଭ ଆଲର୍ଟ ଜାରି କଲା IMD

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମର ପ୍ରବଳ ପ୍ରକୋପ ଦେଖିବାକୁ ମିଳିଛି । ବିଶେଷ କରି ଉତ୍ତର ଭାରତରେ ଗରମର କହର ସୃଷ୍ଟି ହୋଇଛି । ରାଜଧାନୀ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ବୃଦ୍ଧି ହୋଇଥିବା ଜଣାପଡ଼ିଛି…

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିଥିବା ଆସନ ପାଇଁ ଉପନିର୍ବାଚନ ହେବ । ଉପନିର୍ବାଚନ ପାଇଁ ଆସନ୍ତା ୨୬ ତାରିଖରୁ ଜୁନ୍ ୨ ତାରିଖ…