୨ ଦିନିଆ ରିମାଣ୍ଡରେ ନିଶା କୁବେର ରଜନୀକାନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରରୁ ଗିରଫ ହୋଇଥିବା ନିଶା କୁବେର ରଜନୀକାନ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଆସନ୍ତା ୨୫ ତାରିଖ ଯାଏଁ ଖଲ୍ଲିକୋଟର ରଜନୀକାନ୍ତଙ୍କୁ ରିମାଣ୍ଡରେ ନେଇଛି ପୋଲିସ ।…

ଏତିକି ବର୍ଷ ପରେ ପୃଥିବୀରୁ ଶେଷ ହୋଇଯିବ ଅମ୍ଳଜାନ; ସତର୍କ କରାଇଲେ ବୈଜ୍ଞାନିକ

ନୂଆଦିଲ୍ଳୀ: ପୃଥିବୀ ଏମିତି ଏକ ଗ୍ରହ ଯାହା ନିଜର ସ୍ୱତନ୍ତ୍ର ଜୀବନଶୈଳୀ ପାଇଁ ପ୍ରସିଦ୍ଧ । ମହାକାଶରେ ଅବସ୍ଥିତ ଲକ୍ଷ ଲକ୍ଷ ଗ୍ରହ ମଧ୍ୟରୁ କେବଳ ପୃଥିବୀରେ ଜୀବନସତ୍ତା ଉପଲବ୍ଧ । ପୃଥିବୀ ପୃଷ୍ଠରେ ଥିବା ଅମ୍ଲଜାନ…

କାଶ୍ମୀରି ପଣ୍ଡିତଙ୍କ ଫେରିବା ପାଇଁ ଏହା ସଠିକ୍ ସମୟ ନୁହେଁ; ଫାରୁକ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏକ ବିବାଦୀୟ ବୟାନ ଦେଇଛନ୍ତି । କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିବା ସହିତ ବିଜେପି ଧର୍ମ ଆଧାରରେ…

ଭାରତର Oscarର ଏଣ୍ଟ୍ରି ତାମିଲ ଫିଲ୍ମ କୁଝାଙ୍ଗାଲ; ପଛରେ ପଡିଗଲା ସର୍ଦ୍ଦାର ଉଦ୍ଧମ ଓ ଶେରନୀ

ନୂଆଦିଲ୍ଳୀ: ଚଳିତ ବର୍ଷ ପାଇଁ ଭାରତର ଅଫିସିଆଲ ଓସ୍କାର ଏଣ୍ଟ୍ରି ରହିଛି ତାମିଲ ଫିଲ୍ମ କୁଝାଙ୍ଗାଲ । ବିଘ୍ନେଶ ଶିବନ ଓ ନୟନତାରାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଗୋଟିଏ ମଦୁଆ ବାପ ଏବଂ ପୁଅର ଯାତ୍ରା ଦେଖିବାକୁ ମିଳିବ ।…

ଲକ୍ଷ୍ମୀପୁର ହିଂସା: ଆଶିଷ ମିଶ୍ରଙ୍କ ଆଉ ତିନି ସାଥୀ ଗିରଫ, ଘଟଣା ଦିନ ଥିଲେ ସାଙ୍ଗରେ

ଲକ୍ଷ୍ମୀପୁର ଖେରୀ : ଲକ୍ଷ୍ମୀପୁର ଖେରୀ ହିଂସାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଏହି ତିନି ଅଭିଯୁକ୍ତ କୃଷକଙ୍କ ଉପରେ ଚଢାଯାଇଥିବା ଥର ଗାଡିର ପଛେ ପଛେ…

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ବିସିସିଆଇର ବଡ ପଦକ୍ଷେପ, ଟି-୨୦ ବିଶ୍ୱ କପ୍ ଛାଡି ସ୍ୱଦେଶ ଫେରିବେ ୪ ଖେଳାଳି

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ୨୦୨୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହା ମୁକାବିଲା ପୂର୍ବରୁ ବିସିସିଆଇ ନେଇଛି ବଡ ପଦକ୍ଷେପ । ଭାରତୀୟ କ୍ରିକେଟ୍ ବୋର୍ଡ ଭାରତୀୟ ଦଳରେ ସାମିଲ ଚାରି ଖେଳାଳିଙ୍କୁ ଭାରତ…

ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣ : କଠୋରପନ୍ଥୀଙ୍କ ବିରୋଧରେ ଏକଜୁଟ ହେଲେ ଇସ୍କନ ଶ୍ରଦ୍ଧାଳୁ, ଦୁନିଆର ୭୦୦ ମନ୍ଦିରରେ କଲେ ପ୍ରଦର୍ଶନ

ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହମଲା ବଢିବାରେ ଲାଗିଛି । ଇସ୍କନ ମନ୍ଦିରରେ କଠୋରପନ୍ଥୀମାନେ ଭଙ୍ଗାରୁଜା କରିଛନ୍ତି । ଏହା ବିରୋଧରେ ଏବେ ଏକଜୁଟ୍ ହୋଇଛନ୍ତି ସଂସ୍ଥା ସହ ଜଡିତ ଶ୍ରଦ୍ଧାଳୁ । ଶନିବାର…

ଏବେ ନିଆଁ ହେବ ମହଙ୍ଗା: ୧୪ ବର୍ଷ ପରେ ବଢିବାକୁ ଯାଉଛି ଦିଆସିଲି ଦାମ, ଡିସେମ୍ବର ୧ରୁ ଲାଗୁ ହେବ ନୂତନ ଦର

ନୂଆଦିଲ୍ଲୀ : ଦେଶରେ ବେଲଗାମ ତୈଳ ଦର । ତା ଉପରେ ବଢି ଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦାମ । ଆଉ ଚାରି ଆଡୁ ମହଙ୍ଗା ମାଡରେ ବେହାଲ ଜନତା । ଗ୍ୟାସଠୁ ନେଇ ଖାଇବା ତେଲ ସବୁର ଦାର ଏବେ ଆକାଶଛୁଆଁ ରହିଛି । ଏବେ ଆଉ…

ICC T20 WC: ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ଲାଗିଲା ୧୦୦୦ କୋଟି ଟଙ୍କାର ବେଟିଂ, ଆଣ୍ଟି କରପସନ ୟୁନିଟ୍ ସଜାଗ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପରେ ରବିବାର ଭାରତ ନିଜର ଅଭିଯାନ ପାକିସ୍ତାନ ବିପକ୍ଷ ମହା ମୁକାବିଲାରୁ କରିବ । ଏହି ହାଇ ଭୋଲଟେଜ୍ ମୁକାବିଲା ଉପରେ ପୂରା ଦୁନିଆର ନଜର । କୁହାଯାଉଛି ଦୁବାଇରେ ଅକ୍ଟୋବର ୨୪ରେ ହେବାକୁ…

ଏହା ପ୍ରଡକ୍ସନ ହାଉସ୍ ନୁହେଁ…ବିଳମ୍ବରେ ପହଞ୍ଚିବାରୁ ଅନନ୍ୟାଙ୍କୁ ତାଗିଦ୍ କଲେ ଏନସିବି ଅଧିକାରୀ

ମୁମ୍ବାଇ : ଡ୍ରଗ୍ସ କେସ୍ ମାମଲାରେ ଆର୍ୟନ ଖାନଙ୍କ ପରେ ଏବେ ଫସିଛନ୍ତି ନବାଗତା ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅନନ୍ୟାଙ୍କୁ ମାରାଥନ ଜେରା କରୁଛନ୍ତି । ଏହି କ୍ରମରେ…