କାହିଁକି ଐଶ୍ୱର୍ଯ୍ୟାଙ୍କ ଘରକୁ ଆସିଲା ସରକାରୀ ନୋଟିସ୍ , ଏବେ ଦେବାକୁ ହେବ ଏତିକି ଟଙ୍କା; ଜାଣନ୍ତୁ ଏହାର କାରଣ
ମୁମ୍ବାଇ: ବିଶ୍ୱସୁନ୍ଦରୀ ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜର ଲୁକ୍ ଏବଂ ଷ୍ଟାଇଲ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏଥିସହିତ ସେ ଅନେକ ମସୟରେ ନିଜ ଝିଅ ପାଇଁ ମଧ୍ୟ ଲୋକଲୋଚନକୁ ଆସିଥାନ୍ତି । କିନ୍ତୁ…