ଥରେ ଗଲେ ଆଉ ଫେରି ପାରିବେନି: ଏହି ସ୍ଥାନରେ ରହିଛି ନର୍କର ଦ୍ୱାର(Video)

ନୂଆଦିଲ୍ଲୀ:କେବଳ ଆମ ଦେଶ ଭାରତ ନୁହେଁ । ବିଶ୍ୱରେ ଅନେକ ଦେଶ ରହିଛି ଯେଉଁଠି ଅବିଶ୍ୱସନୀୟ ଘଟଣାମାନ ଘଟିଥାଏ । ଏଭଳି ଏକ ମନ୍ଦିର ବିଷୟରେ ଆଜି ଆମେ ଆପଣକୁ କହିବୁ ଯାହାର ରହସ୍ୟରୁ ଏବେ ବି ପରଦା ଉଠିନି । ଆଉ ଆପଣ ମଧ୍ୟ…

ଗୁଡ଼ି ଉଡାଉଥିବା ବେଳେ ପୋଲିସ ହାବୁଡରେ ପଡିଲା ବାଳକ; ତା’ପରେ କଣ ହେଲା ଦେଖନ୍ତୁ ଏହି ମଜାଦାର ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ନିକଟରେ ମାଞ୍ଜା ସୂତା କାରଣରୁ ଜଣଙ୍କର ଜୀବନ ଚାଲି ଯାଇଥିବା ବେଳେ କିଛି ଲୋକ ଆହତ ମଧ୍ୟ ହୋଇଥିଲେ । ଏପରି ସ୍ଥିତିରେ ଗୁଡି ଉଡାଇବା ଉପରେ କଟକଣା ମଧ୍ୟ ରହିଛି । ତେବେ କୋମଳମତି ଶିଶୁଙ୍କ…

ୟୁପିରେ ଦଳବଦଳ ରାଜନୀତି: ବିଜେପିକୁ ଯିବେ ମୁଲୟାମ ସିଂ ଯାଦବଙ୍କ ବୋହୂ

ନୂଆଦିଲ୍ଲୀ: ଦିନକୁ ଦିନ ଗୋଳିଆ ହେବାରେ ଲାଗିଛି ଉତ୍ତର ପ୍ରଦେଶ ରାଜନୀତି । ନିର୍ବାଚନ ପୂର୍ବରୁ ଦଳବଦଳ ନୀତି ବେଶ ଜୋରଦାର ହେବାରେ ଲାଗିଛି । ଦଳ ଛାଡି ବିପକ୍ଷ ଦଳରେ ଯୋଗ ଦେବାର ଏହି ପରମ୍ପରାରେ ସାମିଲ ହୋଇଛନ୍ତି…

ଭାରତୀୟ କ୍ରିକେଟ୍‌ ଦଳରେ ଅଦଳବଦଳ, କିଏ ଧରିବ ଟେଷ୍ଟ ଦଳର ଅଧିନାୟକ ମଙ୍ଗ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୨ରେ ହାରି ଯିବା ପରେ ବିସିସିଆଇ ଆଗାମୀ ସମୟରେ ବଡ ଧରଣର ପରିବର୍ତ୍ତନ କରିବା ପାଇଁ ବିଚାର ବିମର୍ଷ ଚଳାଇଛି । ପ୍ରଥମତଃ ଅଧିନାୟକ…

ସସ୍‌ କାରଖାନା ଉପରେ ସ୍ପେଶାଲ୍‌ ପୋଲିସ ସ୍କ୍ୱାର୍ଡର ଚଢାଉ, ଟେଷ୍ଟିଂ ପାଇଁ ପଠାଗଲା ନମୁନା

ଧର୍ମଶାଳା (ଭାସ୍କର ନ୍ୟୁଜ୍‌): ଧର୍ମଶାଳା ଥାନା ଜାରକା ଛକ ନିକଟରେ ଥିବା ଏକ ସସ୍‌ କାରଖାନା ଉପରେ ଯାଜପୁର ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଧର୍ମଶାଳା ପୋଲିସ ମିଳିତ ଭାବେ ଶନିବାର ପୂର୍ବାହ୍ନରେ ଅଚାନକ ଚଢାଉ…

ନାବାଳିକା ଦୁଷ୍କର୍ମ ମାମଲା: ସାଲିଆସାହିରୁ ଅଭିଯୁକ୍ତ ଯୁବକକୁ ଧରିଲା ସ୍ପେଶାଲ ସ୍କ୍ୱାଡ

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୋଗର ୧୨ ଘଣ୍ଟା ନପୂରୁଣୁ ଫେରାର୍‌ ଅଭିଯୁକ୍ତକୁ ଗିରଫ୍‌ କରିଛନ୍ତି ବାଲିପାଟଣା ଥାନା ଅଧିକାରୀ । ସୂଚନା ଅନୁଯାୟୀ ଗୁରୁବାର ଏକ ୯ ବର୍ଷର…

ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ, ଦୁଷ୍କର୍ମ ଅଭିଯୋଗରେ ପରେ କନେଷ୍ଟବଳ ଗିରଫ

କୋରାପୁଟ, (ଭାସ୍କର ନ୍ୟୁଜ୍‌): ଦୁଷ୍କର୍ମ ମାମଲୋର ଗିରଫ ହୋଇଛନ୍ତି ପୋଲିସ କେନଷ୍ଟବଳ ସଦାନନ୍ଦ ମାଣ୍ଡିଆ । ଜୟପୁର ଟାଉନ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି । ନନ୍ଦପୁର ଥାନା ଅନ୍ତଗର୍ତ ଡାବୁଗୁଡା ଗାଁର ସଦାନନ୍ଦ…

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍‌ ପଏଣ୍ଟ୍‌ ତାଲିକା: ପଞ୍ଚମ ସ୍ଥାନକୁ ଖସିଲା ଭାରତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜରେ ଭାରତ ୧-୨ରେ ହାରିବା ପରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍‌ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଖସି ଆସିଛି ଭାରତ । ଭାରତ…

ହାଇପ୍ରୋଫାଇଲ୍‌ ଠକକୁ ଗିରଫ କଲା କମିଶନରେଟ୍‌ ପୋଲିସ୍‌, କମ୍‌ ଦିନରେ ଟଙ୍କା ଡବଲ ଥୋପ ଦେଖାଇ ୪ କୋଟିରୁ ଅଧିକ ଟଙ୍କା ଠକେଇ

ଭୁବନେଶ୍ୱର (ଭାସ୍କର  ନ୍ୟୁଜ୍‌):କମ୍‌ ଦିନରେ ଅଧିକ ସୁଧ ଦେବାକୁ କହି ୪ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୋଲିସ୍‌ ହାଇପ୍ରୋଫାଇଲ୍‌ ଠକ ପ୍ରଭାକର ଜେନାକୁ ସାମନ୍ତରାପୁରରୁ ଗିରଫ କରିଛି…

୬ ଆଇଏଏସ୍‌ ଅଧିକାରୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି,

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ରାଜ୍ୟ ସରକାର ୧୯୯୦ ଓ ୧୯୯୧ ବ୍ୟାଚ୍‌ର ୬ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ…