ଇତିହାସ ରଚିଲେ ମୁକେଶ ଅମ୍ବାନୀ, ଏଲନ ମସ୍କ-ଜେଫ ବେଜୋସଙ୍କ ସହିତ ଏହି ସ୍ପେଶାଲ କ୍ଲବରେ ହେଲେ ସାମିଲ୍

ନୂଆଦିଲ୍ଲୀ : କେବଳ ଦେଶ ନୁହେଁ ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଆଉ ଏକ ଚତିହାସ ରଚିଛନ୍ତି । ସେ ଏଲନ ମସ୍କ ଓ ଜେଫ ବେଜୋସଙ୍କ ସହିତ ଦୁନିଆର ୧୦୦ ବିଲିୟନ ଡଲାର ସଂପତ୍ତି ଥିବା ଅରବପତିଙ୍କ ତାଲିକାରେ…

ଟି-୨୦ ବିଶ୍ୱ କପ୍ ପୂର୍ବରୁ ବିରାଟ କୋହଲିଙ୍କୁ ବଡ ଆଶ୍ୱସ୍ତି, ଫର୍ମକୁ ଫେରିଲେ ୨ ଘାତକ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ପୂର୍ବରୁ ଫର୍ମକୁ ଫେରିଲେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ଇଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବ । ଉଭୟ ଖେଳାଳି ଫର୍ମକୁ ଫେରିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଇଁ…

ଦିଲ୍ଲୀର ଯେଉଁ ଥାନାରେ ରାକେଶ ଟିକାୟତ ଥିଲେ କନଷ୍ଟେବଲ, ସେଠାରେ ପହଞ୍ଚିବା ପରେ ଚାରିଆଡେ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ : ଦିଲ୍ଲୀ ବର୍ଡରରେ ପ୍ରାୟ ୧୧ ମାସ ହେବ ପ୍ରଦର୍ଶନ କରୁଥିବା କୃଷକ ନେତା ରାକେଶ ଟିକାୟତ ଶୁକ୍ରବାର ଅଚାନକ ଦିଲ୍ଲୀର ଆରକେ ପୁରମ ଥାନା ପହଞ୍ଚିଥିଲେ । ଟିକାୟତ ହଠାତ ଥାନାରେ ପହଞ୍ଚିବା ନେଇ ସ୍ଥାନୀୟ ପରିସର…

ଟିଏମସିରେ ସାମିଲ୍ ହେବା ପରେ ବି ବାବୁଲଙ୍କ ହାତ ଖାଲି, ନିର୍ବାଚନ ପ୍ରଚାର ପାଇଁ ମମତା ଦେଲେନି ଗୁରୁତ୍ୱ

କୋଲକାତା : ନିକଟରେ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ବାବୁଲ ସୁପ୍ରିୟୋ । ହେଲେ ଏବେ ତାଙ୍କୁ ନିରାଶ ହେବାକୁ ପଡିଛି । ବାବୁଲ ସୁପ୍ରିୟୋ ଯେଉଁ ଆଶା ନେଇ ମମତା ବାନାର୍ଜୀଙ୍କ ପାର୍ଟିରେ ସାମିଲ୍…

କଶ୍ମୀର ବିରୋଧରେ ବିଷ ଓଗାଳୁଥିବା ତୁର୍କୀ ରାଷ୍ଟ୍ରପତି ଏର୍ଦୋଗାନଙ୍କ ଉପରେ ଛାଇଲା ସଙ୍କଟ, କ୍ଷମତାରୁ ହେବେ ବେଦଖଲ !

ନୂଆଦିଲ୍ଲୀ : କଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧୀ ବୟାନ ଦେଉଥିବା ତୁର୍କୀର ରାଷ୍ଟ୍ରପତି ରଜବ ତଇପ ଏର୍ଦୋଗାନ ଏବେ ସଙ୍କଟରେ । ତାଙ୍କ ହାତରୁ ଯାଇପାରେ ରାଷ୍ଟ୍ରପତି ପଦ । ତାଙ୍କୁ ଏବଂ ତାଙ୍କ ପାର୍ଟିକୁ କ୍ଷମତାରୁ…

ଫିଲ୍ମ ‘ଫ୍ରେଡି’ରେ ଦେଖିବାକୁ ମିଳିବ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଚମତ୍କାର ଟ୍ରାନ୍ସଫର୍ମେସନ୍‌ , ୧୪ କେ.ଜି. ଓଜନ ବଢାଇଲେ ଅଭିନେତା

ମୁମ୍ବାଇ (ଭାସ୍କର ନ୍ୟୁଜ୍): କାର୍ତ୍ତିକ ଆର୍ଯ୍ୟନ୍‌ ତାଙ୍କର ଆଗାମୀ ଫିଲ୍ମ ‘ଫ୍ରେଡି’ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ସେ ନିୟମିତ ଭାବେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କୁ ତାଙ୍କ ଫିଲ୍ମ ସମ୍ବନ୍ଧୀୟ ଅପଡେଟ୍‌…

୧୦ରେ ଆସୁଛି ଲଘୁଚାପ ! ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆସନ୍ତା ଅକ୍ଟୋବର ୧୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହେବି । ଏହି ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହେବା ସହ ପଶ୍ଚିମ…

ପୂଜା ଛୁଟି ଘୋଷଣା କଲେ ରାଜ୍ୟ ସରକାର, ଆସନ୍ତାକାଲିଠୁ ଏହି ତାରିଖ ପର୍ଯ୍ୟନ୍ତ ବନ୍ଦ ରହି ସ୍କୁଲ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଚଳିତ ମାସ ୧୦ ତାରିଖ ଠାରୁ ସ୍କୁଲରେ ଦଶହରା ଛୁଟି ଆରମ୍ଭ ହେବ ଓ ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ…

ପରିବାର କଳହରୁ ତୁମୁଳ କାଣ୍ଡ: ଭୂଜାଲିରେ ଖୁଡିର କାନ କାଟିଲା ପୁତୁରା , ବାନ୍ଧିଲା ପୋଲିସ

କଣିହାଁ (ଭାସ୍କର ନ୍ୟୁଜ୍‌): କଣିହାଁ ବ୍ଲକ୍‌ ସମଲ ଥାନା ପୋଲିସ୍‌ ଖୁଡିର କାନକୁ ପୁତୁରା ଭୂଜାଲିରେ ହାଣି ଦେବା ଘଟଣାରେ୍‌ ପୁତୁରାକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ପୁତୁରା ଜଣକ ହେଲେ ସମଲ ଥାନା କର୍ଣ୍ଣାଳ…

ଜେଲ୍‌ ଗଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍ ) : ଗତ ମାସ ୮ ତାରିଖରେ ବାଲୁଗାଁ ଏନ୍‌ଏସି ଅଫିସ୍‌ରେ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ମାମଲାରେ ଶୁକ୍ରବାର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବେଦନ…