ରାଜନୀତି କୋର୍ଟକୁ ଓହ୍ଲାଇବେ ଶଟଲ୍ କୁଇନ୍; ଦୁଇ ଥର ଜିତି ସାରିଛନ୍ତି ଅଲିମ୍ପିକ୍ସ ପଦକ

ନୂଆଦିଲ୍ଲୀ: ରାଜନୀତି ମଇଦାନକୁ ଓହ୍ଲାଇବେ ଶଟଲ କୁଇନ୍ ପିଭି ସିନ୍ଧୁ । ଦୁଇ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ସିନ୍ଧୁ ଆସନ୍ତା ଡିସେମ୍ବର ୧୭ ତାରିଖରେ ରାଜନୀତି ମଇଦାନରେ ପାଦ ରଖିବେ । ତେବେ କୌଣସି ରାଜନୀତି ଦଳ…

ତୃତୀୟ ବିବାହ କରିବେ ମିଷ୍ଟର ପର୍ଫେକ୍ଟ, କୋ-ଷ୍ଟାରଙ୍କୁ ବିବାହ କରିବାକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡର ମିଷ୍ଟର ପର୍ଫେକ୍ସନିଷ୍ଟ ଅମୀର ଖାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ବିବାହର ୧୫ ବର୍ଷ ପରେ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ଠାରୁ ଅଲଗା ହୋଇଯାଇଛନ୍ତି । ଏହି ଖବର ଶୁଣି ତାଙ୍କ…

ବୁଧବାରଠୁ ଜୁନିୟର ହକି ବିଶ୍ୱକପ୍‌: ଭାରତୀୟ ଜୁନିୟର ଦଳର ଚାଲିଛି ଜୋରଦାର୍‌ ଅଭ୍ୟାସ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆସନ୍ତା ୨୪ ତାରିଖରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ଜୁନିୟର ହକି ବିଶ୍ୱକପ ଖେଳିବା ପାଇଁ ସମସ୍ତ ଅଂଶ ଗ୍ରହଣକାରୀ ଦଳ ଏଠାରେ ପହଞ୍ଚି ସାରିଥିବା ବେଳେ…

କୋଭାକ୍ସିନ ଟିକାକୁ ଗ୍ରୀନ ସିଗନାଲ ଦେଲା ବ୍ରିଟେନ୍, ଏଣିକି ଶିକ୍ଷାର୍ଥୀ ଓ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ମିଳିବ ଅନୁମତି

ଲଣ୍ଡନ: କୋଭାକ୍ସିନ ଟିକାକୁ ମାନ୍ୟତା ପ୍ରଦାନ କରିଛନ୍ତି ବ୍ରିଟେନ ସରକାର । ତେଣୁ କୋଭାକ୍ସିନ ଟିକା ନେଇଥିବା ବିଦେଶୀ ଶିକ୍ଷାର୍ଥୀ ଓ ପର୍ଯ୍ୟଟକଙ୍କୁ ବ୍ରିଟେନରେ ପ୍ରବେଶ ପାଇଁ ଅନୁମତି ମିଳିବ । ପୂର୍ବରୁ ବ୍ରିଟେନ…

ଆସନ୍ତା ୨୫ରୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍, ରାହାଣେଙ୍କ ପାଇଁ ବଡ଼ ଚାଲେଞ୍ଜ

କାନପୁର: ଆସନ୍ତା ୨୫ ତାରିଖରୁ ସ୍ଥାନୀୟ ଗ୍ରିନପାର୍କ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ । ଅଧିନାୟକ ବିରାଟ କୋହଲିଙ୍କ ସହିତ ଟି-୨୦ ଅଧିନାୟକ ରୋହିତ ଶର୍ମା ଓ ୱିକେଟ କିପର…

ପରିବା କିଣିବାକୁ ଯାଇଥିବା ବେଳେ ବାଇକ୍‌ ଡିକି ଭାଙ୍ଗି ୨୩ ହଜାର ଟଙ୍କା ଲୁଟିଲେ ଦୁର୍ବୃତ୍ତ, ମାମଲା ରଖି ଚୁପ୍ ବସିଲା ପୋଲିସ

ଗୋପ (ଭାସ୍କର ନ୍ୟୁଜ୍‌): ଗୋପ ବଜାର ଛକରୁ ବାଇକ୍ ଡିକି ଭାଙ୍ଗି ୨୩ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏନେଇ ଗୋପ ଥାନାରେ ଅଭିଯୋଗ କଲେ ବାଇକ୍ ମାଲିକ । ଅଭିଯୋଗର ୭ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ…

ଆଜି ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌):  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଅପରାହ୍ନ ୫.୩୦ରେ ମନ୍ତ୍ରୀ ପରିଷଦ ବୈଠକ ଓ…

ଏସ୍‌ବିଆଇ ପକ୍ଷରୁ ୪୦ କୋଟି ଗ୍ରାହକଙ୍କୁ ସତର୍କ ସୂଚନା, ବ୍ୟାଙ୍କ ଆକାଉଣ୍ଟ ସହ ଏହି ସବୁ ଡକ୍ୟୁମେଣ୍ଟ ଲିଙ୍କ ନ କଲେ ଆକାଉଣ୍ଟ ଅଚଳ ହୋଇଯିବ

ମୁମ୍ବାଇ: ବଡ ବ୍ୟାଙ୍କ ଏସ୍‌ବିଆଇ ନିଜ ଗ୍ରାହକଙ୍କୁ ସତର୍କ କରିଛି । ବ୍ୟାଙ୍କ ନିଜର ପ୍ରାୟ ୪୦ କୋଟି ଗ୍ରାହକଙ୍କୁ ସତର୍କ କରାଇଛି । ୨୦୨୨ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଅଧାର ସହ ନିଜ ପ୍ୟାନ୍‌ କାର୍ଡ ଲିଙ୍କ କରିବାକୁ…

SEX ଡ୍ରାଇଭ ବୃଦ୍ଧି କରିବା ପାଇଁ କରନ୍ତୁ ଏହି ସବୁ କାମ

ଆଜିକାଲି ସେକ୍ସକୁ ନେଇ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । ଉଭୟ ପୁରୁଷ ଓ ନାରୀ ଏଥିପାଇଁ ବାରମ୍ବାର ଡାକ୍ତରଙ୍କ ପାଖକୁ ଦୌଡ଼ୁଥିବା ଦେଖିବାକୁ ମିଳୁଛି । ମାତ୍ର ଏକଥା ବହୁତ କମ୍ ଲୋକ ଜାଣନ୍ତି ଯେ, ଘରୋଇ ଉପଚାର…

୭ ମାସରେ ସବୁଠାରୁ ଭୟଙ୍କର ମାର୍କେଟ କ୍ରାସ: ନିବେଶକ ହରାଇଲେ ୮ ଲକ୍ଷ କୋଟି

ନୂଆଦିଲ୍ଲୀ: କ୍ରମାଗତ ଚତୁର୍ଥ ଦିନ ପାଇଁ ତଳୁଆ ରହିଛି ଭାରତୀୟ ଶେୟାର ବଜାର । ବିଗତ ୭ ମାସ ମଧ୍ୟରେ ସବୁଠାରୁ ବଡ କ୍ରାସ ସହିତ ନିବେଶକ ମାନେ ଗୋଟିଏ ଦିନରେ ହରାଇଛନ୍ତି ୮ ଲକ୍ଷ କୋଟି । ସୋମବାର ଭାରତୀୟ ଶେୟାର ବଜାର…