ଅନ୍ତିମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷିତ; ଦଳକୁ ଫେରିଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଳୀ: ଭାରତ ବିପକ୍ଷ ଅନ୍ତିମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି । ଇସିବି ପକ୍ଷରୁ ୧୬ ଜଣିଆ ଦଳ ଘୋଷଣା କରାଯାଇଥିବା ବେଳେ ଦଳକୁ ଫେରିଛନ୍ତି ଜୋସ ବଟଲର ଏବଂ ଜ୍ୟାକ ଲିଚ୍ । ଚତୁର୍ଥ ମ୍ୟାଚରେ ପରାଜିତ…

ମୁଲ୍ଳା ମହମ୍ମଦ ହସନଙ୍କ ନେତୃତ୍ୱରେ ତାଲିବାନ ସରକାର; ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲର ୩ ସପ୍ତାହ ପରେ ସରକାର ଗଠନ କରିଛି । ମୁଲ୍ଲା ମହମ୍ମଦ ହସନ ଅଖଣ୍ଡଙ୍କ ନେତୃତ୍ୱରେ ଆଫଗାନ ସରକାର ଗଠନ ହୋଇଛି । ତାଲିବାନ ମୁଖପାତ୍ର ଜବିଉଲ୍ଳା ମୁଜାହିଦ ସରକାର ଗଠନ…

୪୦ ବର୍ଷ ତଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦେଇଥିଲେ ୧୦ କିଲୋ ସୁନା; ଅତି ଗରିବ ଭାବରେ ପ୍ରାଣ ଗଲା

ନୂଆଦିଲ୍ଳୀ: ୪୦ ବର୍ଷ ତଳେ ନିଜର ସଚ୍ଚୋଟତା ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ବ୍ୟକ୍ତିଙ୍କୁ ଜାଣିଥିଲେ । ୧୯୮୦-୮୧ ମସିହାରେ ୩୦ ବର୍ଷର ଥିବା ଏହି ଯୁବକଙ୍କ ନିଷ୍ଠାପରତା ତାଙ୍କୁ ସମସ୍ତଙ୍କ ନିକଟରେ ପରିଚିତ କରାଇଥିଲା…

ଟ୍ରେନ ଯାତ୍ରା ସମୟରେ ଭୁଲରେ ବି କରନ୍ତୁନି ଏହି କାମ; ରେଳ ମନ୍ତ୍ରାଳୟ ପକ୍ଷରୁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: ଟ୍ରେନ ଯାତ୍ରା ସମୟରେ ଟିକେଟ କାଟିବାକୁ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି । ତେବେ କେବଳ ଟିକେଟ ନୁହେଁ ବରଂ ଅନେକ ନିୟମ ରହିଛି ଯାହା ନ ଜାଣିଲେ ଆପଣଙ୍କୁ କେବଳ ଜୋରିମାନା ନୁହେଁ ବରଂ ଜେଲ ଦଣ୍ଡ ମଧ୍ୟ…

୧୭ ଘଣ୍ଟା ନଖାଇ ୧୫ କିଗ୍ରା ଓଜନ କମାଇଲେ କମେଡି କୁଇନ୍ ଭାରତୀ; ଦେଖିଲେ ଆପଣ ବି ହୁଇସିଲ ମାରିବେ

ନୂଆଦିଲ୍ଲୀ: କମେଡିଆନ ଭାରତୀ ସିଂଙ୍କ ବର୍ତ୍ତମାନର ଲୁକ୍ ଆପଣ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ । ପୂର୍ବରୁ ୯୧ କିଗ୍ରା ଓଜନର ଥିବା ଭାରତୀ ୧୫ କିଗ୍ର ଓଜନ କମ କରି ବର୍ତ୍ତମାନ ୭୬ ରେ ରହିଛନ୍ତି । ଏହା ସହିତ…

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା; ନିୟମ ନମାନିଲେ ଲକଡାଉନ ଫେରିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ…

ତାମିଲନାଡୁ ହରର: କାରରୁ ଫୋପାଡିଲେ ମହିଳାଙ୍କ ଅର୍ଦ୍ଧନଗ୍ନ ଶରୀର, ଚଢିଗଲା ଆରପଟୁ ଆସୁଥିବା ଗାଡି

ନୂଆଦିଲ୍ଳୀ: ତାମିଲନାଡୁରେ ଏକ ଭୟଙ୍କର ଘଟଣା ସିସିଟିଭିରେ କଏଦ ହୋଇଛି । ଜଣେ ଅଜଣା ମହିଳାଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଏକ କାରରୁ ଫିଙ୍ଗି ଦିଆ ଯାଇଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଗାଡି ତାଙ୍କ ଉପରେ ଚଢି…

ମଥାମଣିକୁ ଟାଣି ବାହାର କରିଦେଲେ ପ୍ରଶଂସକ; ୧୭୬ କୋଟି ଖର୍ଚ୍ଚରେ ଅଶ୍ୱତ୍ଥମା ହେଲେ ଗାୟକ

ନୂଆଦିଲ୍ଳୀ: ନିଜ ମୁଣ୍ଡରେ ଲଗାଉଥିବା ମଥାମଣିକୁ ଫ୍ୟାନ ମାନେ ଟାଣି ବାହାର କରିଥିବା ବେଳେ ପୁନର୍ବାର ଏହାକୁ ଲଗାଇଛନ୍ତିି ଗାୟକ ଲିଲ ଉଜି ଭର୍ଟ । ଏହି ଲୋକପ୍ରିୟ ରାପରଙ୍କ ମୁଣ୍ଡରେ ଲାଗିଥିବା ଗୋଲାପୀ ହୀରାକୁ ଫ୍ୟାନ…

ବିଜେବି କଲେଜ +୩ ପରୀକ୍ଷା ଫଳ ପ୍ରକାଶିତ; ପ୍ରଗତି ଟପ୍ପର ଓ ବେଷ୍ଟ ଗ୍ରାଜୁଏଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଙ୍ଗଳବାର ବକ୍ସି ଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ସାଇକୋଲୋଜି ବିଭାଗର ପ୍ରଗତି ଗୁରୁ କଳା ବିଭାଗୀୟ ଟପ୍ପର ହେବା ସହିତ ବେଷ୍ଟ ଗ୍ରାଜୁଏଟ…

ICC ମହିଳା ଟି-୨୦ Ranking; ଶେଫାଳି ବର୍ମା ଏକ ନମ୍ବର

ନୂଆଦିଲ୍ଳୀ: ମଙ୍ଗଳବାର ଦିନ ଆଇସିସି ପକ୍ଷରୁ ମହିଳା ଟି-୨୦ ରାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି । ଯୁବ ଭାରତୀୟ ଖେଳାଳି ଶେଫାଳି ବର୍ମା ପୂର୍ବବତ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ନ୍ୟୁଜିଲାଣ୍ଡରୀ ସୋଫି ଡିଭାଇନ…