ଗୃହରେ ଉପଦ୍ରବ ନେଇ ମର୍ମାହତ ଭେଙ୍କେୟା ନାଇଡୁ, ହଙ୍ଗାମା କରିଥିବା ସାଂସଦଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ : କୃଷି ଆଇନ ଓ ପେଗାସସ୍ ଗୁଇନ୍ଦାଗିରି ବିବାଦ ସମେତ ଅନେକ ପ୍ରସଙ୍ଗରେ ବିରୋଧୀ ସାଂସଦଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ କ୍ରମାଗତ ରାଜ୍ୟସଭାର ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଗୃହ ଅଚଳ ହୋଇ ପଡୁଛି । ବୁଧବାର…