ପ୍ରଧାନମନ୍ତ୍ରୀ ଇ- ଶ୍ରମ କାର୍ଡ ଜରିଆରେ ମିଳିବ ପ୍ରଥମ କିସ୍ତି ଟଙ୍କା: ଏମିତି କରନ୍ତୁ ଚେକ୍

ନୂଆଦିଲ୍ଲୀ: ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇ ଶ୍ରମ କାର୍ଡ ପ୍ରଚଳନ କରାଯାଇଥିଲା। ଏହି କାର୍ଡ ଜରିଆରେ ବର୍ତ୍ତମାନ ଶ୍ରମିକ ମାନଙ୍କୁ ପ୍ରଥମ କିସ୍ତି ଟଙ୍କା…

ଗହିରମଥାରେ ବେଆଇନ ଭାବେ ମାଛ ମାରି ୧୧ ଗିରଫ, ଦୁଇଟି ବୋଟ ଓ ଜାଲ ଜବତ

ରାଜନଗର, (ଭାସ୍କର ନ୍ୟୁଜ୍‌): ବିଶ୍ୱ ପ୍ରସିଦ୍ଧ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାରେ ବେଆଇନ ଭାବେ ମାଛ ମାରି ୧୧ଜଣ ବ୍ୟକ୍ତି ବନ ବିଭାଗର କର୍ମଚାରୀଙ୍କ ଦ୍ୱାରା ଗିରଫ ହୋଇଥିବା…

ଆଇପିଏଲ ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ: ନୂଆ ଫ୍ରାଞ୍ଚାଇଜ୍‌ ଅହମ୍ମଦାବାଦ ଓ ଲକ୍ଷ୍ନୌକୁ ବିସିସିଆଇର କ୍ଲିୟରାନ

ନୂଆଦିଲ୍ଲୀ: ଆସନ୍ତା ଫେବୃୟାରୀ ୧୨ ଓ ୧୩ ତାରିଖ ଦୁଇଦିନ ଧରି ବେଙ୍ଗାଲୁରରେ ଚଳିତ ବର୍ଷର ଆଇପିଏଲ ପାଇଁ ଅନୁଷ୍ଠିତ ହେବ ଖେଳାଳି ନିଲାମ ପ୍ରକ୍ରିୟା । ଏଥିାଇଁ ବିସିସିଆଇ ପକ୍ଷରୁ ପ୍ରସ୍ତୁତି ଆମ୍ଭ ହୋଇଛି । ଏଥିସହିତ…

ପଞ୍ଚାୟତ ନିର୍ବାଚନ : ୧୫ରେ ଜିଲ୍ଲାପାଳ ଏବଂ ଏସ୍‌ପିମାନଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ- ୨୨ ସଂପର୍କରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଆସନ୍ତା ୧୫ ତାରିଖ ଦିନ ସାଢେ ୧୦ଟା ସମୟରେ ସମସ୍ତ…

ଆଜିଠୁ ୧୭ ଯାଏଁ ହାଇକୋର୍ଟ ସଟ୍‌ଡାଉନ୍, ସମସ୍ତ ମାମଲାର ଶୁଣାଣି ସ୍ଥଗିତ

କଟକ (ଭାସ୍କର ନ୍ୟୁଜ୍‌): ହାଇକୋର୍ଟର ଅଧିକାଂଶ କର୍ମଚାରୀଙ୍କ ସମେତ ହାଇକୋର୍ଟର ଅନ୍ୟାନ୍ୟ ଜୁଡିସିଆଲ୍‌ ଷ୍ଟାଫ୍‌  କରୋନାରେ ଆକ୍ରାନ୍ତ ହେବା କାରଣରୁ ଗୁରୁବାରଠାରୁ ଆସନ୍ତା ୧୭ ତାରିଖ ଯାଏ ହାଇକୋର୍ଟ ସମେତ ଏହାର…

ବିଜେଡିର ପଞ୍ଚାୟତ ନିର୍ବାଚନ ସଜବାଜ: ପ୍ରଦୀପ ମାଝିଙ୍କ ସମେତ ପ୍ରଫୁଲ୍ଲ ମାଝି ଓ ମହେଶ ସାହୁ ହେଲେ ବରିଷ୍ଠ ସାଧାରଣ ସମ୍ପାଦକ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ବିଜୁ ଜନତା ଦଳର ସାଙ୍ଗଠନିକ ପଦପଦବୀରେ ନୂତନ ନିଯୁକ୍ତି ଦିଆଯାଇଛି । ୩ ଜଣଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ୪ ଜଣଙ୍କୁ ସାଧାରଣ ସମ୍ପାଦକ ଓ ୭ ଜଣଙ୍କୁ…

ଏଥର ବିଏମ୍‌ସିରେ ମହିଳା ମେୟର, ପ୍ରଥମ ଥର ମହିଳାଙ୍କ ପାଇଁ ସଂରକ୍ଷିତ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆଗାମୀ ନିର୍ବାଚନରେ ମହିଳାଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ମେୟର ପଦ ସଂରକ୍ଷିତ ରଖାଯାଇଛି । ପ୍ରଥମଥର ପାଇଁ ଭୁବନେଶ୍ୱର ମହାନଗର ନିଗମକୁ ଜଣେ ମହିଳା ମେୟର ମିଳିବ…

ଆଜି-କାଲି ରାଜ୍ୟରେ ପ୍ରବଳ ବର୍ଷିବ, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ବଙ୍ଗୋପସାଗର ମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟ ବାଷ୍ପ ପୂର୍ଣ୍ଣବାୟୁ ପ୍ରଭାବରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା…

ଭାଇଜାନଙ୍କ ସହିତ ରୋମାନ୍ସ କରିବେ ଡେଜି ଶାହ, ଫିଲ୍ମରେ ରହିବେ ୯ ହିରୋଇନ୍

ମୁମ୍ବାଇ: ଦର୍ଶକଙ୍କ ମନ ଜିଣିଥିବା ‘ଜୟ ହୋ’ ର ଲୋକପ୍ରିୟ ଯୋଡ଼ି ବଲିଉଡ଼ ସୁପରଷ୍ଟାର ସଲମାନ ଓ ଡେ଼ଜି ଙ୍କ କେମେଷ୍ଟ୍ରି ଫ୍ୟାନ୍ସଙ୍କ ଗହଣରେ ବେଶ ପ୍ରସଂଶା ସାଉଁଟିଥିଲା। ବଲିଉଡ଼ର ଦବଙ୍ଗ ଖାନ ନିଜ ଜନ୍ମଦିନରେ…

ନିର୍ବାଚନ ମଇଦାନକୁ ଓହ୍ଲାଇବେନି ପୂର୍ବତନ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ବିଏସପିର ସାଂସଦ ସତୀଶ ଚନ୍ଦ୍ର ମିଶ୍ର…