Breaking News ପାକିସ୍ତାନ କ୍ରିକେଟ୍କୁ ନ୍ୟୁଜିଲାଣ୍ଡ ହତ୍ୟା କରିଦେଲା: ସୋଏବ ଅଖତାର୍ Abinash Kumar Dhal Sep 18, 2021 ରାୱଲପିଣ୍ଡି: ପୂର୍ବତନ ପାକିସ୍ତାନୀ ପେସ୍ ବୋଲର ସୋଏବ ଅଖତାର କହିଛନ୍ତି ଯେ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ କ୍ରିକେଟକୁ ହତ୍ୟା କରିଦେଲେ । ମାତ୍ର ନ୍ୟୁଜିଲାଣ୍ଡ ଦଳ ମନେ ରଖିବା ଉଚିତ ଯେ ଏକଦା ପାକିସ୍ତାନ ଦଳ…
Breaking News ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଓଡ଼ିଶା, ଏବେ ସୁଦ୍ଧା ୨ କୋଟି ରାଜ୍ୟବାସୀ ନେଲେଣି କୋଭିଡ୍ ଟିକାର ପ୍ରଥମ ଡୋଜ୍ Abinash Kumar Dhal Sep 18, 2021 ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): କୋଭିଡ୍ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା । ଏବେ ସୁଦ୍ଧା ୨ କୋଟିରୁ ଅଧିକ ପ୍ରଥମ କୋଭିଡ୍ ଟିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।…
Featured ୨୦୨୨ରେ ଲଞ୍ଚ ହେବ ଭାରତର ପ୍ରଥମ ସୌର ମିଶନ ‘ଆଦିତ୍ୟ ଏଲ-୧’, ସୂଚନା ଦେଲା ଇସ୍ରାେ Abinash Kumar Dhal Sep 18, 2021 ବେଙ୍ଗାଲୁରୁ : ସୂର୍ଯ୍ୟଙ୍କ ଅଧ୍ୟୟନ ଲାଗି ଭାରତ ନିଜର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-୧ ଆଗାମୀ ବର୍ଷ ଅର୍ଥାତ ୨୦୨୨ ମାର୍ଚ୍ଚମାସରେ ହାତକୁ ନେଇପାରେ । ତେବେ ଏହି ମିସନ ୨୦୨୦ ପ୍ରାରମ୍ଭିକ ପର୍ଯ୍ୟାୟରେ ହେବାର ଥିଲା ।…
Breaking News ଏସିସିବି ଏକମୋ ଚିକିତ୍ସାଧିନ ରୋଗୀଙ୍କ ମଧ୍ୟରୁ ଆଖିବୁଜିଲେ ଆଉ ଜଣେ ରୋଗୀ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି Abinash Kumar Dhal Sep 18, 2021 କଟକ (ଭାସ୍କର ନ୍ୟୁଜ୍): ବଡ ଡାକ୍ତରଖାନାରେ ୪ଜଣ ଏକମୋ ଚିକିତ୍ସାଧିନ ରୋଗୀଙ୍କ ମଧ୍ୟରୁ ଇତିମଧ୍ୟରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ପ୍ରକାଶ ଥାଉକି କିଛି ଦିନ ତଳେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ…
Featured ଟଙ୍କା ବର୍ଷା କରୁଛନ୍ତି ଏହି ତିନି କମ୍ପାନୀ , କର୍ମଚାରୀଙ୍କୁ ମିଳିବ ୧୨୦% ଅଧିକ ଦରମା Abinash Kumar Dhal Sep 17, 2021 ନୂଆଦିଲ୍ଲୀ- ଆଇଟି କର୍ମଚାରୀ ଙ୍କ ପାଇଁ ଖୁସି ଖବର । ବଢିବାକୁ ଯାଉଛି ସେମାନଙ୍କ ଦରମା ବିଭିନ୍ନ କ୍ଷେତ୍ରରେ କର୍ମଚାରୀଙ୍କୁ ଛଟେଇ କରାଯାଉଥିବା ବେଳେ ଆଇଟି କର୍ମଚାରୀଙ୍କ ଦରମା କିନ୍ତୁ ବଢିବାରେ ଲାଗିଛି । ଇନଫୋସିସ…
