ଅଧକପାଳିରୁ ରକ୍ଷା ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିକାଲିର ନୂତନ ପୀଢ଼ି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ଅନେକ ଲୋକ, ମାଇଗ୍ରେନ ସମସ୍ୟାର ସାମ୍ନା କରୁଛନ୍ତି । ତେବେ ଏହା ହେବା ପଛରେ ଅନେକ କାରଣ ରହିଥାଏ । ଏହା ହେବା ଦ୍ୱାରା,ଆହୁରି ଅନେକ…

ISRO ପ୍ରୋଗ୍ରାମକୁ ବେଙ୍ଗାଲୁରୁରୁ ଗୁଜରାଟ ନେବାକୁ କେନ୍ଦ୍ରର ଯୋଜନା, କଂଗ୍ରେସର ତୀବ୍ର ବିରୋଧ

ବେଙ୍ଗାଲୁରୁ : ଭାରତୀୟ ମାନବ ଅନ୍ତରୀକ୍ଷ ଉଡାଣ କାର୍ଯ୍ୟକ୍ରମକୁ ବେଙ୍ଗାଲୁରୁରୁ ଗୁଜରାଟ ସ୍ଥାନାନ୍ତରଣ କରିବା ନେଇ ବିବାଦ ଦେଖା ଦେଇଛି। ଏହାକୁ ଦୃଢ ବିରୋଧ କରିଛି କଂଗ୍ରେସ। କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ…

ସିନିୟରଙ୍କ ବଦଲା ନେଲେ ଜୁନିୟର: ପୱନଙ୍କ ଚମତ୍କାର ସେଭ ସହିତ ବିଶ୍ୱକପ ସେମିରେ ଭାରତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସିନିୟରଙ୍କ ବଦଲା ନେଲେ ଜୁନିୟର । ଅଲିମ୍ପିକ୍ସରେ ଭାରତୀୟ ଦଳକୁ ସେମିରେ ପରାସ୍ତ କରିଥିଲା ବେଲଜିୟମ । ମାତ୍ର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା କ୍ୱାର୍ଟର ଫାଇନାଲ ମୁକାବିଲାରେ…

ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ : ଶେଷରେ ରଦ୍ଦ ହେଲା ବିବାଦୀୟ ତିନି କୃଷି ଆଇନ। ବୁଧବାର କୃଷି ଆଇନ ପ୍ରତ୍ୟାହାର ବିଧେୟକ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିସହ ଆନୁଷ୍ଠାନିକ ଭାବେ ବିଧେୟକ ପ୍ରତ୍ୟାହାର…

ଖାଇବା ଅପେକ୍ଷା କରିପାରେ ହେଲେ SEX ନୁହେଁ: ଦେଖନ୍ତୁ ସାମନ୍ଥାଙ୍କ Viral Video

ନୂଆଦିଲ୍ଲୀ: ଡିଭୋର୍ସ ପରେ ତେଲୁଗୁ ଅଭିନେତ୍ରୀ ସାମନ୍ଥା ରଥ୍ ପ୍ରଭୁ ବେଶ ଚର୍ଚ୍ଚାରେ । ସାମନ୍ଥା ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରର ବୟାନ ବର୍ତ୍ତମାନ ବେଶ ଭାଇରାଲ ହୋଇଛି । ସାମନ୍ଥାଙ୍କୁ ପଚରା ଯାଇଥିଲା କି ସେକ୍ସ…

ପଞ୍ଜାବ କିଙ୍ଗ୍ସକୁ ଆଉ ଏକ ଝଟକା, କେଏଲ ରାହୁଲଙ୍କ ପରେ ଦଳ ଛାଡିଲେ ଏହି ଦିଗ୍ଗଜ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ଖେଳାଳିଙ୍କ ରିଟେନସନ ପ୍ରକ୍ରିୟା ପୂରା ହୋଇଛି। କିନ୍ତୁ ପଞ୍ଜାବ କିଙ୍ଗ୍ସକୁ ଝଟକା ଲାଗିଛି। ପଞ୍ଜାବ କିଙ୍ଗ୍ସର ଅଧିନାୟକ କେଏଲ ରାହୁଲ ପ୍ରଥମରୁ ହିଁ ଦଳରୁ ଅଲଗା…

ଗୁରୁତ୍ୱପୂର୍ଣ୍ଣ ପଦରେ ଆଉ ଜଣେ ଓଡ଼ିଆ: ITDC ଚେୟାରମ୍ୟାନ ହେଲେ ସମ୍ବିତ ପାତ୍ର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଜେପିର ପ୍ରବକ୍ତା ତଥା ଓଡ଼ିଆ ପୁଅ ସମ୍ବିତ ପାତ୍ରଙ୍କୁ ମିଳିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ । ବୁଧବାର ସମ୍ବିତଙ୍କୁ ଭାରତୀୟ ପର୍ଯ୍ୟଟନ ବିକାଶ ମନ୍ତ୍ରଣାଳୟର ଚେୟାରମ୍ୟାନ ଭାବେ…

୧୬୫ ଆତଙ୍କୀଙ୍କୁ ସଫା କରିଛି ସେନା; ୩୨ ଯବାନ ଶହୀଦ, ହ୍ରାସ ପାଉଛି ଅନୁପ୍ରବେଶ

ନୂଆଦିଲ୍ଲୀ: ବୁଧବାର ରାଜ୍ୟସଭାରେ ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୧୬୫ ଜଣ ଆତଙ୍କବାଦଙ୍କୁ ନିପାତ କରିଛନ୍ତି ଭାରତୀୟ ଯବାନ । ଚଳିତ ବର୍ଶର ଅକ୍ଟୋବର ମାସ ସୁଦ୍ଧା ଏହି ରିପୋର୍ଟ ସାମ୍ନାକୁ ଆସିଛି ।…

ରାଜ୍ୟରେ ବଢୁଛି ନିରୋଧର ଚାହିଦା: ଚଳିତ ବର୍ଷ ବ୍ୟବହୃତ ହୋଇଛି ୨ କୋଟି କଣ୍ଡୋମ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜାତୀୟ ଏଡ୍ସ ଦିବସରେ ମିଳିଛି ଏକ ଖୁସି ଖବର । ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କଣ୍ଡୋମର ବ୍ୟବହାର । ଗର୍ଭନିରୋଧ ପିଲ୍ କିମ୍ବା ଅନ୍ୟାନ୍ୟ ନିରୋଧ ଅପେକ୍ଷା ଓଡିଶାରେ…

ହୋ ହଲ୍ଲା ମଧ୍ୟରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍; ଆସନ୍ତା କାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୁଧବାର ଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଗୃହରେ ମମିତା ମେହେର ମାମଲାକୁ ନେଇ ପ୍ରବଳ ହୋ ହଲ୍ଲା ହୋଇଥିଲା । ପ୍ରବଳ ହୋ ହଲ୍ଳା…