ରାଜ୍ୟରେ ଟିକାକରଣ ୪.୫ କୋଟି ଟପିଲା, ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଓଡିଶାରେ କରୋନା ବିରୋଧୀ ଟିକାକରଣ ୪.୫ କୋଟି ଟପିଛି । ଏହି ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ ଓଡ଼ିଶାରେ ୪.୫…