Featured ମୂର୍ତ୍ତି ବିବାଦ: ପୂଜା କମିଟିକୁ ବଡ ଝଟକା, ଉଚ୍ଚତା ବୃଦ୍ଧି ଆବେଦନ ହାଇକୋର୍ଟରେ ଖାରଜ Abinash Kumar Dhal Sep 17, 2021 କଟକ : ମା ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କମିଟିଗୁଡିକୁ ଲାଗିଛି ବଡ ଝଟକା । ମୂର୍ତ୍ତି ଉଚ୍ଚତା ବୃ୍ଦ୍ଧି କରାଯାଇ ପାରିବ ନାହିଁ ବୋଲି ଶୁକ୍ରବାର ଶୁଣାଣିରେ କହିଛନ୍ତି ହାଇକୋର୍ଟ । ମୂର୍ତ୍ତି ବିବାଦ…
Featured ଆତଙ୍କୀ ବେଶରେ ନଜର ଆସିଲେ ବାଇଡେନ୍, ପୋଷ୍ଟରରେ ଲେଖା ହୋଇଛି- ‘ମେକିଙ୍ଗ ତାଲିବାନ ଗ୍ରେଟ୍ ଏଗେନ’ Abinash Kumar Dhal Sep 17, 2021 ନୂଆଦିଲ୍ଲୀ : ଆଫଗାନିସ୍ତାନରୁ ଆମେରିକାର ଲଜ୍ଜାଜନକ ପ୍ରତ୍ୟାହାର ପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଖୁବ୍ ସମାଲୋଚନା କରାଯାଉଛି । ଖୋଦ୍ ଆମେରିକାବାସୀ ମଧ୍ୟ ଆଫଗାନରୁ କାହିଁକି ତରବରିଆ ଭାବେ ସୈନ୍ୟ ପ୍ରତ୍ୟାହାର…
Featured କ’ଣ ଶସ୍ତା ହେବ ପେଟ୍ରୋଲ-ଡିଜେଲ୍ ? ଜିଏସଟି ପରିଷଦ ବୈଠକରେ ଆଜି ହୋଇପାରେ ବଡ ନିଷ୍ପତ୍ତି Abinash Kumar Dhal Sep 17, 2021 ନୂଆଦିଲ୍ଲୀ : ଆଜି ଲଖନଉରେ ବସ୍ତୁ ଓ ସେବା କର(ଜିଏସଟି) ପରିଷଦର ବୈଠକ ପୂର୍ବାହ୍ନ ୧୧ଟାରୁ ଜାରି ରହିଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ…
Featured ୬ ମାସ ପୂର୍ବରୁ ହିଁ ବିରାଟ କୋହଲି ଓ ବିସିସିଆଇ ମଧ୍ୟରେ ଲଢେଇ ଜାରି ରହିଥିଲା ! ଏବେ ସାମ୍ନାକୁ ଆସିଲା ରେଜଲ୍ଟ Abinash Kumar Dhal Sep 17, 2021 ନୂଆଦିଲ୍ଲୀ : ବିରାଟ କୋହଲି ଟି-୨୦ ଅଧିନାୟକ ପଦ ଛାଡିବା ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ମାତ୍ର ଏହାର ପ୍ରସ୍ତୁତି ଅନେକ ମାସ ପୂର୍ବରୁ ଚାଲିଥିଲା । କୋହଲି ଅତ୍ୟଧିକ କାର୍ଯ୍ୟଭାରର ଚାପ କଥା କହି ଟି-୨୦ ବିଶ୍ୱ…
Featured ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କୁ ଉପ ଅଧିନାୟକ ପଦରୁ ହଟାଇବାକୁ ଚାହୁଁଥିଲେ କୋହଲି, ଏହି ଖେଳାଳିଙ୍କୁ ଦେବାକୁ ଚାହୁଁଥିଲେ ଦାୟିତ୍ୱ Abinash Kumar Dhal Sep 17, 2021 ନୂଆଦିଲ୍ଲୀ : ବିରାଟ କୋହଲି ଟି-୨୦ ବିଶ୍ୱ କପ୍ ପରେ ଟି-୨୦ ଅଧିନାୟକ ପଦରୁ ହଟିଯିବେ । ତାଙ୍କ ଇସ୍ତଫା ପରେ ଏବେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ବିରାଟ କୋହଲି ରୋହିତ ଶର୍ମାଙ୍କୁ ଉପ…