ଏହି ୨୪ ବିଶ୍ୱ ବିଦ୍ୟାଳୟକୁ ନକଲି ଘୋଷଣା କରିଛି ୟୁଜିସି; ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଦେଶରେ ରହିଥିବା ୨୪ଟି ବିଶ୍ୱ ବିଦ୍ୟାଳୟକୁ ନକଲି ବୋଲି ଘୋଷଣା କରାଯାଇଛି । ବିଭିନ୍ନ ନିୟମର ଉଲ୍ଲଂଘନ କାରଣରୁ ୨୪ଟି ବିଶ୍ୱ ବିଦ୍ୟାଳୟକୁ ଅସିଦ୍ଧ ବୋଲି ଘୋଷଣା…

ନୂତନ ଜାତୀୟ ରାଜପଥ ଟ୍ରାଫିକ ଥାନା ଉଦଘାଟନ କଲେ ଡିଜିପି ଅଭୟ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କଟକ ସଦର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ନିକଟସ୍ଥ ପ୍ରତାପନଗରୀ ଠାରେ ନୂତନ ଜାତୀୟ ରାଜପଥ ଟ୍ରାଫିକ ଥାନାକୁ ଉଦଘାଟନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଆୟୋଜିତ ଏହି ଉଦଘାଟନ…

ଅଡୁଆରେ ହନି ସିଂ: ସ୍ତ୍ରୀ ଆଣିଲେ ଘରୋଇ ହିଂସା ଅଭିଯୋଗ

ନୂଆଦିଲ୍ଲୀ: ବଲିଉଡର ବିବାଦୀୟ ରାପର ହନି ସିଂ ପୁଣି ଥରେ ଅଡୁଆରେ ପଡିଛନ୍ତି । ହନିଙ୍କ ପତ୍ନୀ ଶାଲିନୀ ତଲୱାର ତାଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିବା ସହିତ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦିଲ୍ଲୀ ସ୍ଥିତ…

ରିମାଣ୍ଡରେ ଗଲେ କୋଟିପତି ପିଏସ୍ ବିରଞ୍ଚି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗିରଫ ହୋଇଥିବା କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ରିମାଣ୍ଡରେ ନେଇଛି ଭିଜିଲାନ୍ସ । କୋଟିପତି ପିଏସଓଙ୍କୁ ଭିଜିଲାନ୍ସ ୪ ଦିନିଆ ରିମାଣ୍ଡରେ ନେଇଛି । ଓଏସଏସସିର ଅନ୍ୟ କୌଣସି…

ସିବିଏସଇ ଦ୍ୱାଦଶରେ ଟପ୍ପର ଓଡ଼ିଆ ଝିଅ ଅମ୍ରିତା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଓଡ଼ିଆ ଝିଅଙ୍କ କୃତିତ୍ୱ । ମୋଟ ୫୦୦ ମାର୍କକୁ ୪୯୯ ମାର୍କ ରଖି ଟପ୍ କରିଛନ୍ତି ଓଡ଼ିଆ ଝିଅ ଅମ୍ରିତା ବେହୁରା । ସେ ସମସ୍ତ ବିଷୟରେ A-1 ଗ୍ରେଡ୍…

ଲଦାଖରୁ ସେନା ପ୍ରତ୍ୟାହାର କରିବ ଚୀନ୍; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: ଭାରତ ଓ ଚୀନ୍ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ଅନ୍ତ ଘଟିବାକୁ ଯାଉଛି । ଉଭୟ ରାଷ୍ଟ୍ର ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଉଭୟ ରାଷ୍ଟ୍ରର ସେନାମୁଖ୍ୟଙ୍କୁ ନେଇ ହୋଇଥିବା ୧୨ତମ…

ଇତିହାସରେ ପ୍ରଥମ; ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କଲେ କିନ୍ନର

ନୂଆଦିଲ୍ଲୀ: ସମାଜରେ ଲିଙ୍ଗଗତ ଭେଦଭାବକୁ ଦୂର କରାଯିବାକୁ ପ୍ରୟାସ ଜାରି ରହିଥିବା ବେଳେ ଅଲିମ୍ପିକ୍ସ ଏଥିରୁ କେମିତି ପଛରେ ପଡିବ । ଚଳିତ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଇତିହାସ ସୃଷ୍ଟି କରିବାରେ ସକ୍ଷମ…

ଗାଁକୁ ନଥିଲା ରାସ୍ତା; ଲଭଲିନାଙ୍କ ଅଲିମ୍ପିକ ପଦକ ପାଇଁ ହେଲା ପକ୍କା ସଡ଼କ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ପଦକ ନିଶ୍ଚିତ କରିବା ପରେ ବକ୍ସର ଲଭଲିନା ବୋର୍ଗୋହେନ୍ଙ୍କ ଗାଁକୁ ପକ୍କା ସଡ଼କ ନିର୍ମାଣ କରାଯାଇଛି । ସମଗ୍ର ବିଶ୍ୱ ସମ୍ମୁଖରେ ଭାରତୀୟ ତ୍ରିରଙ୍ଗାକୁ ଉଚ୍ଚା କରିଥିବା ଏହି ୨୩…

ଟୋକିଓ ଅଲିମ୍ପିକ୍ସ: ଲଭଲିନାଙ୍କ ଉପରେ ଏବେ ସଭିଙ୍କ ନଜର, ନିଶ୍ଚିତ କରି ସାରିଛନ୍ତି ପଦକ, କାଲି ସେମି ଫାଇନାଲ ମୁକାବିଲା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଏ ପର୍ଯ୍ୟନ୍ତ ଭାରତ କେବଳ ୨ଟି ପଦକ ଜିତି ପାରିଛି । ମୀରାବାଈ ଚାନୁ ଭାରୋତ୍ତୋଳନରେ ରୌପ୍ୟ ଏବଂ ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ କାଂସ୍ୟ ପଦକ ଜିତିଛନ୍ତି । ଏବେ ପୂରା ଦେଶର ନଜର…

ଆସନ୍ତାକାଲିଠୁ ପ୍ରଥମ ଟେଷ୍ଟ: ଭାରତ ପାଇଁ ଚିନ୍ତା ଓପନିଂ ଯୋଡି, ୩ ବର୍ଷ ପୂର୍ବେ ନର୍ଟିଂଘମରେ ଇଂଲଣ୍ଡକୁ ମାତ୍ ଦେଇଥିଲା ଦଳ

ଲଣ୍ଡନ : ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚର ଟେଷ୍ଟ ସିରିଜ ବୁଧବାରଠୁ ଆରମ୍ଭ ହେଉଛି । ଏହା ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ନୂତନ ସିଜିନର ପ୍ରଥମ ସିରିଜ୍ ହେବାକୁ ଯାଉଛି । ତେଣୁ ଭାରତ ଓ ଇଂଲଣ୍ଡ ବିଜୟ ସହ ସିଜିନ…