୫୦ ଲିଟର ଦେଶୀ ମଦ ସହ ବାଇକ ଜବତ, ୨ ଅଭିଯୁକ୍ତ ଗିରଫ

ଭଣ୍ଡାରିପୋଖରୀ (ଭାସ୍କର ନ୍ୟୁଜ୍‌): ମଞ୍ଜୁରୀରୋଡ ଅଞ୍ଚଳରୁ ୫୦ ଲିଟର ଦେଶୀ ମଦ ସହ ବାଇକ ଧାମନଗର ଅବକାରୀ ପୋଲିସ ସୋମବାର ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଯଶୋଟିକିରି ଗ୍ରାମର ନିରାକାର ପଲାଇ ଓ ବିରଞ୍ଚି…

ଛତିଶଗଡ଼-ମାଲକାନଗିରି ସୀମାନ୍ତ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୩ ଜଣ ନକ୍ସଲ ନିହତ

ମାଲକାନଗିରି, (ଭାସ୍କର ନ୍ୟୁଜ): ଯେତେ ଯାହା କଲେ ମଧ୍ୟ ମାଓବାଦୀଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ନାଁ ଧରୁନାହିଁ । ଯଦିଓ ବହୁ ସମୟରେ ସୁରକ୍ଷା କର୍ମୀ ମାଓକ୍ୟାମ୍ପ ଉପରେ ଚଢ଼ଉକରି ମାଓବାଦୀଙ୍କୁ ହତ୍ୟାକରିବା ସହ…

ବିଫଳତାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ

ଜୀବନରେ ସଫଳତା ଓ ବିଫଳତା ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ପରି । କେତେକଙ୍କ ଜୀବନରେ ସଫଳତା ଶୀଘ୍ର ଆସିଥାଏ, କଛି ଲୋକଙ୍କ କ୍ଷେତ୍ରରେ ସଫଳତା ଆସିବା ବିଳମ୍ବ ହୋଇଥାଏ ଓ କେତେକାଂଶ କ୍ଷେତ୍ରରେ କଠିନ ପରିଶ୍ରମ ପରେ…

ମୁଜିବଙ୍କ ଯାଦୁକରୀ ସ୍ପିନରେ ଫସିଲା ସ୍କଟଲାଣ୍ଡ; ଆଫଗାନିସ୍ତାନର ବୃହତ ବିଜୟ

ନୂଆଦିଲ୍ଳୀ: ଶାରଜାରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପର ସୁପର-୧୨ର ସୋମବାରର ମୁକାବିଲାରେ ବୃହତ ବିଜୟ ହାସଲ କରିଛି ଆଫଗାନିସ୍ତାନ । ମାତ୍ର ୬୦ ରନରେ ଅଲଆଉଟ ହେବା ସହିତ ୧୩୦ ରନରେ ପରାଜିତ ହୋଇଛି ସ୍କଟଲାଣ୍ଡ । ମୁଜିବ…

ଓଡ଼ିଶା ସୀମାନ୍ତରେ ଗୁଳିବିନିମୟ; ଟଳିଲେ ୩ ମାଓବାଦୀ

ମାଲକାନଗିରି(ଓଡ଼ିଶା ଭାସ୍କର): ଛତିଶଗଡ଼ ରାଜ୍ୟର ବିଜାପୁର ଓ ତେଲେଙ୍ଗାନା ମୁଲୁଗୁ ଜିଲ୍ଲା ସୀମାନ୍ତରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଘଟିଛି ଗୁଳି ବିନିମୟ । ଏଥିରେ ୩ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି ।…

ତେଲ ଦର ଆକାଶ ଛୁଆଁ: ମୁହଁ ଖୋଲିଲେ ପୂର୍ବତନ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ପେଟ୍ରୋଲ ଡିଜେଲ ଦର । ଲିଟର ପିଛା ୧୦୦ ପାର ହୋଇଛି ଦର । ଫଳରେ ସାଧାରଣ ନାଗରିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କ…

୫୦ଟି ଗଛ ଲଗାନ୍ତୁ: ବର୍ଷକୁ କମେଇବେ ଅଢେଇ ଲକ୍ଷ; ସରକାର ଦେବେ ସହାୟତା

ନୂଆଦିଲ୍ଲୀ: କୃଷକ ଏବଂ କୃଷିର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ରହିଛି । ଏମିତି ଏକ ଯୋଜନାରେ ଆପଣ ବର୍ଷକୁ ୨.୫ ଲକ୍ଷ ଟଙ୍କା ଆୟ କରିପାରିବେ । ଆଜି ଆମେ ଆଲୋଚନା କରିବା କେମିତି ମାତ୍ର ୫୦ଟି…

ସଞ୍ଜୀବ ଗୋଏଙ୍କା ଓ ସିଭିସି ଗ୍ରୁପ ହାତକୁ ଗଲା ଦୁଇ ନୂଆ ଆଇପିଏଲ ଟିମ୍; ବିସିସିଆଇକୁ ମିଳିବ ଏତିକି କୋଟି ଟଙ୍କା

ନୂଆଦିଲ୍ଳୀ: ବିସିସିଆଇ ପକ୍ଷରୁ କରାଯାଇଥିବା ଆଇପିଏଲ ଟିମ ବିଡିଂରେ ଦୁଇଟି ନୂଆ ଦଳକୁ କିଣିଛନ୍ତି ସଞ୍ଜୀବ ଗୋଏଙ୍କା ଓ ସିଭିସି କ୍ୟାପିଟାଲ ଗ୍ରୁପ । ଏହା ସହିତ ଆସନ୍ତା ବର୍ଷ ଆଇପିଏଲରୁ ସମୁଦାୟ ୧୦ ଟିମ ଅଂଶଗ୍ରହଣ…

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ମ୍ୟାଲେରିଆରେ ଆକ୍ରାନ୍ତ, ଦିଲ୍ଲୀ ଏମ୍ସରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ ୨୫/୧୦: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବଙ୍ଗ ଭବନରେ ଗେଷ୍ଟ ହାଉସରେ ଚିକିତ୍ସା ଚାଲିଥିଲା । ସୋମବାର ସନ୍ଧ୍ୟାରେ ରାଜ୍ୟପାଳଙ୍କ ସ୍ବାସ୍ଥ୍ୟବସ୍ଥା…

ପେଟ୍ରୋଲର ମହଙ୍ଗା ମାଡରୁ ମୁକ୍ତି; ୪ ଘଣ୍ଟାରେ ଦୁଇ ଚକିଆ ଯାନକୁ ବନାନ୍ତୁ ଇଲେକ୍ଟ୍ରିକ ଯାନ

ନୂଆଦିଲ୍ଳୀ: ପେଟ୍ରୋଲର ଦର ୧୦୦ ପାର କରିଥିବା ବେଳେ ଏହାକୁ ନେଇ ଅତ୍ୟନ୍ତ ଅସୁବିଧାରେ ପଡୁଛନ୍ତି ସାଧାରଣ ବର୍ଗର ଲୋକ । ତେବେ ଏହାର ଏକ ସରଳ ସମାଧାନ ବାହାର କରିଛି ଏକ ଷ୍ଟାର୍ଟଅପ୍ । ଜୁନିକ୍ ରେଟଫୋର୍ଟ ନାମକ ଏହି…